Jump to content

ବିନିକେଇ

ଉଇକିପିଡ଼ିଆ‌ରୁ
୧୭:୫୨, ୧୫ ଡିସେମ୍ବର ୨୦୧୨ ବେଳେ Aditya Mahar (ଆଲୋଚନା | ଅବଦାନ) (ବିନିକେଇ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ବିନିକେୟୀ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡସ୍ଥିତ ଏକ ପ୍ରାକୃତିକ ମନୋହର ପର୍ଯ୍ୟଟନ ସ୍ଥଳୀ । ଏହା ମହାନଦୀ କୂଳ ରେ ଅବସ୍ତିତ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଯୋଗୁଁ ଏଠାରେ ବାରମାସ ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ । ଏଠାରେ ମା’ ବିନିକେୟୀ ପୂଜା ପାଉଛନ୍ତି । ଦୋଳ ପୂର୍ଣ୍ଣିମାର ଆଠଦିନ ଅର୍ଥାତ ଆଠଦୋଳ ଠାରୁ ତିନିଦିନ ପର୍ଯ୍ୟନ୍ତ ଏଠାରେ ମା’ ବିନିକେୟୀଙ୍କର ପ୍ରସିଦ୍ଧ ବିନିକେୟୀ ଯାତ୍ରା ଅନୁଷ୍ଠିତ ହୁଏ ।

ପୌରାଣିକ

ମନ୍ଦିର

ଆଧାର