ଚଢ଼ିଆପଲ୍ଲୀ
ଦେଖଣା
ଚଢ଼ିଆପଲ୍ଲୀ | |
|---|---|
ଗ୍ରାମ | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ଗଞ୍ଜାମ |
| ପଞ୍ଚାୟତ ସମିତି | ଆସିକା |
| ଗ୍ରାମ ପଞ୍ଚାୟତ | ଚଢ଼ିଆପଲ୍ଲୀ |
| ତହସିଲ | ଆସିକା |
| Time zone | IST (+୫.୩୦) |
| ଡାକ କୋଡ଼ | ୭୬୧୧୧୫[୧] |
| Area code | +୦୬୮୨୨ |
| ଯାନବାହାନ ପଞ୍ଚୀକରଣ | OD/32 |
ଚଢ଼ିଆପଲ୍ଲୀ (English: chadheyapalli) ଗ୍ରାମ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ଗମନାଗମନ
[ସମ୍ପାଦନା]ଶିକ୍ଷା
[ସମ୍ପାଦନା]ଗ୍ରାମରେ ବାଉରିବନ୍ଧୁ ନାମରେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ଦୁଇଟି ପ୍ରାଥମିକ ବିଦ୍ୟାଳୟ ଅଛି । ନିକଟତମ ମହାବିଦ୍ୟାଳୟ ଗ୍ରାମ ଠୁ ୪ କି.ମି ଦୁରରେ ଅବସ୍ଥିତ ।
ସଂସ୍କୃତି
[ସମ୍ପାଦନା]ଏହି ଗାଆଁଠାରୁ ଅଳ୍ପ ଦୂରରେ କପିଳେଶ୍ୱର ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ପଣା ସଂକ୍ରାନ୍ତି ପାଳିତ ହୋଇଥାଏ ।