ନାଗାଲ୍ୟାଣ୍ଡ
ନାଗାଲ୍ୟାଣ୍ଡ | |||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଉପର ଆଡୁ: କୋହିମାକୁ ରାସ୍ତା, କାପାମୋଦ୍ଜୁ ଶିଖର, ଫେକ୍ ଜିଲ୍ଲା, ଧନେଶ ପର୍ବ | |||||||||||||||||||||
| |||||||||||||||||||||
Motto(s): ଏକତା | |||||||||||||||||||||
![]() Location of ନାଗାଲ୍ୟାଣ୍ଡ (red) in ଭାରତ (dark grey) | |||||||||||||||||||||
ଅବସ୍ଥାନ (କୋହିମା): 25°40′N 94°07′E / 25.67°N 94.12°ECoordinates: 25°40′N 94°07′E / 25.67°N 94.12°E | |||||||||||||||||||||
ଦେଶ | ![]() | ||||||||||||||||||||
ଗଠନ | ୧୯୬୩ ମସିହା ଡିସେମ୍ବର ମାସ ପ୍ରଥମ ଦିବସ† | ||||||||||||||||||||
ରାଜଧାନୀ | କୋହିମା | ||||||||||||||||||||
ବୃହତ୍ତମ ସହର | ଦିମାପୁର | ||||||||||||||||||||
ଜିଲ୍ଲା | ୧୨ | ||||||||||||||||||||
ସରକାର | |||||||||||||||||||||
• ରାଜ୍ଯପାଳ | ଆର୍. ଏନ୍. ରଭି[୧] | ||||||||||||||||||||
• ମୁଖ୍ଯମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ | ନେଇଫିଉ ରିଓ (ରପ୍ରପ୍ରଦ)[୨] and ୟାନ୍ଥୁଙ୍ଗୋ ପାତ୍ତୋନ (ଭାଜପା)[୩] | ||||||||||||||||||||
• ବିଧାୟିକା | ଏକସଦନୀୟ (୬୦ ଆସନ) | ||||||||||||||||||||
• ସଂସଦୀୟ ନିର୍ବାଚନ ମଣ୍ଡଳୀ | ରାଜ୍ୟ ସଭା ୧ ଲୋକ ସଭା ୧ | ||||||||||||||||||||
• ଉଚ୍ଚ ନ୍ୟାୟାଳୟ | ଗୁଆହାଟି ଉଚ୍ଚ ନ୍ୟାୟାଳୟ - କୋହିମା ଖଣ୍ଡପୀଠ | ||||||||||||||||||||
କ୍ଷେତ୍ରଫଳ | |||||||||||||||||||||
• ମୋଟ | 16,579 km2 (6,401 sq mi) | ||||||||||||||||||||
କ୍ଷେତ୍ରଫଳ କ୍ରମାଙ୍କ | ୨୬ତମ | ||||||||||||||||||||
ସର୍ବାଧିକ ଉଚ୍ଚତା | 3,826 m (12,552 ft) | ||||||||||||||||||||
ଜନସଂଖ୍ୟା (୨୦୧୧) | |||||||||||||||||||||
• ମୋଟ | ୧୯,୮୦,୬୦୨ | ||||||||||||||||||||
• କ୍ରମାଙ୍କ | ୨୫ତମ | ||||||||||||||||||||
• ଘନତା | 119/km2 (310/sq mi) | ||||||||||||||||||||
ସମୟ ମଣ୍ଡଳ | UTC+୦୫:୩୦ (ଭାମାସ) | ||||||||||||||||||||
ପିନ କୋଡ଼ | ୭୯୭୦୦୧ - ୭୯୮୬୨୭[୫] | ||||||||||||||||||||
ISO 3166 code | IN-NL | ||||||||||||||||||||
ମାବିସୂ | ![]() | ||||||||||||||||||||
ମାବିସୂ କ୍ରମ | ୨୦ତମ (୨୦୧୭) | ||||||||||||||||||||
ସାକ୍ଷରତା | ୮୦.୧୧% (୧୫ତମ) | ||||||||||||||||||||
ଆଧିକାରିକ ଭାଷା | ଇଂରାଜୀ[୬] | ||||||||||||||||||||
ୱେବସାଇଟ | nagaland.gov.in/ | ||||||||||||||||||||
| |||||||||||||||||||||
^† ନାଗାଲାଣ୍ଡ ରାଜ୍ୟ ଅଧିନିୟମ, ୧୯୬୨, ଅଧିନରେ ଆସାମ ରାଜ୍ୟର ବିଭାଜନ ଦ୍ବାରା ଏହି ରାଜ୍ୟର ସ୍ଥାପନ କରାଯାଇଥିଲା । |
ନାଗାଲାଣ୍ଡ, ଭାରତର ଉତ୍ତରପୂର୍ବରେସ୍ଥିତ ଏକ ରାଜ୍ୟ । ଏହାର ଉତ୍ତରରେ ଅରୁଣାଚଳ ପ୍ରଦେଶ, ପଶ୍ଚିମରେ ଆସାମ, ଦକ୍ଷିଣରେ ମଣିପୁର ଏବଂ ପୂର୍ବରେ ମିଆଁମାରର ସାଗାଇଂ ଅଞ୍ଚଳ ଅବସ୍ଥିତ । ନାଗାଲାଣ୍ଡର ରାଜଧାନୀ କୋହିମା ଏବଂ୦ଟ ଏହାର ବୃହତ୍ତମ ସହର ଦିମାପୁର । ଏହାର କ୍ଷେତ୍ରଫଳ ୧୬,୫୭୯ ବର୍ଗ କିମି ଏବଂ ଜନସଂଖ୍ୟା ୧୯,୮୦,୬୦୨ (୨୦୧୧ ଜନଗଣନା, ଭାରତ ଅନୁସାରେ) ।[୮]
୧୯୬୩ ମସିହା ଡିସେମ୍ବର ମାସ ପ୍ରଥମ ଦିବସରେ ନାଗାଲାଣ୍ଡ, ଭାରତର ୧୬ତମ ରାଜ୍ଯରେ ପରିଣତ ହେଲା । ୧୯୫୦ ମସିହାରୁ ରାଜ୍ୟରେ ବିଦ୍ରୋହ ଏବଂ ଅନ୍ତର୍ଜାତୀୟ କଳହ ଦେଖାଦେଇଛି । ହିଂସା ଓ ଅସୁରକ୍ଷାର ବାତାବରଣ ନାଗାଲାଣ୍ଡର ଅର୍ଥନୀତିର ବିକାଶରେ ବାଧା ଉତ୍ପନ୍ନ କରିଛି ।[୯][୧୦]
ରାଜ୍ଯ ଅର୍ଥନୀତିର ୭୦ ଭାଗ କୃଷିକାର୍ଯ୍ୟ ଉପରେ ପରିବେଷ୍ଟିତ । ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସବୁ ହେଲା - ବାନିକୀ, ପର୍ଯ୍ୟଟନ, ବୀମା, ଅଚଳ ସମ୍ପତ୍ତି ଏବଂ ବିବିଧ କୁଟୀର ଶୀଳ୍ପ ।
ଇତିହାସ[ସମ୍ପାଦନା]
ପ୍ରାଚୀନତା[ସମ୍ପାଦନା]
ନାଗାମାନଙ୍କର ପ୍ରଚୀନ ଇତିହାସ ସ୍ପଷ୍ଟରୂପେ ମିଳିପାରି ନାହିଁ । ବିଭିନ୍ନ ଜାତିଗୁଡ଼ିକ ବିଭିନ୍ନ ସମୟରେ ଉତ୍ତରପୂର୍ବ ଭାରତକୁ ପ୍ରବ୍ରଜନ କରି ନିଜ ନିଜର ସ୍ୱତନ୍ତ୍ର ପର୍ବତ, ଗ୍ରାମ ଅଧିକାର ସ୍ଥାପନ କଲେ । ତାଙ୍କର ଉତ୍ପତ୍ତିର କୌଣସି ଠୋସ ପ୍ରମାଣ ନାହିଁ । ସେମାନେ ହୁଏତ ଉତ୍ତରୀୟ ମଙ୍ଗୋଲିଆ ଅଞ୍ଚଳ କିମ୍ବା ଦକ୍ଷିଣପୂର୍ବ ଏସିଆ କିମ୍ବା ଦକ୍ଷିଣପଶ୍ଚିମ ଚୀନଠାରୁ ଆସିଥାଇପାରନ୍ତି । କିନ୍ତୁ ତାଙ୍କର ମୂଳ, ପୂର୍ବ ଭାରତରେ ଥାଇପାରେ ବୋଲି କେତେକ ସୂଚନା ମିଳିଛି । ଐତିହାସିକ ତଥ୍ୟାନୁସାରେ, ବର୍ତ୍ତମାନର ନାଗାମାନେ ୧୨୨୮ ଖ୍ରୀଷ୍ଟାବ୍ଦରେ ଆହମୀଆମାନଙ୍କ ଆଗମନର ବହୁପୂର୍ବରୁ ଆସିସାରିଥିଲେ ।[୯][୧୧]
ଭୂଗୋଳ[ସମ୍ପାଦନା]
ନାଗାଲାଣ୍ଡ ଏକ ପାର୍ବତ୍ୟାଞ୍ଚଳ । ନାଗା ପାହାଡ଼ମାନ ଆସାମର ବ୍ରହ୍ମପୂତ୍ର ଉପତ୍ୟକାରୁ ୨୦୦୦ ଫୁଟ୍ ପର୍ଯ୍ୟନ୍ତ ଉଚ୍ଚ ଅଟନ୍ତି ଏବଂ ଦକ୍ଷିଣପୂର୍ବ ଆଡକୁ ଆହୁରି ୬୦୦୦ ଫୁଟ୍ ଅଧିକ ଉଚ୍ଚ ଥାଇପାରନ୍ତି । ସରମତି ପର୍ବତ, ୧୨,୬୦୨ ଫୁଟ୍ ସହ ରାଜ୍ଯର ଉଚ୍ଚତମ ପର୍ବତଶୃଙ୍ଗ ; ଏହିଠାରେ ନାଗା ପାହାଡ଼ମାନ ପାତ୍କାଇ ପର୍ବତମାଳା ସହ ମିଶିଛି ଏବଂ ମିଆଁମାର ସହ ସୀମା ନିର୍ଦ୍ଧାରଣ କରୁଅଛି ।[୧୨]
ଭାଷା ଓ ସାହିତ୍ୟ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ Singh, Vijaita (22 July 2019). "Naga issue: posting of interlocutor as Nagaland Governor unlikely to affect peace talks". The Hindu (in Indian English). Retrieved 23 July 2019.
- ↑ "Neiphiu Rio sworn in as Nagaland Chief Minister, becomes 1st Nagaland leader to take oath outside Raj Bhavan". The New Indian Express. 8 March 2018. Archived from the original on 8 March 2018. Retrieved 8 March 2018.
- ↑ "BJP to get deputy CM post in Nagaland". Times of India. 6 March 2018. Archived from the original on 6 March 2018. Retrieved 6 March 2018.
- ↑ "Mt. Saramati". kiphire.nic.in. Retrieved 13 August 2019.
- ↑ Department of Posts, Ministry of Communications, Government of India (16 March 2017). "Village/Locality based Pin mapping as on 16th March 2017". data.gov.in. Archived from the original on 11 April 2019. Retrieved 24 June 2018.
{{cite web}}
: CS1 maint: multiple names: authors list (link) - ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;langoff
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "State Fishes of India" (PDF). National Fisheries Development Board, Government of India. Retrieved 25 December 2020.
- ↑ Census of India 2011 Archived 7 February 2013 at the Wayback Machine. Govt of India
- ↑ ୯.୦ ୯.୧ Charles Chasie (2005), Nagaland in Transition Archived 1 May 2016 at the Wayback Machine., India International Centre Quarterly, Vol. 32, No. 2/3, Where the Sun Rises When Shadows Fall: The North-east (Monsoon-Winter 2005), pp. 253-264
- ↑ Charles Chasie, Nagaland Archived 19 February 2014 at the Wayback Machine., Institute of Developing Economies (2008)
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;undp
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Geography of Nagaland". Archived from the original on 28 October 2014. Retrieved 1 November 2014.
ଅଧିକ ତଥ୍ୟ[ସମ୍ପାଦନା]


- Official website
- State Portal of the Government of Nagaland
- Department of IT & Technical Education
- Department of Forest, Ecology, Environment and Wildlife
- Department of Horticulture
- Nagaland - Journey Through The Choir Of Clouds (Documentary)
- Naga people social media site
- A photojournalist in Nagaland
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |