ସୁବର୍ଣ୍ଣ ଚତୁର୍ଭୁଜ
ସୁବର୍ଣ୍ଣ ଚତୁର୍ଭୁଜ | |
---|---|
Route information | |
Maintained by NHAI | |
Length: | ୫,୮୪୬ km (୩,୬୩୩ mi) |
ଦିଲ୍ଲୀ – କଲିକତା | |
Length: | ୧,୪୫୩ km (୯୦୩ mi) |
ମୁଖ୍ୟ ସଂଯୋଗସ୍ଥଳ : | NH 2 |
ଦିଲ୍ଲୀ – ମୁମ୍ବାଇ | |
ଲମ୍ବh: | ୧,୪୧୯ km (୮୮୨ mi) |
Major junctions: | NH 8, NH 79A, NH 79, NH 76 |
ମୁମ୍ବାଇ – ଚେନ୍ନଇ | |
Length: | ୧,୨୯୦ km (୮୦୦ mi) |
Major junctions: | NH 4, NH 7, NH 46 |
ଚେନ୍ନଇ – କଲିକତା | |
Length: | ୧,୬୮୪ km (୧,୦୪୬ mi) |
Major junctions: | NH 6, NH 60, NH 5 |
Highway system | |
ସୁବର୍ଣ୍ଣ ଚତୁର୍ଭୁଜ, ଏକ ଜାତୀୟ ରାଜପଥ ସମୂହର ଜାଳତନ୍ତ୍ର ( network) ଯାହା ଦେଶର ବାଣିଜ୍ୟ , ଶିଳ୍ପ , ସଂସ୍କୃତିର ମୁଖ୍ୟ ସହର ସବୁକୁ ସଂଯୋଗୀକରଣ କରିଛି । ମୁଖ୍ଯତଃ ମୁମ୍ବାଇ , ଚେନ୍ନାଇ , କଲିକତା ଓ ଦିଲ୍ଲୀକୁ ସଂଯୋଗ ଦେଉଥିବା ଜାତୀୟ ରାଜପଥଗୁଡ଼ିକ ଏକ ଚତୁଷ୍କୋଣ ସଦୃଶ ହେଥିବାରୁ ଏହାକୁ ଏପରି ନାମକରଣା କରାଯାଇଛି ।ଏହି ଚତୁର୍ଭୁଜ ବଳୟରେ ଅହମଦାବାଦ, ବେଙ୍ଗାଲୁରୁ , ଭୁବନେଶ୍ୱର , ଜୟପୁର, କାନପୁର, ପୁନେ , ସୁରାଟ , ନେଲ୍ଲୋର, ବିଜୟୱାଡ଼ା ଓ ବିଶାଖାପାଟଣା ମଧ୍ୟ ଅନ୍ତଭୁକ୍ତ ।
ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କଦ୍ୱାରା ଆରମ୍ଭ ହେଇଥିବା ଏହି ପ୍ରକଳ୍ପ ଭାରତର ସର୍ବବୃହତ ତଥା ପୃଥିବୀର ପଞ୍ଚମ ଦୀର୍ଘତମ ରାଜପଥ ପ୍ରକଳ୍ପ । [୧]
ଇତିହାସ ଓ ପ୍ରକଳ୍ପ ଖର୍ଚ
[ସମ୍ପାଦନା]୬ ଜାନୁଆରୀ ୧୯୯୯ରେ ଏହି ପ୍ରକଳ୍ପର ଶିଳାନ୍ୟାସ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କଦ୍ୱାରା କରାଯାଇଥିଲା । .[୨][୩]ଜାନୁଆରୀ ୨୦୧୨ରେ ଏହି ପ୍ରକଳ୍ପର ସମ୍ପୂର୍ଣ୍ଣତା ଘୋଷିତ ହେଇଥିଲା ।[୪]ନିର୍ମାଣ ଆରମ୍ଭରୁ ମୂଳ ଖର୍ଚର ଆକଳନ ୬୦୦ ବିଲିଅନ ଥିବା ବେଳେ ତାହା ତାହାର ଅର୍ଦ୍ଧେକ ଅର୍ଥ ଖରଚ କରି ସମ୍ପୂର୍ଣ୍ଣ ହେଇଥିଲା । [୫] ୨୦୦୯ ମସିହାରେ ୪ ଲେନ ବିଶିଷ୍ଟ ଏହି ପ୍ରକଳ୍ପକୁ ୬ ଲେନ କରିବାକୁ ନିଷ୍ପତ୍ତି ହେଇଥିଲା .[୬] ଏହି ସଂପ୍ରସାରଣ କାର୍ଯ୍ୟ ବର୍ତ୍ତମାନ ଚାଳୁଛି । [୭]
ଅର୍ଥନୈତିକ ଉପଲବ୍ଧି
[ସମ୍ପାଦନା]ଏହି ପ୍ରକଳ୍ପର ଅର୍ଥନୈତିକ ଉପଲବ୍ଧି ସବୁ ଏହି ପ୍ରକାର -
- ଦେଶର ମୁଖ୍ୟ ସହର ମାନକ ମଧ୍ୟରେ ପରିବହନର ସୁବିଧା ଯୋଗାଣ
- ଭାରତ ଭିତରେ ଲୋକଙ୍କ ପାଇଁ ଉପ୍ପାଦ ଓ ସୁବିଧା ସହଜରେ ଉପଲବ୍ଧ କରେଇବା
- ଶିଳ୍ପ ଓ କର୍ମନିଯୁକ୍ତି ପାଇଁ ଛୋଟ ସହରକୁ ସୁବିଧା ପହଞ୍ଚେଇବା
- କୃଷି ଜାତ ଦ୍ରବ୍ୟର ପରିବହନ କରି କୃଶକକୁ ସାହାଜ୍ଯ ଦେବା ଓ ଶିଳ୍ପର ଦେଶ ସାରା ବିକାଶ ପାଇଁ ସୁଯୋଗ ଆଣିବା
- ନିର୍ମାଣ ବସ୍ତୁ , ଯଥା ସିମେଣ୍ଟ , ଇସ୍ପାତ ଆଦିର ସୁଷମ ବଣ୍ଟନଦ୍ୱାରା ଶିଳ୍ପର ଉନ୍ନତି କରିବା
- ଦେଶ ବ୍ୟାପୀ ଟ୍ରକ ପରିବହନକୁ ସୁଗମ କରିବା
ରୁଟ ସମୂହ
[ସମ୍ପାଦନା]ସୁବର୍ଣ୍ଣ ଚତୁର୍ଭୁଜ ଯୋଜନାରେ କେବଳ ଜାତୀୟ ରାଜପଥ ଗୁଡିକୁ ସାମିଲ କରାଯାଇଥିଲା । ଚାରିଟି ସ୍ତର ପାଇଁ ବ୍ୟବହାର ହେଉଥିବା ରାଜପଥଗୁଡ଼ିକ , :
- ଦିଲ୍ଲୀ-କଲିକତା ଏନଏଚ୨
- 2ଦିଲ୍ଲୀ - ମୁମ୍ବାଇ ଏନଏଚ୮(Delhi – Kishangarh), NH 79A (Ajmer bypass), NH 79 (Nasirabad – Chittaurgarh), NH 76 (Chittaurgarh – Udaipur), NH 8 (Udaipur – Mumbai)
- ମୁମ୍ବାଇ-ଚେନ୍ନଇ ଏନଏଚ-୪Mumbai – Bengaluru), NH 7 (Bengaluru – Krishnagiri), NH 46 (Krishnagiri – Walajapet), NH 4 (Walajapet – Chennai)
- କଲିକତା -ଚେନ୍ନଇ ଏନଏଚ-୬ (Kolkata – Kharagpur), NH 60 (Kharagpur – Balasore), NH 5 (Balasore – Chennai)
ସୁବର୍ଣ୍ଣ ଚତୁର୍ଭୁଜ ରାଜପଥ ସହ ସଂଯୁକ୍ତ ମୁଖ୍ୟ ସହର ସବୁ
[ସମ୍ପାଦନା]Delhi – Kolkata | Kolkata – Chennai | Chennai – Mumbai | Mumbai – Delhi |
---|---|---|---|
|
|
|
ବର୍ତ୍ତମାନ ସ୍ଥିତି
[ସମ୍ପାଦନା]No. | Segment | Length Completed | Total Length | Percent Completed (%) | As of (date) | Source |
---|---|---|---|---|---|---|
1. | Delhi-Kolkata | 1,453 km (903 mi) | 1,453 km (903 mi) | 100 | 31 August 2011 | [୨] Archived 2009-08-01 at the Wayback Machine. |
2. | Chennai-Mumbai | 1,290 km (800 mi) | 1,290 km (800 mi) | 100 | 31 August 2011 | [୩] Archived 2009-08-04 at the Wayback Machine. |
3. | Kolkata-Chennai | 1,684 km (1,046 mi) | 1,684 km (1,046 mi) | 100 | 31 May 2013 | [୪] Archived 2009-07-23 at the Wayback Machine. |
4. | Mumbai-Delhi | 1,419 km (882 mi) | 1,419 km (882 mi) | 100 | 31 August 2011 | [୫] Archived 2009-06-28 at the Wayback Machine. |
Total | 5,846 km (3,633 mi) | 5,846 km (3,633 mi) | 100 | 31 May 2013 | [୬] Archived 2009-11-29 at the Wayback Machine. |
ସୁବର୍ଣ୍ଣ ଚତୁର୍ଭୁଜ ପରିଯୋଜନାର ସମ୍ପୂର୍ଣ୍ଣତା ୨୦୧୨ , ଜାନୁଆରୀ ୭ ତାରିଖରେ ଘୋଷିତ ହେଇଥିଲା ।
NHAI - Archived 2009-11-29 at the Wayback Machine. ର ବର୍ତ୍ତମାନ ସ୍ଥିତି
ପ୍ରତ୍ୟେକ ରାଜ୍ୟରେ ଦୈର୍ଘ୍ୟ
[ସମ୍ପାଦନା]ସମ୍ପୂର୍ଣ୍ଣ୍ଣ ହେଲା ପରେ ସୁବର୍ଣ୍ଣ ଚତୁର୍ଭୁଜ ରାଜପଥ ୧୩ଟି ଭାରତୀୟ ରାଜ୍ୟ ଦେଇ ଯାଉଛି । :
- Andhra Pradesh – 1,014 km (630 mi)
- Uttar Pradesh – 756 km (470 mi)
- Rajasthan – 725 km (450 mi)
- Karnataka – 623 km (387 mi)
- Maharashtra – 487 km (303 mi)
- Gujarat – 485 km (301 mi)
- Odisha – 440 km (270 mi)
- West Bengal – 406 km (252 mi)
- Tamil Nadu – 342 km (213 mi)
- Bihar – 204 km (127 mi)
- Jharkhand – 192 km (119 mi)
- Haryana – 152 km (94 mi)
- Delhi – 25 km (16 mi)
- Total – 5,846 km (3,633 mi)
ରେକର୍ଡ ସମୂହ
[ସମ୍ପାଦନା]ଅଧିକ ପଠନ
[ସମ୍ପାଦନା]- Diamond Quadrilateral
- List of National Highways in India by highway number
- List of National Highways in India
- National Highways Development Project
- North-South and East-West Corridor
- Transport in India
- Bharatmala
ଆଧାର
[ସମ୍ପାଦନା]- ↑ [୧]
- ↑ "Govt declares Golden Quadrilateral complete". The Indian Express. 7 January 2012.
- ↑ "National Highways Development Project Map". National Highways Institute of India. Archived from the original on 2016-03-04. Retrieved 2016-10-26.
- ↑ "Contractors take the sheen off Golden Quadrilateral". The Financial Express. 3 August 2011.
- ↑ "Contractors take the sheen off Golden Quadrilateral". The Financial Express. 3 August 2011.
- ↑ Megha Bahree (21 September 2009). "Ambassador: Indian Economy Will Grow". Forbes.
- ↑ "Hosur-Krishnagiri road project goes to R-Infra". New Delhi: The Hindu. 21 May 2010. p. 1. Archived from the original on 26 May 2010. Retrieved 31 March 2012.
ବାହାର ଲିଙ୍କ
[ସମ୍ପାଦନା]- 'Mile by Mile, India Paves a Smoother Future' – extremely detailed New York Times article, dated 4 December 2005 (free registration required)
- "Golden Quadrilateral still has miles to go" – Financial Express article dated 26 August 2005
- Official website of the National Highways Authority of India Archived 2016-06-11 at the Wayback Machine.
- Map of GQ progress on the NHAI website Archived 2016-03-04 at the Wayback Machine.
- Ministry of Road Transport