ହେମାନନ୍ଦ ବିଶ୍ୱାଳ

ଉଇକିପିଡ଼ିଆ‌ରୁ
ହେମାନନ୍ଦ ବିଶ୍ୱାଳ
ହେମାନନ୍ଦ ବିଶ୍ୱାଳ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୭ ଡିସେମ୍ବର ୧୯୮୯ – ୫ ମାର୍ଚ ୧୯୯୦
ପୂର୍ବ ଅଧିକାରୀଜାନକୀ ବଲ୍ଲଭ ପଟ୍ଟନାୟକ
ପର ଅଧିକାରୀବିଜୁ ପଟ୍ଟନାୟକ
କାର୍ଯ୍ୟକାଳ
୬ ଡିସେମ୍ବର ୧୯୯୯ – ୫ ମାର୍ଚ ୨୦୦୦
ପୂର୍ବ ଅଧିକାରୀଗିରିଧର ଗମାଙ୍ଗ
ପର ଅଧିକାରୀନବୀନ ପଟ୍ଟନାୟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1939-12-01) ୧ ଡିସେମ୍ବର ୧୯୩୯ (ବୟସ ୮୪)
ମୃତ୍ୟୁ୨୫ ଫେବୃଆରୀ ୨୦୨୨(2022-02-25) (ବୟସ ୮୨)
ଭୁବନେଶ୍ୱର
ଜାତୀୟତାଭାରତ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବୃତ୍ତିରାଜନୀତି
21 May, 2010 ସୁଦ୍ଧା
ଆଧାର: [୧]

ହେମାନନ୍ଦ ବିଶ୍ୱାଳ (୧ ଡିସେମ୍ବର ୧୯୩୯-୨୫ ଫେବୃଆରୀ ୨୦୨୨) ଭାରତୀୟ ଜାତୀୟ କଂଗ୍ରେସର ଜଣେ ନେତା ଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦୁଇଥର ଦାୟିତ୍ୱ ନିର୍ବାହ କରିଥିଲେ । ୨୦୦୯ ମସିହାରେ ସେ ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]


Preceded by
ଜାନକୀ ବଲ୍ଲଭ ପଟ୍ଟନାୟକ (ପ୍ରଥମ ଦଫା)
ଗିରିଧର ଗମାଙ୍ଗ (ଦ୍ୱିତୀୟ ଦଫା)
ଓଡ଼ିଶାର ମୁଖ୍ୟମନ୍ତ୍ରୀ
୭ ଡିସେମ୍ବର ୧୯୮୯ଠାରୁ ୫ ମାର୍ଚ ୧୯୯୦ (ପ୍ରଥମ ଦଫା)
୬ ଡିସେମ୍ବର ୧୯୯୯ଠାରୁ ୫ ମାର୍ଚ ୨୦୦୦ (ଦ୍ୱିତୀୟ ଦଫା)
Succeeded by
ବିଜୁ ପଟ୍ଟନାୟକ (ପ୍ରଥମ ଦଫା)
ନବୀନ ପଟ୍ଟନାୟକ (ଦ୍ୱିତୀୟ ଦଫା)