ଜଟଣୀ (ବିଧାନସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
ଜଟଣୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ) | |
---|---|
ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ constituency | |
ଓଡ଼ିଶାର ଜିଲ୍ଲା ତାଲିକା | ଖୋର୍ଦ୍ଧା ଜିଲ୍ଲା |
Blocks | ଭୁବନେଶ୍ୱର |
Electorate | ୨,୦୪,୧୬୬[୧][a] |
Major settlements | ଭୁବନେଶ୍ୱର |
Current constituency | |
Created | ୨୦୧୯ |
ବିଧାୟକ | ସୁରେଶ କୁମାର ରାଉତରାୟ |
Party | କଂଗ୍ରେସ |
Const. No. | ୧୧୫ |
ଲୋକ ସଭା ନିର୍ବାଚନ ମଣ୍ଡଳୀ | ଭୁବନେଶ୍ୱର[୨] |
ଜଟଣୀ, (କ୍ରମାଙ୍କ: ୧୧୫) ଖୋର୍ଦ୍ଧା ଜିଲ୍ଲା, ଓଡ଼ିଶାର ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଟେ ।[୩]
ଏହି ନିର୍ବାଚନ ମଣ୍ଡଳୀରେ ଜଟଣୀ ପଞ୍ଚାୟତ ସହିତ ଅନ୍ୟ ଛଅଟି ଗ୍ରାମ ପଞ୍ଚାୟତ ମଧ୍ୟ ଅନ୍ତର୍ଭୁକ୍ତ ଅଟେ । ସେଗୁଡ଼ିକ ହେଲା ଖୋର୍ଦ୍ଧା ପଞ୍ଚାୟତର:
- ଗଡ଼ହଳଦିଆ
- କେରାଙ୍ଗ
- ମାଳିପୁର
- ଟାଙ୍ଗିଆପଦା
- ପୂବୁସାହି ଏବଂ
- ନଳିପଡ଼ା-ଅର୍ଜୁନପୁର
ଭୁବନେଶ୍ୱର ପଞ୍ଚାୟତର ତିନୋଟି ଗ୍ରାମପଞ୍ଚାୟତର ନିମ୍ନୋକ୍ତ ଅଞ୍ଚଳ:
- ପ୍ରଧାନସାହି
- ଚନ୍ଦକା
- ଦାରୁଠେଁଙ୍ଗ
- ଅନ୍ଧାରୁଆ
- ପାଇକରାପୁର
- ମେଣ୍ଢାଶାଳ
- ଟମାଣ୍ଡୋ
- ନାନପୁତ
- କଣ୍ଟାବାଡ଼ ଏବଂ
- ପାତ୍ରପଡା [୪][୫]
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୭୪ ମସିହାରୁ ୨୦୧୯ ମଧ୍ୟରେ ମୋଟ ଏଗାରଟି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚିତ ବିଧାୟକଗଣ ହେଲେ: [୭][୮]
- ୨୦୨୪: (୧୧୫) ବିଭୂତି ଭୂଷଣ ବଳବନ୍ତରାୟ (ବିଜଦ)
- ୨୦୧୯: (୧୧୫) ସୁରେଶ କୁମାର ରାଉତରାୟ (କଂଗ୍ରେସ)
- ୨୦୧୪: (୧୧୫): ଭାଗିରଥି ବଡ଼ଜେନା (ବିଜେଡି)
- ୨୦୦୯: (୧୧୫): ବିଭୂତି ଭୂଷଣ ବଳବନ୍ତରାୟ (ବିଜେଡି)
- ୨୦୦୪: (୫୧): ଶରତ ଚନ୍ଦ୍ର ପାଇକରାୟ (ବିଜେଡି)
- ୨୦୦୦: (୫୧): ସୁରେଶ କୁମାର ରାଉତରାୟ (କଂଗ୍ରେସ)
- ୧୯୯୫: (୫୧): ସୁରେଶ କୁମାର ରାଉତରାୟ (କଂଗ୍ରେସ)
- ୧୯୯୦: (୫୧): ଶରତ ଚନ୍ଦ୍ର ପାଇକରାୟ (ଜନତା ଦଳ)
- ୧୯୮୫: (୫୧): ସୁରେଶ କୁମାର ରାଉତରାୟ (କଂଗ୍ରେସ)
- ୧୯୮୦: (୫୧): ସୁରେଶ କୁମାର ରାଉତରାୟ (କଂଗ୍ରେସ)
- ୧୯୭୭: (୫୧): ସୁରେଶ କୁମାର ରାଉତରାୟ (ଜନତା ପାର୍ଟି)
- ୧୯୭୪: (୫୧): ସତ୍ୟପ୍ରିୟ ମହାନ୍ତି (UTC)
ଆହୁରି ଦେଖନ୍ତୁ
[ସମ୍ପାଦନା]ଟିପ୍ପଣୀ
[ସମ୍ପାଦନା]- ↑ as on 1 January 2014
ଆଧାର
[ସମ୍ପାଦନା]- ↑ "CONSTITUENCY-WISE ELECTOR INFORMATION" (PDF). Election Commission of India. Retrieved 16 March 2014.
- ↑ "18 - Bhubaneswar Parliamentary (Lok Sabha) Constituency". Datanet India. Retrieved 25 April 2014.
- ↑ "Orissa Assembly Election 2009". empoweringindia.org. Archived from the original on 24 April 2014. Retrieved 22 April 2014.
Constituency: Jatni (115) District: Khordha
- ↑ Assembly Constituencies and their Extent
- ↑ Seats of Odisha
- ↑ "51 - Jatni Assembly Constituency". eci.nic.in. 2006. Retrieved 22 April 2014.
List Of Winning Candidates
- ↑ "Archived copy" (PDF). Archived from the original (PDF) on 2013-12-17. Retrieved 2014-02-20.
{{cite web}}
: CS1 maint: archived copy as title (link) - ↑ "Jatni Assembly Constituency, Orissa". Compare Infobase Limited. Retrieved 22 April 2014.