ଶକୁନ୍ତଳା ଲାଗୁରୀ

ଉଇକିପିଡ଼ିଆ‌ରୁ
ଶକୁନ୍ତଳା ଲାଗୁରୀ
ସଭ୍ୟ: ଷୋଳତମ ଲୋକ ସଭା
Assumed office
୨୦୧୪
ପୂର୍ବ ଅଧିକାରୀଯଶବନ୍ତ ନାରାୟଣ ସିଂହ ଲାଗୁରୀ
ନିର୍ବାଚନ ମଣ୍ଡଳୀକେନ୍ଦୁଝର
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଯଶବନ୍ତ ନାରାୟଣ ସିଂହ ଲାଗୁରୀ
ପେଷାରାଜନୀତିଜ୍ଞ

ଶକୁନ୍ତଳା ଲାଗୁରୀ ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ସାଧାରଣ ନିର୍ବାତନ, ୨୦୧୪ରେ ଷୋହଳତମ ଲୋକ ସଭାକୁ କେନ୍ଦୁଝର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।[୧] ସେ ବିଜୁ ଜନତା ଦଳ (ବିଜେଡି)ର ସଭ୍ୟ ।

ଏହା ମଧ୍ଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Constituencywise Trends". Election Commission of India. Archived from the original on 28 May 2014. Retrieved 19 May 2014.