ଆସାନସୋଲ
ଦେଖଣା
ଆସାନସୋଲ ଏକ ଭାରତୀୟ ପୌର ପରିଷଦ ଅଟେ । ଏହା ପଶ୍ଚିମବଙ୍ଗର ବର୍ଦ୍ଧମନ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଆସାନସୋଲ ୨୩.୬୮୩୩ ଉତ୍ତର ଅକ୍ଷାଂଶ ଓ ୮୬.୯୮୩୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୧୮ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଆସାନସୋଲ ସହରର ମୋଟ ଜନସଂଖ୍ୟା ୪୮୬୩୦୪ ଅଟେ ।[୨] ସେଥି ମଧ୍ୟରୁ ୫୨.୭୬% ଜଣ ପରୁଷ ହୋଇଥିବା ବେଳେ ୪୭.୨୪% ଜଣ ନାରୀ ଅଟନ୍ତି । ଆସାନସୋଲର ସାକ୍ଷରତା ହାର ୭୨.୫୭% ଅଟେ । ଏହା ଜାତୀୟ ହାରଠାରୁ ୭.୭୩% ପ୍ରତିଶତ କମ ଅଟେ । ସେଥିରୁ ୪୧.୪୮% ପ୍ରତିଶତ ପୁରୁଷ ଓ ୩୧.୧୦% ନାରୀ ଅଟନ୍ତି । ୧୦.୫୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ବଙ୍ଗାଳୀ ଆସାନସୋଲର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.