ରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
ରେଢ଼ାଖୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୭୫,୪୧୫ |
ଜିଲ୍ଲା: | ସମ୍ବଲପୁର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ସମ୍ବଲପୁର |
ପଞ୍ଚାୟତ ସମିତି: | ୪ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
ରେଢ଼ାଖୋଲ (କ୍ରମିକ ସଂଖ୍ୟା: ୧୮) ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରେଢ଼ାଖୋଲ (ବି), ରେଢ଼ାଖୋଲ ବ୍ଳକ, ଯୁଜୋମୁରା ବ୍ଳକ, ନାକଟିଦେଉଳ ବ୍ଳକ ଓ ମାନେଶ୍ୱର ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରୋହିତ ପୂଝାରୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅାସଫ୍ ଅଲ୍ଲି ଖାଁଙ୍କଠାରୁ ୧୧୯୦୯ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଆସଫ ଅଲି ଖାଁଙ୍କଠାରୁ ୯,୭୬୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ରେଢ଼ାଖୋଲ [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ପ୍ରସନ୍ନ ଆଚାର୍ଯ୍ୟ | ୩୭,୭୧୮ | ୩୫.୦୭ | - | |
କଂଗ୍ରେସ | ଆସଫ ଅଲି ଖାଁ | ୨୭,୯୫୪ | ୨୫.୯୯ | - | |
ଭାଜପା | ଶରତ ଚନ୍ଦ୍ର ସାହୁ | ୧୯,୨୧୭ | ୧୭.୮୭ | - | |
ସ୍ୱାଧୀନ | ଗୀତାଞ୍ଜଳି ପ୍ରଧାନ | ୯,୦୯୪ | ୮.୪୬ | - | |
ସ୍ୱାଧୀନ | ଚିତ୍ତରଞ୍ଜନ ପ୍ରଧାନ | ୬,୯୬୦ | ୬.୪୭ | - | |
ସ୍ୱାଧୀନ | ତରଣୀ ଭୋଇ | ୧,୪୪୨ | ୧.୩୪ | - | |
ସ୍ୱାଧୀନ | ହମିଦ ପ୍ରସାଦ ଲୁହା | ୧,୪୨୭ | ୧.୩୩ | - | |
ବସପା | ପ୍ରହଲ୍ଲାଦ ପୃଷ୍ଟି | ୧,୦୯୮ | ୧.୦୨ | - | |
ଆରପିଆଇ | ଅପୂର୍ଣ୍ଣ ବାଘ | ୯୫୪ | ୦.୮୯ | - | |
କୋଶଳ କ୍ରାନ୍ତି ଦଳ | ଉପେନ୍ଦ୍ର ମହାପାତ୍ର | ୯୦୨ | ୦.୮୪ | - | |
ସମୃଦ୍ଧ ଓଡ଼ିଶା | ପ୍ରମୋଦ କୁମାର ସାହୁ | ୭୮୬ | ୦.୭୩ | - | |
ଭୋଟ ବ୍ୟବଧାନ | ୯,୭୬୪ | ୯.୦୮* | - | ||
ମତଦାନ ହାର | ୧,୦୭,୫୭୩ | ୬୩.୭୫ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୧ରୁ ୨୦୦୯ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮]
- ୨୦୧୯: ରୋହିତ ପୁଝାରୀ (ବିଜଦ)
- ୨୦୧୪: ରୋହିତ ପୁଝାରୀ (ବିଜଦ)[୪]
- ୨୦୦୯: (୧୮): ପ୍ରସନ୍ନ ଆଚାର୍ଯ୍ୟ (ବିଜଦ)
- ୨୦୦୪: (୧୩୩): ସନାତନ ବିଶି (ବିଜଦ)
- ୨୦୦୨: (ଉପ): ସନାତନ ବିଶି (ବିଜଦ)
- ୨୦୦୦: (୧୩୩): ଦୂର୍ଯ୍ୟୋଧନ ସୋହେଲ (ବିଜଦ)
- ୧୯୯୫: (୧୩୩): ଅଭିମନ୍ୟୁ କୁମ୍ଭାର (କଂଗ୍ରେସ)
- ୧୯୯୦: (୧୩୩): ବସନ୍ତ କୁମାର ମହାନନ୍ଦ (ଜନତା ଦଳ)
- ୧୯୮୫: (୧୩୩): ଅଭିମନ୍ୟୁ କୁମ୍ଭାର (କଂଗ୍ରେସ)
- ୧୯୮୦: (୧୩୩): ଅଭିମନ୍ୟୁ କୁମ୍ଭାର (କଂଗ୍ରେସ-ଇ)
- ୧୯୭୭: (୧୩୩): ବସନ୍ତ କୁମାର ମହାନନ୍ଦ (ଜନତା)
- ୧୯୭୪: (୧୩୩): ବସନ୍ତ କୁମାର ମହାନନ୍ଦ (ଉତ୍କଳ କଂଗ୍ରେସ)
- ୧୯୭୧: (୧୧୯): ଅଭିମନ୍ୟୁ କୁମ୍ଭାର (ଜନ କଂଗ୍ରେସ)
- ୧୯୬୭: (୧୧୯): ଭିକାରି ସୁନା (ସ୍ୱତନ୍ତ୍ର)
- ୧୯୬୧: (୫୯): ଭାନୁଗଙ୍ଗ ତ୍ରିଭୁବନ ଦେବ (ଗଣ ପରିଷଦ)
- ୧୯୫୧: (୩୩): ଶ୍ରଦ୍ଧାକର ସୁପକାର (ଗଣ ପରିଷଦ)
ଆଧାର
[ସମ୍ପାଦନା]- ↑ "Rairakhol Assembly Election 2009, Orissa". empoweringindia.org. 2013 [last update]. Archived from the original on 9 January 2014. Retrieved 28 May 2013.
Constituency: Rairakhol (18) District : Sambalpur
{{cite web}}
: Check date values in:|year=
(help) - ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 28 May 2013.
9764
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 133-Rairakhol Constituency of ORISSA". eci.nic.in. 2006. Retrieved 28 May 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf