Jump to content

ଉଇକିପିଡ଼ିଆ:ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୩/କର୍ମଶାଳା

ଉଇକିପିଡ଼ିଆ‌ରୁ
୨୦୨୩ ମସିହାରେ ଭଦ୍ରକରେ ଆୟୋଜିତ କର୍ମଶାଳା

ଏହି ଗଣ-ସମ୍ପାଦନା ଅଧିନରେ ୧୨ ଅପ୍ରେଲ ୨୦୨୩ରେ ଏକ ଛୋଟ କର୍ମଶାଳା ଭଦ୍ରକଠାରେ ଅନୁଷ୍ଠିତ ହୋଇଥିଲେ । ଯଦିଓ ଗଣ-ସମ୍ପାଦନାଟି ଅନ୍‌ଲାଇନ୍‌ରେ ଆୟୋଜିତ ହୋଇ ଆସିଛି, ତଥାପି ଏଥର ମୁଖ୍ୟ ଆୟୋଜକଙ୍କ ତରଫରୁ ଅଫ୍‌ଲାଇନ୍ ଗଣ-ସମ୍ପାଦନା ପାଇଁ ସୁଯୋଗ ଦିଆଯାଇଥିଲା । ତେଣୁ ଉଇକିପିଡ଼ିଆ ବିଷୟରେ ଯୁବପିଢ଼ିଙ୍କୁ ଅବଗତ କରାଇବାକୁ ଓ ଏହାର ବିକାଶ କରିବାକୁ ପ୍ରଥମ ଥର ପାଇଁ ଭଦ୍ରକରେ ଏକ ଛୋଟ କର୍ମଶାଳ ଓ ଗଣ-ସମ୍ପାଦନା ଆୟୋଜନ କରାଯାଇଥିଲା ।

କ'ଣ ଶିଖାଯାଇଥିଲା

[ସମ୍ପାଦନା]
  • ଖୋଲା ଜ୍ଞାନକୋଷ ବା ଓପନ୍ ସୋର୍ସ୍‌ର ଆବଶ୍ୟକତା କ'ଣ
  • ଉଇକିପିଡ଼ିଆ କ'ଣ
  • ଉଇକିପିଡ଼ିଆରେ କ'ଣ ଲେଖାଯାଇପାରିବ
  • ଉଇକିପିଡ଼ିଆରେ କ'ଣ ଲେଖାଯିବ ନାହିଁ
  • ସହଜରେ କେମିତି ଇଂରାଜୀରୁ ଓଡ଼ିଆ ଉଇକିପିଡ଼ିଆକୁ ଅନୁବାଦ କରାଯାଇପାରିବ
  • କର୍ମଶାଳାରେ ଯୋଗଦାନ
  • ପ୍ରଥମ ଅନୁବାଦ

ଆୟୋଜକ

[ସମ୍ପାଦନା]
  1. ସଂଗ୍ରାମ କେଶରୀ ସେନାପତି

ଭାଗ ନେଇଥିଲେ

[ସମ୍ପାଦନା]

ଏହି କର୍ମଶାଳାରେ ସମୁଦାୟ ୭ ଜଣ ଯୋଗ ଦେଇଥିଲେ ।

  1. ବିଚିତ୍ରାନନ୍ଦ ଜେନା
  2. Ashkand Panigrahi
  3. Barsha Rani Behera Nayak
  4. Monalisa Sahu2001
  5. Ansuman Swain Bhadrak
  6. Sasmita sahoo 1999
  7. ଅରୂପାନନ୍ଦ ନାୟକ
  1. Dhangadamajhi, Sunil Kumar (13 April 2023). "ଭଦ୍ରକରେ ପ୍ରଥମକରି ଉଇକିପିଡ଼ିଆ କର୍ମଶାଳା ଆୟୋଜିତ". ଓଡ଼ିଆ ବାର୍ତ୍ତା (in Odia). Archived from the original on 22 June 2023. Retrieved 22 June 2023.{{cite news}}: CS1 maint: unrecognized language (link)
  2. "ଭଦ୍ରକରେ ଉଇକିପିଡ଼ିଆ କର୍ମଶାଳା ଆୟୋଜିତ - Samaja Live". ସମାଜ ଲାଇଭ୍. 14 April 2023. Archived from the original on 3 June 2025. Retrieved 3 June 2025.
  3. "ଭଦ୍ରକରେ ପ୍ରଥମକରି ଉଇକିପିଡ଼ିଆ କର୍ମଶାଳା ଆୟୋଜିତ". Sakala Khabar. 13 April 2023. Archived from the original on 3 June 2025. Retrieved 3 June 2025.