ଖାଣ୍ଡୱା ଜିଲ୍ଲା
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଖାଣ୍ଡୱା ଜିଲ୍ଲା | |
---|---|
![]() Location of ଖାଣ୍ଡୱା ଜିଲ୍ଲା district in Madhya Pradesh | |
ରାଜ୍ୟ | Madhya Pradesh, ଭାରତ |
ପ୍ରଶାସନିକ ବିଭାଗ | ଇନ୍ଦୋର |
ସଦର କାର୍ଯ୍ୟାଳୟ | ଖାଣ୍ଡୱା |
କ୍ଷେତ୍ରଫଳ | [convert: invalid number] |
ଜନସଂଖ୍ୟା | ୧,୩୦୯,୪୪୩ (୨୦୧୧) |
ଘନତା | [convert: invalid number] |
ସାକ୍ଷରତା ହାର | ୬୭,୫୩ % |
ପୁରୁଷ-ନାରୀ ଅନୁପାତ | ୯୪୪ |
ଲୋକ ସଭା ନିର୍ବାଚନ ମଣ୍ଡଳୀ | ଖାଣ୍ଡୱା |
ୱେବସାଇଟ |
ଖାଣ୍ଡୱା ଜିଲ୍ଲା (ପୂର୍ବେ ପୂର୍ବେ ନିମାର ଜିଲ୍ଲା ନାମରେ ଜଣା), କେନ୍ଦ୍ରୀୟ ଭାରତର ମଧ୍ୟ ପ୍ରଦେଶର ମୋଟ ୫୦ଟି ଜିଲ୍ଲା ମଧ୍ୟରୁ ଗୋଟିଏ । ଖାଣ୍ଡୱା ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ଏହି ଜିଲ୍ଲାର ଅନ୍ୟାନ୍ୟ ସହରମାନ ହେଲେ ମୁଣ୍ଡି, ହରସଦ, ପଧାନ ଏବଂ ଓଁକାରେଶ୍ୱର ।
ଭୂଗୋଳ[ସମ୍ପାଦନା]
ଇତିହାସ[ସମ୍ପାଦନା]
ପର୍ଯ୍ୟଟନ[ସମ୍ପାଦନା]
ଅର୍ଥନୀତି[ସମ୍ପାଦନା]
୨୦୦୬ରେ ପଞ୍ଚାୟତି ରାଜ ମନ୍ତ୍ରଣାଳୟ ଖାଣ୍ଡୱାକୁ ଦେଶର ୬୪୦ଟି ଜିଲ୍ଲା ମଧ୍ୟରୁ ୨୫୦ ଦରିଦ୍ରତମ ଜିଲ୍ଲା ମଧ୍ୟରେ ତାଲିକାଭୁକ୍ତ କରିଛନ୍ତି ।[୧] ଏହା ଅଧୁନା ମଧ୍ୟ ପ୍ରଦେଶର ୨୪ଟି ଜିଲ୍ଲା ମଧ୍ୟରୁ ଅନ୍ୟତମ ଯାହା ବ୍ୟାକୱାର୍ଡ଼ ରିଜିଅନ୍ସ ଗ୍ରାଣ୍ଟ ଫଣ୍ଡ ପ୍ରୋଗ୍ରାମରୁ ଅନୁଦାନପ୍ରାପ୍ତ ।[୧]
ବିଭାଜନ[ସମ୍ପାଦନା]
୨୦୧୧ର ଜନଗଣନା ଅନୁସାରେ ଖାଣ୍ଡୱାର ଜନସଂଖ୍ୟା ୧,୩୦୯,୪୪୩ ।[୨]
ଭାଷା[ସମ୍ପାଦନା]
ଏଠାରେ ଏକ ପ୍ରକାର ଭିଲ ଭାଷା, ନିମାଡ଼ି ଭାଷା କଥିତ ଯାହା ହାରାଃଆଋଈ ୬୪,୦୦୦ ଲୋକଙ୍କଦ୍ୱାରା କଥିତ । ଏହି ଭାଷା ଦେବନାଗରୀ ଲିପିରେ ଲେଖା ଯାଇଥାଏ ।[୩]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ Ministry of Panchayati Raj (September 8, 2009). "A Note on the Backward Regions Grant Fund Programme" (PDF). National Institute of Rural Development. Retrieved September 27, 2011.
- ↑ "District Census 2011". Census2011.co.in. 2011. Retrieved 2011-09-30.
- ↑ M. Paul Lewis, ed. (2009). "Bareli, Rathwi: A language of India". Ethnologue: Languages of the World (16th edition ed.). Dallas, Texas: SIL International. Retrieved 2011-09-28.
{{cite encyclopedia}}
:|edition=
has extra text (help)
ବାହାର ତଥ୍ୟ[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ ଖାଣ୍ଡୱା ଜିଲ୍ଲା
ବାବଦରେ ମାଧ୍ୟମ ରହିଛି ।