କର୍ଣ୍ଣଦାଣ୍ଡି
ଦେଖଣା
କର୍ଣ୍ଣଦାଣ୍ଡି | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଯାଜପୁର |
ପଞ୍ଚାୟତ ସମିତି | ଦଶରଥପୁର |
ଗ୍ରାମ ପଞ୍ଚାୟତ | ମଙ୍ଗଳପୁର |
ଭାଷା | ଓଡ଼ିଆ, ଇଂରାଜୀ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୫ ୦୧୧[୧] |
Area code | +୦୬୭୨୮ |
ଯାନବାହାନ ପଞ୍ଚୀକରଣ | OR/04 |
କର୍ଣ୍ଣଦାଣ୍ଡି ଓଡ଼ିଶାର ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଥାନା ଅଧୀନରେ ଥିବା ଏକ ଗାଆଁ ।
ଗମନାଗମନ
[ସମ୍ପାଦନା]ଏହା ମଙ୍ଗଳପୁର ନିକଟରେ ଅବସ୍ଥିତ । ଏହା ଯାଜପୁରଠାରୁ ୨୦ କି.ମି. ଦୂରରେ ଅବସ୍ଥିତ ।
ବିଶେଷତା
[ସମ୍ପାଦନା]ଶିକ୍ଷା
[ସମ୍ପାଦନା]ବିଦ୍ୟାଳୟ
[ସମ୍ପାଦନା]ଏହି ଗ୍ରାମରେ 'ବାବା କାର୍ତ୍ତିକେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ' ବିଦ୍ୟାଳୟ ଅଛି ।
ପର୍ଯ୍ୟଟନ
[ସମ୍ପାଦନା]ଏହି ଗାଆଁରେ ଗ୍ରାମଦେବତୀ ମା' କର୍ଣ୍ଣକେଶ୍ୱରୀ ଓ ମା' ନେବାଶୁଣିଙ୍କ ମନ୍ଦିର, ନାଗେଶ୍ୱର ଶିବ ମନ୍ଦିର, ତାରିଣୀ ମନ୍ଦିର, ରାମ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ମଙ୍ଗଳା ମନ୍ଦିର, ଶିବପାର୍ବତୀ ମନ୍ଦିର, କାର୍ତ୍ତିକେଶ୍ୱର ମନ୍ଦିର ସହ ହନୁମାନ ବାଟିକା ଅଛି । ଏଠାରେ ପ୍ରତିବର୍ଷ ବିଛା ସଂକ୍ରାନ୍ତି ବେଳେ ୯ଦିନ ବ୍ୟାପି ବାବା କାର୍ତ୍ତିକେଶ୍ୱରଙ୍କ ପୂଜା ଓ ଯାତ୍ରା ଅନୁଷ୍ଠିତ ହୋଇଥାଏ ।
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]![]() | ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |