ନଡ଼ିଆବରାଇ

ଉଇକିପିଡ଼ିଆ ରୁ
(ନଡିଆବରାଇ ରୁ ଲେଉଟି ଆସିଛି)
Jump to navigation Jump to search
ମାହାଳ
ଗାଁ
ମାହାଳ is located in ଓଡ଼ିଶା
ମାହାଳ
ମାହାଳ
ଓଡ଼ିଶାରେ ଅବସ୍ଥାନ
ଅବସ୍ଥିତି: 20°23′56.64″N 86°21′5.15″E / 20.3990667°N 86.3514306°E / 20.3990667; 86.3514306Coordinates: 20°23′56.64″N 86°21′5.15″E / 20.3990667°N 86.3514306°E / 20.3990667; 86.3514306
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକେନ୍ଦ୍ରାପଡ଼ା ଜିଲ୍ଲା
ପଞ୍ଚାୟତ ସମିତିକେନ୍ଦ୍ରାପଡ଼ା
ଗ୍ରାମ ପଞ୍ଚାୟତଗଦରପୁର
ତହସିଲକେନ୍ଦ୍ରାପଡ଼ା
IST (+୫.୩୦)
ପିନ କୋଡ଼୭୫୪୧୫୩
Area code(s)+୦୬୭୨୭
ଗାଡ଼ି ପଞ୍ଜିକରଣOD/21

ନଡିଆବରାଇ, ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀଅନ୍ତର୍ଗତ[୧]

ଗମନାଗମନ[ସମ୍ପାଦନା]

ଏହା ଜିଲ୍ଲାର ସଦର ମହକୁମା କେନ୍ଦ୍ରାପଡ଼ା ଠାରୁ ୧୮ କି.ମି. ଦୂରରେ ଅବସ୍ଥିତ ।


ଶିକ୍ଷା[ସମ୍ପାଦନା]

ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।


ସଂସ୍କୃତି[ସମ୍ପାଦନା]

ଏହି ଗ୍ରାମରେ ସମସ୍ତ ହିନ୍ଦୁ ପର୍ବ ପର୍ବାଣି ପାଳନ କରାଯାଏ


ଆଧାର[ସମ୍ପାଦନା]