ଦୀପା ସାହୁ
ଦେଖଣା
(Deepa Sahuରୁ ଲେଉଟି ଆସିଛି)
ଦୀପା ସାହୁ | |
|---|---|
| ଜନ୍ମ | ଦୀପା ସାହୁ |
| ବୃତ୍ତି | ଓଡ଼ିଆ କଥାଚିତ୍ର ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୧୯୭୭-୧୯୯୯ |
| ସନ୍ତାନ | ବର୍ଷା ପ୍ରିୟଦର୍ଶିନୀ[୧] |
ଦୀପା ସାହୁ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ରରେ ଅଭିନୟ କରୁଥିଲେ । ଦୀପା ୧୯୭୭ ମସିହାରେ ସୁନା ସଂସାର ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ତୋ ଆଖି ମୋ ଆଇନା ୧୯୯୯ ମସିହାରେ ମୁକ୍ତିଲାଭ କରିଥିଲା ।
ପରିବାର
[ସମ୍ପାଦନା]ଦୀପା ସାହୁ ଓଡ଼ିଆ ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାତା ।[୨]
କଥାଚିତ୍ର ଜୀବନ
[ସମ୍ପାଦନା]ଅଭିନୀତ ଓଡ଼ିଆ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ନିର୍ଦ୍ଦେଶକ |
|---|---|---|---|
| ୧୯୭୭ | ସୁନା ସଂସାର | ଶିଶିର ମିଶ୍ର | |
| ମୁକ୍ତି | ବ୍ୟୋମକେଶ ତ୍ରିପାଠୀ | ||
| ୧୯୭୯ | ମଥୁରା ବିଜୟ | ଏ ସଞ୍ଜିବୀ | |
| ଶ୍ରୀକୃଷ୍ଣ ରାସଳୀଳା | ସୋନା ମୁଖାର୍ଜୀ | ||
| ୧୯୮୦ | ଜୟ ମା ମଙ୍ଗଳା | ଅକ୍ଷୟ ମହାନ୍ତି (କାଶ୍ୟପ) | |
| ତପସ୍ୟା | ନଗେନ ରାୟ | ||
| ରାମ ବଳରାମ | ଏ. ସଞ୍ଜୀବ | ||
| ୧୯୮୧ | ଅକ୍ଷି ତୃତୀୟା | ବାବୁଲାଲ ଦୋଶୀ
ସୁଶିଲ ମୂଖାର୍ଜୀ | |
| ହୀରା ମୋତି ମାଣିକ | ଅଭିଯାତ୍ରୀକ | ||
| ୧୯୮୨ | ଫୁଲ ଚନ୍ଦନ | ମହମ୍ମଦ ମହସୀନ | |
| ହିସାବ ନିକାଶ | ପ୍ରଶାନ୍ତ ନନ୍ଦ | ||
| ୧୯୮୩ | ଅଭିଳାଷ | ସାଧୁ ମେହେର | |
| ୧୯୯୨ | ମା | ସାବିତ୍ରୀ | ପ୍ରଶାନ୍ତ ନନ୍ଦ |
| ୧୯୯୯ | ତୋ ଆଖି ମୋ ଆଇନା | ଇନ୍ଦ୍ରଜିତର ପତ୍ନୀ | ସଂଗ୍ରାମ ବିଶ୍ୱାଳ |
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦୀପା ସାହୁ