ଦେହରି
ଦେଖଣା
Dehri On Sone
डेहरी Dehri | |
|---|---|
city | |
| ଦେଶ | |
| ରାଜ୍ୟ | Bihar |
| ଜିଲ୍ଲା | Rohtas |
| Government | |
| • Type | Nagar Parishad(Municipality) |
| • Body | Dehri Nagar Parishad |
| Elevation | 52 m (171 ft) |
| ଭାଷା | |
| • ସରକାରୀ | Hindi, Urdu |
| • Others | Bhojpuri, Magahi |
| Time zone | UTC5:30 (IST) |
| PIN | |
| Website | rohtas |
ଦେହରି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ବିହାରର ରୋହ୍ତସ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଦେହରି ୨୫.୪୨୫୩ ଉତ୍ତର ଅକ୍ଷାଂଶ ଓ ୮୩.୮୧୯୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୩ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଦେହରି ସହରର ମୋଟ ଜନସଂଖ୍ୟା ୧୧୯୦୦୭ ଅଟେ ।[୨] ସେଥି ମଧ୍ୟରୁ ୫୩.୪୦% ଜଣ ପରୁଷ ହୋଇଥିବା ବେଳେ ୪୬.୬୦% ଜଣ ନାରୀ ଅଟନ୍ତି । ଦେହରିର ସାକ୍ଷରତା ହାର ୬୬.୨୪% ଅଟେ । ଏହା ଜାତୀୟ ହାରଠାରୁ ୧.୪୦% ପ୍ରତିଶତ କମ ଅଟେ । ସେଥିରୁ ୩୯.୫୮% ପ୍ରତିଶତ ପୁରୁଷ ଓ ୨୬.୬୬% ନାରୀ ଅଟନ୍ତି । ୧୫.୦୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ଦେହରିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.