ଶକୁନ୍ତଳା ବଳିଆରସିଂହ
ଦେଖଣା
(Sakuntala Baliarsinghରୁ ଲେଉଟି ଆସିଛି)
ଶକୁନ୍ତଳା ବଳିଆରସିଂହ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ନରଣଗଡ଼, ଖୋର୍ଦ୍ଧା ଜିଲ୍ଲା | ୧୮ ଫେବୃଆରୀ ୧୯୪୮
ବୃତ୍ତି | ଅଧ୍ୟାପନା |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର, ପିଏଚଡି |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି | କାବେରୀ ଭଳି ଝିଅଟିଏ, ପୁଣି ସେ ଫେରିନି |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ୨୦୧୫ (ଅନୁବାଦ) |
ଜୀବନସାଥୀ | ଡା. ସୁଧାକର ସାମନ୍ତସିଂହାର |
ସମ୍ପର୍କୀୟ | ଡା. ବେଣୁଧର ବଳିଆରସିଂହ (ବାପା) ସୁଲୋଚନା ବଳିୟାର ସିଂହ (ମାଆ)[୧] |
ଦସ୍ତଖତ |
ଶକୁନ୍ତଳା ବଳିୟାରସିଂହ (ଜନ୍ମ ୧୮ ଫେବୃଆରୀ ୧୯୪୮)[୨]କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ (ଅନୁବାଦ), ୨୦୧୫ ନିମନ୍ତେ ମନୋନୀତ ଜଣେ ଓଡ଼ିଆ ଅନୁବାଦକ ଓ ସାହିତ୍ୟିକ । ୩୭ ବର୍ଷ ଧରି ଅଧ୍ୟାପନା କ୍ଷେତ୍ରରେ ସକ୍ରିୟ ରହିବା ସହ ସେ ରାଜଧାନୀ ମହାବିଦ୍ୟାଳୟର ଅଧ୍ୟକ୍ଷା[୩] ରୂପରେ ୨୦୦୬ରେ ଅବସର ଗ୍ରହଣ କରିଥିଲେ ।
ରଚନାବଳୀ
[ସମ୍ପାଦନା]- ସାହିତ୍ୟରେ ଜାତୀୟବାଦୀ ଚେତନା, ୧୯୮୫
- କାଣ୍ଡିଡ, ୧୯୯୮
- ପରାଜିତ ନାୟକ, ୧୯୯୨
- ମୋପାସାଁଙ୍କ ଅନନ୍ୟ ଗଳ୍ପ, ୧୯୯୩
- କାଷ୍ଟରବ୍ରିଜର ମେୟର, ୧୯୯୩
- ସ୍ୱୟଂସିଦ୍ଧା, ୧୯୯୫
- ବିଭ୍ରଂଶ, ୧୯୯୭
- ଆଜାଦି, ୨୦୦୨
- ଇଡିୟଟ, ୧୯୯୪
- ପାକିସ୍ତାନକୁ ଟ୍ରେନ, ୨୦୧୫
- ବିଶ୍ରାମପୁରର ସନ୍ଥ, ୨୦୦୯
- ପୁଣି ସେ ଫେରିନି, ୨୦୦୯
- ୧୭ ରାନାଡ଼େ ରୋଡ଼
- ରୋମାଞ୍ଚ କାହାଣୀ
- ବିପନ୍ନ ନାବିକ
- ଅଜ୍ଞାତବାସର ଇତିକଥା, ୨୦୧୪
- କଳଙ୍କିତ ଜ୍ୟୋତ୍ସ୍ନା
- ଭିନ୍ନ ମାଟି ଭିନ୍ନ ଆକାଶ (ଭ୍ରମଣ କାହାଣୀ)
- ଇଶ୍ୱରଙ୍କ ଅପେକ୍ଷାରେ
- ଟ୍ରୟର ନାରୀ
- କେନ୍ଦ୍ରହରା
- ରାଗରେ ଫେରିଚାହାଁ
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୨୦୧୫[୪]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୨୦୦୯[୫][୬]
- ଉତ୍କଳ ସାହିତ୍ୟ ସମାଜ ପ୍ରଫୁଲ୍ଲ ଅନୁବାଦ ସମ୍ମାନ, ୨୦୦୨
- ଆଦିକବି ଲିଟରେଚର ପୁରସ୍କାର, ୨୦୦୨
- ଉତ୍କଳ ଭାରତୀ କୁନ୍ତଳା କୁମାରୀ ପୁରସ୍କାର[୭]
ଆଧାର
[ସମ୍ପାଦନା]- ↑ "Dharitri E-Paper". Retrieved 20 February 2016.
- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 95–. ISBN 978-81-260-0873-5.
- ↑ "NRO sparks Oriya brethren spirit". The Times of India. Retrieved 20 February 2016.
- ↑ "Sahitya Akademi Announces Winners of Translation Prize". www.outlookindia.com/. Retrieved 20 February 2016.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 9 October 2017.
- ↑ "Odia litterateur Sakuntala Baliarsingh to be conferred Sahitya Akademi Award". Archived from the original on 19 February 2016. Retrieved 20 February 2016.
- ↑ "Odisha story-teller Sakuntala Panda to receive Utkal Bharati award". OdishaSunTimes.com. Retrieved 20 February 2016.