Jump to content

ବେହେରା

ବେହେରା
  ଗ୍ରାମ  
ବେହେରା
ବେହେରାର ଅବସ୍ଥାନ
ଓଡ଼ିଶାରେ ଭାରତ
ଦିଗବାରେଣି 19°44′56.094″N 82°41′2.832″E / 19.74891500°N 82.68412000°E / 19.74891500; 82.68412000
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ କଳାହାଣ୍ଡି
ଲୋକସଂଖ୍ୟା ୬,୯୪୮ (2011[[Category:Articles containing potentially dated statements from ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ ""]])
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା


262 metres (860 ft)

ପାଦଟୀକା
  • ଦଣ୍ଡପାଟ ମାଟି

ବେହେରା ଧର୍ମଗଡ ବ୍ଲକ ଅନ୍ତର୍ଗତ ଏକ ଗ୍ରାମ ଏବଂ ଗ୍ରାମ ପଞ୍ଚାୟତ । [] ଏହା ଦଣ୍ଡପାଟ ଅଞ୍ଚଳର ପ୍ରମୁଖ ସ୍ଥାନ ।

ଜନସଂଖ୍ୟା

[ସମ୍ପାଦନା]

2011 ଜନଗଣନା ଅନୁସାରେ,ବେହେରାର ଜନସଂଖ୍ୟା ହେଉଛି 5416 ଜଣ । ପୁରୁଷଙ୍କ ସଂଖ୍ୟା 2747 ଜଣ ଓ ମହିଳାଙ୍କ ସଂଖ୍ୟା 2669 ଜଣ ।[]

ସ୍ଥାନୀୟ ଭାଷା ହେଉଛି ଓଡ଼ିଆ ଭାଷା ସରକାରୀ କାର୍ଯ୍ୟରେ ବ୍ୟବହୃତ ହୁଏ ।[][]

ଗ୍ୟାଲେରି

[ସମ୍ପାଦନା]
  1. http://www.onefivenine.com/india/villages/Kalahandi/Dharamagarh/Behera
  2. https://www.censusindia.co.in/villages/behera-population-kalahandi-odisha-424003[permanent dead link]
  3. "ଆର୍କାଇଭ୍ କପି". Archived from the original on 2018-07-09. Retrieved 2019-01-25. {{cite web}}: Cite has empty unknown parameter: |1= (help)
  4. https://timesofindia.indiatimes.com/city/bhubaneswar/Odisha-Govt-implements-Official-Language-Rules-2016/articleshow/53674018.cms