ହେମାନନ୍ଦ ବିଶ୍ୱାଳ

ଉଇକିପିଡ଼ିଆ ରୁ
(ହେମାନନ୍ଦ ବିଶ୍ଵାଳ ରୁ ଲେଉଟି ଆସିଛି)
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ହେମାନନ୍ଦ ବିଶ୍ୱାଳ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
In office
୭ ଡିସେମ୍ବର ୧୯୮୯ – ୫ ମାର୍ଚ ୧୯୯୦
ପୂର୍ବ ଅଧିକାରୀ ଜାନକୀ ବଲ୍ଲଭ ପଟ୍ଟନାୟକ
ପର ଅଧିକାରୀ ବିଜୁ ପଟ୍ଟନାୟକ
In office
୬ ଡିସେମ୍ବର ୧୯୯୯ – ୫ ମାର୍ଚ ୨୦୦୦
ପୂର୍ବ ଅଧିକାରୀ ଗିରିଧର ଗମାଙ୍ଗ
ପର ଅଧିକାରୀ ନବୀନ ପଟ୍ଟନାୟକ
Personal details
ଜନ୍ମ ୧ ଡିସେମ୍ବର ୧୯୩୯ (1939-12-01) (୭୭ ବର୍ଷ)
ଜାତୀୟତା ଭାରତ
ରାଜନୀତିକ ଦଳ ଭାରତୀୟ ଜାତୀୟ କଂଗ୍ରେସ
ବୃତ୍ତି ରାଜନୀତି
ଧର୍ମ ହିନ୍ଦୁ
As of 21 May, 2010
Source: [୧]

ହେମାନନ୍ଦ ବିଶ୍ଵାଳ (ଜନ୍ମ: ୧ ଡିସେମ୍ବର ୧୯୩୯) ଭାରତୀୟ ଜାତୀୟ କଂଗ୍ରେସର ଜଣେ ନେତା, ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦୁଇଥର ଦାୟିତ୍ଵ ନିର୍ବାହ କରିଛନ୍ତି । ୨୦୦୯ ମସିହାରେ ସେ ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଲୋକ ସଭାର ସଦସ୍ୟ ଭାବେ ଦାୟିତ୍ଵ ନିର୍ବାହ କରୁଅଛନ୍ତି ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]


Preceded by
ଜାନକୀ ବଲ୍ଲଭ ପଟ୍ଟନାୟକ (ପ୍ରଥମ ଦଫା)
ଗିରିଧର ଗମାଙ୍ଗ (ଦ୍ଵିତୀୟ ଦଫା)
ଓଡ଼ିଶାର ମୁଖ୍ୟମନ୍ତ୍ରୀ
୭ ଡିସେମ୍ବର ୧୯୮୯ ଠାରୁ ୫ ମାର୍ଚ ୧୯୯୦ (ପ୍ରଥମ ଦଫା)
୬ ଡିସେମ୍ବର ୧୯୯୯ ଠାରୁ ୫ ମାର୍ଚ ୨୦୦୦ (ଦ୍ଵିତୀୟ ଦଫା)
Succeeded by
ବିଜୁ ପଟ୍ଟନାୟକ (ପ୍ରଥମ ଦଫା)
ନବୀନ ପଟ୍ଟନାୟକ (ଦ୍ଵିତୀୟ ଦଫା)