Jump to content

ନେଲ୍ଲୋର

ଉଇକିପିଡ଼ିଆ‌ରୁ
ନେଲ୍ଲୋର
నెల్లూరు
Vikrama Simhapuri
Nelluru
ସହର
ଦେଶଭାରତ
ରାଜ୍ୟଆନ୍ଧ୍ର ପ୍ରଦେଶ
RegionCoastal Andhra
ଜିଲ୍ଲାନେଲ୍ଲୋର ଜିଲ୍ଲା
Government
  TypeMunicipal Corporation
  BodyNellore Municipal Corporation
Area
  ସହର194.4 km2 (75.1 sq mi)
Elevation
18 m (59 ft)
Population
 (2011 census)[]
  ସହର୫,୬୫,୨୫୮
  Rank6
  Density2,900/km2 (7,500/sq mi)
  Metro୭,୩୪,୦୧୧
ଭାଷା
  ସରକାରୀତେଲୁଗୁ, ଉର୍ଦ୍ଦୁ ଭାଷା[][]
Time zoneUTC+5:30 (IST)
PIN
524001-524007
Telephone code0861
ଯାନବାହାନ ପଞ୍ଚୀକରଣAP 26
Websitewww.nelloremunicipalcorporation.org

ନେଲ୍ଲୋର, ଆନ୍ଧ୍ର ପ୍ରଦେଶର ଏକ ସହର ଓ ନେଲ୍ଲୋର ଜିଲ୍ଲାର ସଦର ମହକୂମା । ନେଲ୍ଲୋର ଆନ୍ଧ୍ରପ୍ରଦେଶର ୪ର୍ଥ ବୃହତମ ସହର। ୧୩ଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା "ବିକ୍ରମ ସିଂହପୁରୀ " ନାମରେ ପରିଚିତ ଥିଲା। ନେଲ୍ଲୋର ଆନ୍ଧ୍ରପ୍ରଦେଶର ରାଜଧାନୀଠାରୁ ୨୭୯ କି.ମି. ଦକ୍ଷିଣ ଏବଂ ଚେନ୍ନାଇଠାରୁ ୧୬୮ କି.ମି. ଉତ୍ତରରେ ଚେନ୍ନାଇ-କଲିକତା ଜାତୀୟ ରାଜପଥ ଉପରେ ଅବସ୍ଥିତ। ଏହା ପେନ୍ନା ନଦୀ ଉପକୂଳରେ ଅବସ୍ଥିତ ଯାହା ଧାନ ଓ ମୀନ ପାଇଁ ଜଣାଶୁଣା।

ଭୂଗୋଳ

[ସମ୍ପାଦନା]

ଇତିହାସ

[ସମ୍ପାଦନା]

ପର୍ଯ୍ୟଟନ

[ସମ୍ପାଦନା]
  1. "Provisional Population Totals, Census of India 2011; Cities having population 1 lakh and above" (pdf). Office of the Registrar General & Census Commissioner, India. Retrieved 26 March 2012.
  2. "Provisional Population Totals, Census of India 2011; Urban Agglomerations/Cities having population 1 lakh and above" (pdf). Office of the Registrar General & Census Commissioner, India. Retrieved 26 March 2012.
  3. "Language in India". Language in India. Retrieved 10 November 2011.
  4. The Milli Gazette, OPI, Pharos Media. "Urdu second official language of 5 more districts of AP, The Milli Gazette, Vol. 2 No. 19". Milligazette.com. Retrieved 10 November 2011.{{cite web}}: CS1 maint: multiple names: authors list (link)

ବାହାର ତଥ୍ୟ

[ସମ୍ପାଦନା]