ମଧ୍ୟ ପ୍ରଦେଶ

ଉଇକିପିଡ଼ିଆ ରୁ
(Madhya Pradesh ରୁ ଲେଉଟି ଆସିଛି)
Jump to navigation Jump to search
ମଧ୍ୟ ପ୍ରଦେଶ
ଭାରତରେ ମଧ୍ୟ ପ୍ରଦେଶର ଅବସ୍ଥାନ
ଭାରତରେ ମଧ୍ୟ ପ୍ରଦେଶର ଅବସ୍ଥାନ
ଦେଶ ଭାରତ
ସ୍ଥାପନ୧ ନଭେମ୍ବର ୧୯୫୬
ରାଜଧାନୀଭୋପାଲ
ବୃହତ୍ତମ ନଗରଇନ୍ଦୋର
ଜିଲ୍ଲା ସଂଖ୍ୟା୫୦
ସରକାର
 • ରାଜ୍ୟପାଳରାମ ନରେଶ ଯାଦବ
 • ମୁଖ୍ୟମନ୍ତ୍ରୀଶିବରାଜ ସିଂ ଚୌହାନ
 • ନ୍ୟାୟପାଳିକାଏକ ନ୍ୟାୟପାଳିକା (୨୩୦ ଆସନ)
 • ସାଂସଦ୨୯ (ଲୋକ ସଭା)
କ୍ଷେତ୍ରଫଳ
 • ମୋଟ308252 km2 (1,19,017 sq mi)
କ୍ଷେତ୍ରଫଳ କ୍ରମାଙ୍କ୨ୟ
ଜନସଂଖ୍ୟା
 (୨୦୧୧)
 • ମୋଟ୭,୫୬,୯୭,୫୬୫
 • କ୍ରମାଙ୍କ୬ଷ୍ଟ
 • ଘନତା250/km2 (640/sq mi)
ସମୟ ମଣ୍ଡଳUTC+୦୫:୩୦ (IST)
ISO 3166 codeIN-MP
HDIincrease ୦.୪୮୮ (କମ)
HDI କ୍ରମାଙ୍କ୨୬ ତମ(୨୦୦୫)
ସାକ୍ଷରତା୭୬.୫%
ସରକାରୀ ଭାଷାହିନ୍ଦୀ
ୱେବସାଇଟmp.gov.in


ମଧ୍ୟ ପ୍ରଦେଶ ଭାରତର ମଧ୍ୟଭାଗରେ ଥିବା ଏକ ରାଜ୍ୟ ଅଟେ ।ଏହାର ରାଜଧାନୀ ଭୋପାଳ ଅଟେ । ଏହାର ବଡ଼ ସହର ଇନ୍ଦୋର ଅଟେ । ଏହାର ଭୌଗୋଳିକ ଅବସ୍ଥିତି ଯୋଗୁଁ ଏହାକୁ "ଭାରତର ହୃଦୟ" କୁହାଯାଏ । କ୍ଷେତ୍ରଫଳ ଦୃଷ୍ଟିରୁ ଏହା ଦେଶର ଦ୍ୱିତୀୟ ବୃହତମ ରାଜ୍ୟ ଏଟେ । ଜନସଂଖ୍ୟା ଦୃଶ୍ଟିରୁ ଏହା ଦେଶର ପଞ୍ଚମ ବୃହତମ ରାଜ୍ୟ । ଏହାର ଉତ୍ତର-ପଶ୍ଚିମରେ ରାଜସ୍ଥାନ , ପଶ୍ଚମରେ ଗୁଜରାଟ , ଦକ୍ଷିଣରେ ମହାରାଷ୍ଟ୍ର , ଦକ୍ଷିଣ-ପୂର୍ବରେ ଛତିଶଗଡ଼ , ଉତ୍ତର-ପୂର୍ବରେ ଉତ୍ତରପ୍ରଦେଶ ଅଛି ।

ଭୂଗୋଳ[ସମ୍ପାଦନା]

ଇତିହାସ[ସମ୍ପାଦନା]

ଭାଷା ଓ ସାହିତ୍ୟ[ସମ୍ପାଦନା]

== ଆଧାର ==ବୋଲ୍‌ଡ (Bold) ଲେଖା

ଅଧିକ ତଥ୍ୟ[ସମ୍ପାଦନା]