ପୌଷ
ଦେଖଣା
(Paushaରୁ ଲେଉଟି ଆସିଛି)
ପୁଷ୍ୟା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ପୌଷ ବା ପୁଷ ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ ମାର୍ଗଶିର ଓ ପରବର୍ତ୍ତୀ ମାସ ମାଘ । ପୌଷ ଓ ଏହାର ପରବର୍ତ୍ତୀ ମାସ ମାଘ ଶୀତ ଋତୁ । ଏହା ଓଡ଼ିଆ ହିନ୍ଦୁମାନଙ୍କର ନବମ ଚାନ୍ଦ୍ରମାନ ମାସ। ଏଇ ମାସରେ ଯିଏ ମରିଥିବ, ସିଏ ତାଙ୍କ ସମ୍ପର୍କୀୟଙ୍କୁ ଭୂତ ହେଇ ହଇରାଣ କରିବ। ଏଇ ମାସରେ ବାହାଘର, ବ୍ରତଘର, ବାଣିଜ୍ୟ, ଗୃହ ପ୍ରତିଷ୍ଠା ଆଦି ଶୁଭକାର୍ଯ୍ୟ ଭାଙ୍ଗିଯାଏ।
ପର୍ବପର୍ବାଣି
[ସମ୍ପାଦନା]- କୃଷ୍ଣ ଦ୍ୱିତୀୟା: ବାଟ ଓଷା ବା ଦାଣ୍ଡ ପହଁରା ଓଷା
- ଅମାବାସ୍ୟା: ବଉଳ ଅମାବାସ୍ୟା
- ଶୁକ୍ଳ ଦଶମୀ: ଶାମ୍ବ ଦଶମୀ
- ଶୁକ୍ଳ ଏକାଦଶୀ: ପୌଷ ପୁତ୍ରଦା ଏକାଦଶୀ
- ପୂର୍ଣ୍ଣିମା: ପୌଷ ପୂର୍ଣ୍ଣିମା, ପୁଷ୍ୟାଭିଷେକ ପୂର୍ଣ୍ଣିମା
ଆଧାର
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |