ମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ମହାକାଳପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୧୮,୩୫୪ |
ଜିଲ୍ଲା: | କେନ୍ଦ୍ରାପଡ଼ା |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କେନ୍ଦ୍ରାପଡ଼ା |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ମହାକାଳପଡ଼ା (କ୍ରମିକ ସଂଖ୍ୟା: ୧୦୦) କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ମହାକାଳପଡ଼ା ବ୍ଳକ ଓ ମାର୍ଶାଘାଇ ବ୍ଳକର କିଛି ଅଞ୍ଚଳ ।[୨][୩] ଗତ 2019 ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟ ପ୍ରଧାନଙ୍କଠାରୁ 15663 ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୨୩୨୪୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବଳରାମ ପରିଡ଼ାଙ୍କଠାରୁ ୧୯,୫୯୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ମହାକାଳପଡ଼ା [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଅତନୁ ସବ୍ୟସାଚୀ ନାୟକ | ୭୦,୪୩୩ | ୪୮.୬୯ | - | |
କଂଗ୍ରେସ | ବଳରାମ ପରିଡ଼ା | ୫୦,୮୩୮ | ୩୫.୧୪ | - | |
ଭାଜପା | ଗନ୍ଧର୍ବ ଚନ୍ଦ୍ର ନାୟକ | ୧୮,୬୩୩ | ୧୨.୮୮ | - | |
ସ୍ୱାଧୀନ | ଅଳକା ରଥ | ୧,୬୫୦ | ୧.୧୪ | - | |
ତୃଣମୂଳ କଂଗ୍ରେସ | ରେଣୁବାଳା ସାମଲ | ୧,୦୯୬ | ୦.୭୬ | - | |
ବସପା | ଅଶୋକ କୁମାର ସେଠୀ | ୭୪୪ | ୦.୫୧ | - | |
ସମୃଦ୍ଧ ଓଡ଼ିଶା | ସୌଦାମିନି ସାମନ୍ତରାୟ | ୫୫୧ | ୦.୩୮ | - | |
ସ୍ୱାଧୀନ | ଶୁଭେନ୍ଦୁ କୁମାର ସ୍ୱାଇଁ | ୪୮୦ | ୦.୩୩ | - | |
ସ୍ୱାଧୀନ | ଚିତ୍ତରଞ୍ଜନ ନାୟକ | ୨୩୨ | ୦.୧୬ | - | |
ଭୋଟ ବ୍ୟବଧାନ | ୧୯,୫୯୫ | ୧୩.୫୫* | - | ||
ମତଦାନ ହାର | ୧,୪୪,୬୭୩ | ୭୨.୯୨ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
- ୨୦୨୪: ଦୁର୍ଗା ପ୍ରସନ ନାୟକ (ଭାଜପା)
- ୨୦୧୯: ଅତନୁ ସବ୍ୟସାଚୀ ନାୟକ (ବିଜଦ)
- ୨୦୧୪: ଅତନୁ ସବ୍ୟସାଚୀ ନାୟକ (ବିଜଦ)
- ୨୦୦୯: (୧୦୦): ଅତନୁ ସବ୍ୟସାଚୀ ନାୟକ (ବିଜଦ)
ଆଧାର
[ସମ୍ପାଦନା]- ↑ "Mahakalapada Assembly Election 2009, Orissa". empoweringindia.org. Archived from the original on 19 April 2014. Retrieved 17 June 2013.
Constituency: Mahakalapada (100) District : Kendrapara
- ↑ Assembly Constituencies and their Extent
- ↑ Seats of Odisha
- ↑ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
19595
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf