Jump to content

ସୁରତ

ଉଇକିପିଡ଼ିଆ‌ରୁ
(ସୁରାଟରୁ ଲେଉଟି ଆସିଛି)
ସୁରତ
સુરત
Metropolitan City
Surat-one of the fastest growing city.but hear not international airport
Nickname(s): 
Diamond City, Textile City, Silk City, Clean City, Fastest Growing City, City Of Bridges & Flyovers
ଦେଶଭାରତ
ରାଜ୍ୟଗୁଜରାଟ
ଜିଲ୍ଲାସୁରତ
Zone7
Government
  TypeMayor–Council
  BodySurat Municipal Corporation
  MayorRajendra Ajitrai Desai (Raju Desai) (BJP)
  Municipal CommissionerManoj Kumar Das
  Police CommissionerRakesh Asthana
Area
  Metropolitan City326.515 km2 (126.068 sq mi)
Elevation
13 m (43 ft)
Population
 (2011)[]
  Metropolitan City୪୪,୬୨,୦୦୨ (୪୭ Lacs in mid Year୨,୦୧୨)
  Rank8th
  Metro୪୫,୮୫,୩୬୭
  Metro rank
୯th
Time zoneUTC+5:30 (IST)
Pincode(s)
395 0XX & 394 XXX
Area code91-261-XXX-XXXX
ଯାନବାହାନ ପଞ୍ଚୀକରଣGJ 05 & GJ 28
Coastline35 kilometres (22 mi)
Literacy86.65%[]
ଭାଷାଗୁଜରାଟୀ , ହିନ୍ଦୀ
HDIHigh
Websitewww.suratmunicipal.gov.in

ସୁରତ, ଗୁଜରାଟ ରାଜ୍ୟର ଏକ ପ୍ରମୁଖ ସହର । ସୁରତ ହେଉଛି ଗୁଜରାଟର ଦ୍ୱିତୀୟ ତଥା ଭାରତର ନମବ ବୃହତ୍ତମ ସହର । ଜନବସତି ଓ ଶିଳ୍ପଦ୍ୟୋଗ ଅନୁସାରେ ଗୁଜରାଟରେ ଅହମଦାବାଦ ପରେ ସୁରତର ନାମ । ବିଶ୍ୱର ୯୦-୯୫ ପ୍ରତିଶତ ହୀରା ସୁରତରେ ମାଜି (ଘସି) ପ୍ରସ୍ତୁତ ହେଉଛି । କପଡ଼ା ଉଦ୍ୟୋଗ ପାଇଁ ସୁରତ ପ୍ରସିଦ୍ଧ ।

ଭୂଗୋଳ

[ସମ୍ପାଦନା]

ଇତିହାସ

[ସମ୍ପାଦନା]

ପୂର୍ବେ ସୂର୍ଯୟପୁର ନାମରେ ସୁରତ ପ୍ରସିଦ୍ଧି ଲାଭକରି ପ୍ରଥମେ ମୋଗଲ୍,ତାପରେ ପର୍ତ୍ତୁଗୀଜ ଏବ, ଇଂରେଜମାନଙ୍କର ମୂଖ୍ୟ ବନ୍ଦର ଥିଲା । ସେହି ସମୟରେ ସୂର୍ଯ୍ୟପୁର ଲାଟପ୍ରଦେଶର ମୂଖ୍ୟ ନଗର ଥିଲା ।

ଦର୍ଶନୀୟ ସ୍ଥାନ

[ସମ୍ପାଦନା]
  1. "Mid-Year Population Estimates". Surat Municipal Corporation. Archived from the original on 2011-04-12. Retrieved 2010-09-15.
  2. "ଆର୍କାଇଭ୍ କପି". Archived from the original on 2013-03-24. Retrieved 2012-11-30. {{cite web}}: Cite has empty unknown parameter: |1= (help)
  3. "Literacy Rates by Sext for State and District". 2011 census of India. Government of India. Retrieved 25 June 2012.

ବାହାର ତଥ୍ୟ

[ସମ୍ପାଦନା]