କାବାଲି
Kavali, Andhra Pradesh కావలి | |
---|---|
ଦେଶ | India |
ରାଜ୍ୟ | Andhra Pradesh |
ଜିଲ୍ଲା | Nellore |
ସରକାର | |
• ପ୍ରକାର | Municipality |
• ପରିଚାଳନା | Kavali Municipality |
କ୍ଷେତ୍ରଫଳ | |
• ମୋଟ | 22.95 km2 (8.86 sq mi) |
Elevation | 20 m (70 ft) |
ଜନସଂଖ୍ୟା (2014)[୩] | |
• ମୋଟ | ୮୨,୩୩୬ |
• ଘନତା | 3,600/km2 (9,300/sq mi) |
ଭାଷା | |
• ସରକାରୀ | Telugu |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | 524201,02,03 |
ଗାଡ଼ି ପଞ୍ଜିକରଣ | AP-26 |
କାବାଲି ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ନେଲ୍ଲୋରେ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
କାବାଲି ୧୪.୯୧୫୮ ଉତ୍ତର ଅକ୍ଷାଂଶ ଓ ୭୯.୯୯୧୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୬୨ ଫୁଟ ଉଚ୍ଚତାରେ ରହିଛି ।[୪]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କାବାଲି ସହରର ମୋଟ ଜନସଂଖ୍ୟା ୭୮୩୫୧ ଅଟେ ।[୫] ସେଥି ମଧ୍ୟରୁ ୫୧.୮୨% ଜଣ ପରୁଷ ହୋଇଥିବା ବେଳେ ୪୮.୧୮% ଜଣ ନାରୀ ଅଟନ୍ତି । କାବାଲିର ସାକ୍ଷରତା ହାର ୭୧.୮୨% ଅଟେ । ଏହା ଜାତୀୟ ହାରଠାରୁ ୬.୯୮% ପ୍ରତିଶତ କମ ଅଟେ । ସେଥିରୁ ୪୦.୩୮% ପ୍ରତିଶତ ପୁରୁଷ ଓ ୩୧.୪୪% ନାରୀ ଅଟନ୍ତି । ୧୦.୦୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୫]
ଭାଷା[ସମ୍ପାଦନା]
ତେଲୁଗୁ କାବାଲିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Kavali Municipality" (PDF). Sri Potti Sri Ramulu Nellore District. Retrieved 22 August 2014.
- ↑ "Elevation for Rajam". Veloroutes. Retrieved 21 August 2014.
- ↑ "Census 2011". The Registrar General & Census Commissioner, India. Retrieved 20 August 2014.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୫.୦ ୫.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.