Jump to content

ସ୍ମୃତିଛାୟା

ଉଇକିପିଡ଼ିଆ‌ରୁ

ସ୍ମୃତିଛାୟା ଶବ୍ଦଟି ଓଡ଼ିଶାର କଳାପ୍ରେମୀ ମାନଙ୍କ ମଧ୍ୟରେ ହୃଦୟର ସ୍ପନ୍ଦନ ଜଗାଏ। ଫିଲ୍ମ ଜର୍ଣ୍ଣାଲିଷ୍ଟ୍‌ସ ଫୋରମ୍‌ର ସ୍ମୃତିଛାୟା କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ବର୍ଷ ଧରି ପୁନରୁଦ୍ଧାର କରାଯାଇଥିବା ପୁରୁଣା କଥାଚିତ୍ର ସବୁ ପ୍ରଦର୍ଶିତ ହୋଇଆସୁଛି। ଏ ଦିଗରେ ବିଶିଷ୍ଟ ସାମ୍ବାଦିକ ତଥା ଲେଖକ ସୂର୍ଯ୍ୟ ଦେଓ ନିଜ ଜୀବନକୁ ଢାଳି ଦେଇଛନ୍ତି। ୨୦୧୧ ମସିହାରେ ମଲାଜହ୍ନକୁ ଜୀବନ୍ଯାସ ଦେବାଲାଗି ଆରମ୍ଭ ହୋଇଥିବା ଏହି ଯାତ୍ରାର ପରିଣାମ ଏ ଯାବତ୍ ୨୦ଟି ପୁରୁଣା କଥାଚିତ୍ର ଭେଟି ଦେଇଅଛି।


ସ୍ମୃତିଛାୟା ସାରଣୀ

କ୍ରମ ବର୍ଷ କଥାଚିତ୍ର ଆଧାର
୨୦୧୧ ମଲାଜହ୍ନ Archived 2011-09-13 at the Wayback Machine.
୨୦୧୧ କିଏ କାହାର Archived 2013-11-18 at the Wayback Machine.
୨୦୧୧ ଶ୍ରୀ ଲୋକନାଥ
୨୦୧୨ ଜୀବନସାଥୀ
୨୦୧୨ ଘର ବାହୁଡ଼ା
୨୦୧୩ ସଂସାର (୧୯୭୧ର ଓଡ଼ିଆ ଚଳଚ୍ଚିତ୍ର)
୨୦୧୩ ନାଗଫାସ Archived 2023-11-21 at the Wayback Machine. Archived 2023-11-21 at the Wayback Machine.
୨୦୧୫ ଚିଲିକା ତୀରେ [permanent dead link]
୨୦୧୫ କା (୧୯୬୬ର ଚଳଚ୍ଚିତ୍ର) Archived 2023-11-21 at the Wayback Machine.
୧୦ ୨୦୧୬ ସମୟ (୧୯୭୫ର ଚଳଚ୍ଚିତ୍ର) Archived 2016-07-10 at the Wayback Machine.
୧୧ ୨୦୧୬ ନୂଆ ବୋଉ
୧୨ ୨୦୧୬ କୃଷ୍ଣ ସୁଦାମା
୧୩ ୨୦୧୭ ସାଧନା (୧୯୬୪ର ଚଳଚ୍ଚିତ୍ର)
୧୪ ୨୦୧୮ ସୂର୍ଯ୍ୟମୁଖୀ (ଓଡ଼ିଆ କଥାଚିତ୍ର) Archived 2023-11-21 at the Wayback Machine.
୧୫ ୨୦୧୮ ସ୍ତ୍ରୀ (୧୯୬୮ର ଚଳଚ୍ଚିତ୍ର) Archived 2023-11-21 at the Wayback Machine.
୧୬ ୨୦୧୯ ରକ୍ତ ଗୋଲାପ
୧୭ ୨୦୧୮ ପତି ପତ୍ନୀ
୧୮ ୨୦୨୨ ଅପରିଚିତା (୧୯୮୦ର ଚଳଚ୍ଚିତ୍ର)
୧୯ ୨୦୨୩ ଉଷା (ଟେଲି ଫିଲ୍ମ)
୨୦ ୨୦୨୩ ପରିଣାମ
୨୦୧୬ ଛାୟା ପ୍ରତିଛାୟା
୨୦୧୧ ନିର୍ମଳା ମିଶ୍ର ସମ୍ବର୍ଦ୍ଧନା
୨୦୧୬ ଛାୟା ପ୍ରତିଛାୟା

ଏହି କାର୍ଯ୍ୟକ୍ରମ ଅବସରରେ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଏ ଓ ପ୍ରଚାର ପୁସ୍ତିକା ବଣ୍ଟନ କରାଯାଏ।