କର୍ଣ୍ଣଦାଣ୍ଡି

ଉଇକିପିଡ଼ିଆ ରୁ
Jump to navigation Jump to search
କର୍ଣ୍ଣଦାଣ୍ଡି
ଗାଁ
କର୍ଣ୍ଣଦାଣ୍ଡି is located in ଓଡ଼ିଶା
କର୍ଣ୍ଣଦାଣ୍ଡି
କର୍ଣ୍ଣଦାଣ୍ଡି
ଓଡ଼ିଶାରେ ଅବସ୍ଥାନ
ଅବସ୍ଥିତି: 20°49′N 86°31′E / 20.817°N 86.517°E / 20.817; 86.517Coordinates: 20°49′N 86°31′E / 20.817°N 86.517°E / 20.817; 86.517
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଯାଜପୁର
ପଞ୍ଚାୟତ ସମିତିଦଶରଥପୁର
ଗ୍ରାମ ପଞ୍ଚାୟତମଙ୍ଗଳପୁର
ଭାଷାଓଡ଼ିଆ, ଇଂରାଜୀ
IST (+୫.୩୦)
ପିନ କୋଡ଼୭୫୫ ୦୧୧[୧]
Area code(s)+୦୬୭୨୮
ଗାଡ଼ି ପଞ୍ଜିକରଣOR/04

କର୍ଣ୍ଣଦାଣ୍ଡି ଓଡ଼ିଶାର ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଥାନା ଅଧୀନରେ ଥିବା ଏକ ଗାଆଁ ।

ଗମନାଗମନ[ସମ୍ପାଦନା]

ଏହା ମଙ୍ଗଳପୁର ନିକଟରେ ଅବସ୍ଥିତ । ଏହା ଯାଜପୁରଠାରୁ ୨୦ କି.ମି. ଦୂରରେ ଅବସ୍ଥିତ ।

ବିଶେଷତା[ସମ୍ପାଦନା]

ଶିକ୍ଷା[ସମ୍ପାଦନା]

ବିଦ୍ୟାଳୟ[ସମ୍ପାଦନା]

ଏହି ଗ୍ରାମରେ 'ବାବା କାର୍ତ୍ତିକେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ' ବିଦ୍ୟାଳୟ ଅଛି ।

ପର୍ଯ୍ୟଟନ[ସମ୍ପାଦନା]

ଏହି ଗାଆଁରେ ଗ୍ରାମଦେବତୀ ମା' କର୍ଣ୍ଣକେଶ୍ୱରୀ ଓ ମା' ନେବାଶୁଣିଙ୍କ ମନ୍ଦିର, ନାଗେଶ୍ୱର ଶିବ ମନ୍ଦିର, ତାରିଣୀ ମନ୍ଦିର, ରାମ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ମଙ୍ଗଳା ମନ୍ଦିର, ଶିବପାର୍ବତୀ ମନ୍ଦିର, କାର୍ତ୍ତିକେଶ୍ୱର ମନ୍ଦିର ସହ ହନୁମାନ ବାଟିକା ଅଛି । ଏଠାରେ ପ୍ରତିବର୍ଷ ବିଛା ସଂକ୍ରାନ୍ତି ବେଳେ ୯ଦିନ ବ୍ୟାପି ବାବା କାର୍ତ୍ତିକେଶ୍ୱରଙ୍କ ପୂଜା ଓ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]