Jump to content

ଗିରିଧର ଗମାଙ୍ଗ

ଉଇକିପିଡ଼ିଆ‌ରୁ
(Giridhar Gamangରୁ ଲେଉଟି ଆସିଛି)
ଗିରିଧର ଗମାଙ୍ଗ
ଓଡ଼ିଶାର ମୁଖ୍ୟମନ୍ତ୍ରୀ
କାର୍ଯ୍ୟକାଳ
୧୭ ଫେବୃଆରୀ ୧୯୯୯–୬ ଡିସେମ୍ବର ୧୯୯୯
ପୂର୍ବ ଅଧିକାରୀଜାନକୀ ବଲ୍ଲଭ ପଟ୍ଟନାୟକ
ପର ଅଧିକାରୀହେମାନନ୍ଦ ବିଶ୍ୱାଳ
ନିର୍ବାଚନ ମଣ୍ଡଳୀଲକ୍ଷ୍ମୀପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1943-04-08) ୮ ଅପ୍ରେଲ ୧୯୪୩ (ବୟସ ୮୨)
ଡିବିରିସିଙ୍ଗି ଗ୍ରାମ, ରାୟଗଡ଼ା, ଓଡ଼ିଶା
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀହେମାବତୀ ଗମାଙ୍ଗ
ସନ୍ତାନଦୁଇ ପୁତ୍ର ଓ ଗୋଟିଏ କନ୍ୟା
ଘରରାୟଗଡ଼ା
December 26, 2008 ସୁଦ୍ଧା
ଆଧାର: [୧]

ଗିରିଧର ଗମାଙ୍ଗ (ଜନ୍ମ: ୮ ଅପ୍ରେଲ ୧୯୪୩) ଭାରତୀୟ ଜାତୀୟ କଂଗ୍ରେସର ଜଣେ ନେତା ଥିଲେ, ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ସେ ଏବେ ଭାରତୀୟ ଜନତା ପାର୍ଟୀର ନେତା ଅଛନ୍ତି।[]

ସେ ଓଡିଶାର ରାୟଗଡ଼ ଜିଲ୍ଲାର ଡ଼ିବିରିସିଙ୍ଗି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୭୨ ମସିହାରେ, ସେ ପ୍ରଥମଥର ପାଇଁ କୋରାପୁଟରୁ ପଞ୍ଚମ ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ୧୯୭୭, ୧୯୮୦, ୧୯୮୪, ୧୯୮୯, ୧୯୯୧, ୧୯୯୬, ୧୯୯୮ଏବଂ ୨୦୦୪ ମସିହାରେ ପୁନର୍ବାର ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ । ସେ ୧୭ ଫେବୃଆରୀ ୧୯୯୯ ରୁ ୬ ଡିସେମ୍ବର ୧୯୯୯ ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ଥିଲେ ।[]

ତାଙ୍କର ପତ୍ନୀ, ହେମା ଗମାଙ୍ଗ, ୧୯୯୯ ମସିହାରେ ହୋଇଥିବା ୧୩ତମ ଲୋକସଭା ନିର୍ବାଚନରେ କୋରାପୁଟ ଆସନରୁ ବିଜୟୀ ହୋଇଥିଲେ, ଯେତେବେଳେ ସେ ଓଡିଶାର ମୁଖ୍ୟମନ୍ତ୍ରୀ ପଦରେ କାର୍ଯ୍ୟରତ ଥିଲେ।

  1. "Former Odisha CM Giridhar Gamang joins BJP - The Hindu". web.archive.org. 2023-01-14. Archived from the original on 2023-01-14. Retrieved 2025-04-01.{{cite web}}: CS1 maint: bot: original URL status unknown (link)
  2. "Veteran Congress leader Giridhar Gamang quits party". web.archive.org. 2015-05-30. Archived from the original on 2015-05-30. Retrieved 2025-04-01.

ବାହାର ଆଧାର

[ସମ୍ପାଦନା]
Preceded by
ଜାନକୀ ବଲ୍ଲଭ ପଟ୍ଟନାୟକ
ଓଡ଼ିଶାର ମୁଖ୍ୟମନ୍ତ୍ରୀ
୧୭ ଫେବୃଆରୀ ୧୯୯୯ଠାରୁ ୬ ଡିସେମ୍ବର ୧୯୯୯
Succeeded by
ହେମାନନ୍ଦ ବିଶ୍ୱାଳ