ଦୀପା ସାହୁ
ଦେଖଣା
ଦୀପା ସାହୁ | |
---|---|
ଜନ୍ମ | ଦୀପା ସାହୁ |
ବୃତ୍ତି | ଓଡ଼ିଆ କଥାଚିତ୍ର ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୭୭-୧୯୯୯ |
ସନ୍ତାନ | ବର୍ଷା ପ୍ରିୟଦର୍ଶିନୀ[୧] |
ଦୀପା ସାହୁ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ରରେ ଅଭିନୟ କରୁଥିଲେ । ଦୀପା ୧୯୭୭ ମସିହାରେ ସୁନା ସଂସାର ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ତୋ ଆଖି ମୋ ଆଇନା ୧୯୯୯ ମସିହାରେ ମୁକ୍ତିଲାଭ କରିଥିଲା ।
ପରିବାର
[ସମ୍ପାଦନା]ଦୀପା ସାହୁ ଓଡ଼ିଆ ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାତା ।[୨]
କଥାଚିତ୍ର ଜୀବନ
[ସମ୍ପାଦନା]ଅଭିନୀତ ଓଡ଼ିଆ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ନିର୍ଦ୍ଦେଶକ |
---|---|---|---|
୧୯୭୭ | ସୁନା ସଂସାର | ଶିଶିର ମିଶ୍ର | |
ମୁକ୍ତି | ବ୍ୟୋମକେଶ ତ୍ରିପାଠୀ | ||
୧୯୭୯ | ମଥୁରା ବିଜୟ | ଏ ସଞ୍ଜିବୀ | |
ଶ୍ରୀକୃଷ୍ଣ ରାସଳୀଳା | ସୋନା ମୁଖାର୍ଜୀ | ||
୧୯୮୦ | ଜୟ ମା ମଙ୍ଗଳା | ଅକ୍ଷୟ ମହାନ୍ତି (କାଶ୍ୟପ) | |
ତପସ୍ୟା | ନଗେନ ରାୟ | ||
ରାମ ବଳରାମ | ଏ. ସଞ୍ଜୀବ | ||
୧୯୮୧ | ଅକ୍ଷି ତୃତୀୟା | ବାବୁଲାଲ ଦୋଶୀ
ସୁଶିଲ ମୂଖାର୍ଜୀ | |
ହୀରା ମୋତି ମାଣିକ | ଅଭିଯାତ୍ରୀକ | ||
୧୯୮୨ | ଫୁଲ ଚନ୍ଦନ | ମହମ୍ମଦ ମହସୀନ | |
ହିସାବ ନିକାଶ | ପ୍ରଶାନ୍ତ ନନ୍ଦ | ||
୧୯୮୩ | ଅଭିଳାଷ | ସାଧୁ ମେହେର | |
୧୯୯୨ | ମା | ସାବିତ୍ରୀ | ପ୍ରଶାନ୍ତ ନନ୍ଦ |
୧୯୯୯ | ତୋ ଆଖି ମୋ ଆଇନା | ଇନ୍ଦ୍ରଜିତର ପତ୍ନୀ | ସଂଗ୍ରାମ ବିଶ୍ୱାଳ |
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦୀପା ସାହୁ