ବିଜୁ ଜନତା ଦଳ
ଦେଖଣା
(ବିଜଦରୁ ଲେଉଟି ଆସିଛି)

| ବିଜୁ ଜନତା ଦଳ | |
|---|---|
| ଅଧକ୍ଷ | ନବୀନ ପଟ୍ଟନାୟକ |
| ଗଠନ | ୨୬ ଡିସେମ୍ବର ୧୯୯୭ |
| ମୁଖ୍ୟ କାର୍ଯ୍ୟାଳୟ | 6R/3, ୟୁନିଟ୍-୬, ଫରେଷ୍ଟ୍ ପାର୍କ୍, ଭୁବନେଶ୍ୱର, ଓଡ଼ିଶା |
| ବିଚାରଧାରା | ଓଡ଼ିଆ ଜାତୀୟତା ଆଞ୍ଚଳିକତା ଧର୍ମ ନିରପେକ୍ଷତା |
| ରାଜନୈତିକ ଅବସ୍ଥାନ | କେନ୍ଦ୍ରବାଦୀ କେନ୍ଦ୍ର-ବାମ ପନ୍ଥୀ |
| ମେଣ୍ଟ | ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ.ଡି.ଏ.) (୧୯୯୮–୨୦୦୯) ତୃତୀୟ ସାମ୍ମୁଖ୍ୟ (୨୦୦୯) |
| ଲୋକସଭାରେ ଆସନ ସଂଖ୍ୟା | ୦ / ୫୪୩ |
| ରାଜ୍ୟସଭାରେ ଆସନ ସଂଖ୍ୟା | ୯ / ୨୪୫ |
| ସଂସଦରେ ଆସନ ସଂଖ୍ୟା | ୫୧ / ୧୪୭ ଓଡ଼ିଶା ବିଧାନ ସଭା |
| ୱେବସାଇଟ | |
| www.bjdodisha.org.in/ | |
ବିଜୁ ଜନତା ଦଳ ଏକ ଆଞ୍ଚଳିକ ରାଜନୈତିକ ଦଳ । ବର୍ତ୍ତମାନ ଓଡ଼ିଶା ବିଧାନ ସଭାରେ ଏହି ଦଳର ସର୍ବାଧିକ ବିଧାୟକ ଅଛନ୍ତି । ଏହି ଦଳ ୨୬ ଡିସେମ୍ବର ୧୯୯୭ରେ ଗଠନ କରାଯାଇଥିଲା ।
ବାହାର ଆଧାର
- http://www.bijujanatadal.net/ Archived 2012-06-16 at the Wayback Machine.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |