ଦକ୍ଷିଣ କୋଏଲ ନଦୀ
ଦେଖଣା
(South Koel Riverରୁ ଲେଉଟି ଆସିଛି)
| ଦକ୍ଷିଣ କୋଏଲ ନଦୀ | |
| River | |
ଦକ୍ଷିଣ କୋଏଲ ନଦୀ, ଜାରାଇକେଲା, ଓଡ଼ିଶା
| |
| ଦେଶ | ଭାରତ |
|---|---|
| ରାଜ୍ୟ | ଝାଡ଼ଖଣ୍ଡ, ଓଡ଼ିଶା |
| Tributaries | |
| - left | ଦକ୍ଷିଣ କାରୋ ନଦୀ |
| - right | ଉତ୍ତର କାରୋ ନଦୀ |
| City | ମନହରପୁର |
| Source | |
| - location | ରାଞ୍ଛି ପାଖରେ, ଛୋଟନାଗପୁର ମଳଭୂମି |
| Mouth | ବ୍ରାହ୍ମଣୀ ନଦୀ |
| - location | ବେଦବ୍ୟାସ,ରାଉରକେଲା,ଓଡ଼ିଶା |
| - coordinates | 22°14′45″N 84°47′02″E / 22.24583°N 84.78389°E |
ଦକ୍ଷିଣ କୋଏଲ ନଦୀ ବା କୋଏଲ ନଦୀ ଭାରତର ଝାଡ଼ଖଣ୍ଡ ଏବଂ ଓଡ଼ିଶା ରାଜ୍ୟ ଭିତର ଦେଇକି ପ୍ରବାହିତ ହେଉଅଛି । ଏହି ନଦୀର ଉତ୍ପତ୍ତି ଛୋଟନାଗପୁର ମାଳଭୂମିରେ ରାଞ୍ଚି ନିକଟବର୍ତ୍ତୀ ଅଞ୍ଚଳରେ ହୋଇଛି। ଏହି ନଦୀର ମୁଖ୍ୟ ଉପନଦୀଗୁଡ଼ିକ ହେଲେ ଦକ୍ଷିଣ କାରୋ ନଦୀ ଏବଂ ଉତ୍ତର କାରୋ ନଦୀ[୧]। କୋଏଲ ନଦୀ ପାନପୋଷ, ଓଡ଼ିଶାରେ ଶଙ୍ଖ ନଦୀ ସହିତ ମିଳିତ ହୋଇ ବ୍ରାହ୍ମଣୀ ନଦୀ ଗଠନ ହୋଇଥାଏ ।