ଡୋକରୀଚଞ୍ଚରା
(ଡୋକରୀଚଂଚରାରୁ ଲେଉଟି ଆସିଛି)
![]() | |
ଅବସ୍ଥାନ | ଖଲିଗଡ,କୋକସରା,ଓଡ଼ିଶା |
---|---|
ଦିଗବାରେଣି | 19°37′13.6″N 82°32′59.4″E / 19.620444°N 82.549833°E |
ଉଠାଣ | 150 ft (46 m) |
ପ୍ରକାର | ଗଡାଣିଆ,ବାରମାସୀ |
ଉଚ୍ଚତା | 100 ft (30 m) |
ଦୀର୍ଘତମ ଖାଲର ଉଚ୍ଚତା | 130 ft (40 m) |
ହାରାହାରି ଗତି ହାର | 50 cu ft/s (1.4 m3/s) |
ଝରଣା | ବେହେରା ଡ୍ୟାମ |
ଡୋକରୀଚଞ୍ଚରା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକରେ ଅବସ୍ଥିତ ଏକ ଦର୍ଶନୀୟ ସ୍ଥାନ ।[୧][୨][୩]
ପର୍ଯ୍ୟଟନ[ସମ୍ପାଦନା]
ଭଏଁରାଘୁମର ଓ ଡୋକରୀଦର ନାମକ ଦୁଇଟି ପ୍ରମୁଖ ଜଳପ୍ରପାତ ଡୋକରୀଚଞ୍ଚରା ଅବସ୍ଥିତ । ଏହା ବ୍ୟତୀତ ପାଖରେ ଗୁଡ଼ହାଣ୍ଡି ଓ ଏକ ରାମ ମନ୍ଦିର ମଧ୍ୟ ରହିଛି । ପ୍ରତି ବର୍ଷ ଏହି ସ୍ଥାନରେ ରାମ ନବମୀ ନଅ ଦିନ ପାଇଁ ପାଳନ କରାଯାଏ । ଏହି ସମୟରେ ଓଡ଼ିଶା ସମେତ ପାଖ ରାଜ୍ୟର ଲୋକେ ଏହି ପର୍ବ ଓ ସ୍ଥାନକୁ ଉପଭୋଗ କରିବା ପାଇଁ ଆସିଥାନ୍ତି ।[୪]
ଦୃଶ୍ୟଗୁଡିକ[ସମ୍ପାଦନା]
ଡୋକରୀଚଞ୍ଚରା ଜଳପ୍ରପାତ[ସମ୍ପାଦନା]
ରାମ ନବମୀ[ସମ୍ପାଦନା]
ଜୀବନ ଯାପନ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ https://kalahandi.nic.in/places-of-interest/
- ↑ http://sambad.in/special/kalahandi-guda-dokarichanchara-picnic-spot-114320/
- ↑ http://kanaknews.com/kalahandi-guda-dokarichanchara-picnic-spot/
- ↑ http://www.newindianexpress.com/states/odisha/2018/mar/26/ram-navami-celebrated-with-fervour-in-odisha-1792622.html