କୁଳମଣି ସାମଲ
ଦେଖଣା
କୁଳମଣି ସାମଲ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ନୁର୍ତ୍ତାଙ୍ଗ, ମାହାଙ୍ଗା, କଟକ | ୩ ଡିସେମ୍ବର ୧୯୨୯
ମୃତ୍ୟୁ | ୧୭ ଫେବୃଆରୀ ୨୦୧୩ କଟକ | (ବୟସ ୮୩)
ବୃତ୍ତି | ଅଧ୍ୟାପନା |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର, (ପଦାର୍ଥ ବିଜ୍ଞାନ) |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ |
ସନ୍ତାନ | ୨ପୁତ୍ର ଓ ୨କନ୍ୟା |
କୁଳମଣି ସାମଲ ଜଣେ ଖ୍ୟାତନାମା ଜନପ୍ରିୟ ବିଜ୍ଞାନ ଲେଖକ ଥିଲେ । ୫୦ରୁ ଅଧିକ ବହି ଲେଖିଥିବା ପ୍ରାଧ୍ୟାପକ ସାମଲ ବିଜ୍ଞାନ ପ୍ରଚାର ସମିତି, ଓଡ଼ିଶାର ଆଜୀବନ ସଭ୍ୟ ଥିଲେ । [୧]
ଲେଖିଥିବା ବହି
[ସମ୍ପାଦନା]- ଆସ ବିଜ୍ଞାନ ଶିଖିବା
- କଥା ତରଙ୍ଗ
- ମହାକାଶର ଆହ୍ୱାନ (୧୯୭୩)
- ଚନ୍ଦ୍ରାଲୋକକୁ ଯାତ୍ରା
- ତାରା ରାଇଜର କଥା
- ବିଶ୍ୱ ବିଖ୍ୟାତ ବୈଜ୍ଞାନିକ
- ଭାରତ ଗୌରବ ସି.ଭି. ରାମନ
- ସଭ୍ୟତାର ତିନୋଟି ସପନ (୧୯୭୨)
- ସୁନୀଳଲୋକକୁ ମିଛ (୧୯୭୯)
- ଗପ ନୁହେଁ ଏ ବିଜ୍ଞାନ କଥା
- ମହାକାଶ କଥା
- ପ୍ରଚଳିତ ପ୍ରଥାର ବୈଜ୍ଞାନିକ ସମୀକ୍ଷା[୨]
- ସବୁରି ମୂଳରେ ବିଜ୍ଞାନ
- ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଜନପ୍ରିୟ ବିଜ୍ଞାନ ଲେଖକ ଭାବେ ପ୍ରଥମ ସ୍ୱର୍ଣ୍ଣ ପଦକ (ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ)
- ଶ୍ରେଷ୍ଠ ଜନପ୍ରିୟ ବିଜ୍ଞାନ ଲେଖକ, ୧୯୯୩ (ଓଡ଼ିଶା ବିଜ୍ଞାନ ଏକାଡେମୀ ତରଫରୁ) [୩]
ଆଧାର
[ସମ୍ପାଦନା]- ↑ "Scientist Kulamani Samal passes away | Orissa Post". orissapost.com. 2013. Retrieved 3 March 2013.
Author of 50 books, Samal was a lifetime member of Vigyan Prachara Samiti, Orissa.
- ↑ "VIDYAPURI". vidyapuri.com. Retrieved 4 March 2013.
PRACHALITA PRATHARA BAIGYANIKA SAMIKSHYA DR.KULAMANI SAMAL
[permanent dead link] - ↑ "Welcome to OBA". orissabigyanacademy.nic.in. Archived from the original on 28 March 2021. Retrieved 4 March 2013.
Best Popular Science Writer-1993
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |