ବ୍ୟବହାରକାରୀଙ୍କ ଆଲୋଚନା:AskSnehasish
ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।
ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।
ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?
|
|
ଆପଣ କିପରି ସାହାଯ୍ୟ କରିପାରିବେ:
|
|
ଅଧିକ ଜାଣିବା କଥା...
|
--ଆଦିତ୍ୟ ମହାର (ଆଲୋଚନା) ୦୫:୨୮, ୨୬ ଡିସେମ୍ବର ୨୦୧୫ (UTC)
A barnstar for you!
[ସମ୍ପାଦନା]The Editor's Barnstar | |
ସ୍ନେହାଶିଷ ଭାଇ,
ଖୁବ କମ ଦିନରେ ଆପଣଙ୍କ ଅବଦାନ ଓ ଆଗ୍ରହ ଦେଖି ବହୁତ ଖୁସି ଲାଗୁଛି, ଆଶା କରୁଛି ଆଗକୁ ମଧ୍ୟ ଏମିତି ଜାରି ରଖିବେ। ମୋ ତରଫରୁ ଏ ଛୋଟିଆ ଉପହାର :) ଆଦିତ୍ୟ ମହାର (ଆଲୋଚନା) ୦୫:୩୭, ୨୬ ଡିସେମ୍ବର ୨୦୧୫ (UTC) |
- ବହୁତ ବହୁତ ଧନ୍ୟବାଦ ଭାଇ । Th3snehasish (ମୋ ଆଲୋଚନା) ୧୫:୫୯, ୨୬ ଡିସେମ୍ବର ୨୦୧୫ (UTC)
A barnstar for you!
[ସମ୍ପାଦନା]The Teamwork Barnstar | |
ସ୍ନେହାଶିଷ ଭାଇ, ଆମ ମାନଙ୍କୁ ଓଡିଆ ଉଇକିପିଡିଆରେ ସବୁ ବେଳେ ସାହାଯ୍ୟ କରିବା ନିମନ୍ତେ, ଏହି ଉପହାର । Lingarajsahoo raj (ମୋ ଆଲୋଚନା) ୧୨:୪୧, ୨୬ ଡିସେମ୍ବର ୨୦୧୫ (UTC) |
- ବହୁତ ବହୁତ ଧନ୍ୟବାଦ ଭାଇ । Th3snehasish (ମୋ ଆଲୋଚନା) ୧୬:୦୦, ୨୬ ଡିସେମ୍ବର ୨୦୧୫ (UTC)
A barnstar for you!
[ସମ୍ପାଦନା]The Original Barnstar | |
ସ୍ନେହାଶିଷ ଭାଇ, ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକ ଉପରେ ଲେଖିଥିବା ଆପଣଙ୍କ ଲେଖାଗୁଡ଼ିକ ସମୟପୋଯୋଗୀ । ଓଡ଼ିଆ ଉଇକିପିଡ଼ିଆକୁ ଆଗକୁ ନେବାରେ ସାହାଯ୍ୟ କରିଥିବାରୁ ଅନେକ ଅନେକ ଧନ୍ୟବାଦ । ଶିତିକଣ୍ଠ (ଆଲୋଚନା) ୧୫:୪୨, ୨୬ ଡିସେମ୍ବର ୨୦୧୫ (UTC) |
- ବହୁତ ବହୁତ ଧନ୍ୟବାଦ ଭାଇ । Th3snehasish (ମୋ ଆଲୋଚନା) ୧୬:୦୦, ୨୬ ଡିସେମ୍ବର ୨୦୧୫ (UTC)
A barnstar for you!
[ସମ୍ପାଦନା]The Tireless Contributor Barnstar | |
ଉଇକିପିଡିଆ ୧୫ରେ ସହଯୋଗ କରିଥିବାରୁ ଧନ୍ୟବାଦ । jd (ମୋ ଆଲୋଚନା) ୧୬:୦୩, ୧୯ ଜାନୁଆରୀ ୨୦୧୬ (IST) |
A barnstar for you!
[ସମ୍ପାଦନା]The Original Barnstar | |
ଆପଣ ଉଇକି ଟୁଙ୍ଗି ପୁରୀ ର ନୂଆ ଉଇକିଆଳି ମାନଙ୍କ ପାଇଁ ଏକ ଆଦର୍ଶ ପଥ ପ୍ରଦର୍ଶକ ଭାବେ ସାହାଯ୍ୟ କରିଥିବା ହେତୁ ଆପଣଙ୍କୁ ଅଶେସ ଅଶେସ ଧନ୍ୟବାଦ । T3knikalteenager (ମୋ ଆଲୋଚନା) ୦୦:୪୨, ୨୦ ଜାନୁଆରୀ ୨୦୧୬ (IST) |
Geographical Indications in India Edit-a-thon starts in 24 hours
[ସମ୍ପାଦନା]Hello,
Thanks a lot for signing up as a participant in the Geographical Indications in India Edit-a-thon. We want to inform you that this edit-a-thon will start in next 24 hours or so (25 January 0:00 UTC). Here are a few handy tips:
- ⓵ Before starting you may check the rules of the edit-a-thon once again.
- ⓶ A resource section has been started, you may check it here.
- ⓷ Report the articles you are creating and expanding. If a local event page has been created on your Wikipedia you may report it there, or you may report it on the Meta Wiki event page too. This is how you should add an article— go to the
"participants"
section where you have added you name, and beside that add the articles like this:Example (talk) (Articles: Article1, Article2, Article3, Article4).
You don't need to update both on Meta and on your Wikipedia, update at any one place you want. - ⓸ If you are posting about this edit-a-thon- on Facebook or Twitter, you may use the hashtag #GIIND2016
- ⓹ Do you have any question or comment? Do you want us to clarify something? Please ask it here.
Thank you and happy editing. --MediaWiki message delivery (ମୋ ଆଲୋଚନା) ୦୪:୦୨, ୨୪ ଜାନୁଆରୀ ୨୦୧୬ (IST)
GI edit-a-thon 2016 updates
[ସମ୍ପାଦନା]Geographical Indications in India Edit-a-thon 2016 has started, here are a few updates:
- More than 80 Wikipedians have joined this edit-a-thon
- More than 35 articles have been created/expanded already (this may not be the exact number, see "Ideas" section #1 below)
- Infobox geographical indication has been started on English Wikipedia. You may help to create a similar template for on your Wikipedia.
- Become GI edit-a-thon language ambassador
If you are an experienced editor, become an ambassador. Ambassadors are community representatives and they will review articles created/expanded during this edit-a-thon, and perform a few other administrative tasks.
- Translate the Meta event page
Please translate this event page into your own language. Event page has been started in Bengali, English and Telugu, please start a similar page on your event page too.
- Ideas
- Please report the articles you are creating or expanding here (or on your local Wikipedia, if there is an event page here). It'll be difficult for us to count or review articles unless you report it.
- These articles may also be created or expanded:
- Geographical indication (en:Geographical indication)
- List of Geographical Indications in India (en:List of Geographical Indications in India)
- Geographical Indications of Goods (Registration and Protection) Act, 1999 (en:Geographical Indications of Goods (Registration and Protection) Act, 1999)
See more ideas and share your own here.
- Media coverages
Please see a few media coverages on this event: The Times of India, IndiaEducationDiary, The Hindu.
- Further updates
Please keep checking the Meta-Wiki event page for latest updates.
All the best and keep on creating and expanding articles. :) --MediaWiki message delivery (ମୋ ଆଲୋଚନା) ୦୨:୧୬, ୨୮ ଜାନୁଆରୀ ୨୦୧୬ (IST)
7 more days to create or expand articles
[ସମ୍ପାଦନା]Hello, thanks a lot for participating in Geographical Indications in India Edit-a-thon. We understand that perhaps 7 days (i.e. 25 January to 31 January) were not sufficient to write on a topic like this, and/or you may need some more time to create/improve articles, so let's extend this event for a few more days. The edit-a-thon will continue till 10 February 2016 and that means you have got 7 more days to create or expand articles (or imprpove the articles you have already created or expanded).
- Rules
The rules remain unchanged. Please report your created or expanded articles.
- Joining now
Editors, who have not joined this edit-a-thon, may also join now.
- Reviewing articles
Reviewing of all articles should be done before the end of this month (i.e. February 2016). We'll keep you informed. You may also check the event page for more details.
- Prizes/Awards
A special barnstar will be given to all the participants who will create or expand articles during this edit-a-thon. The editors, who will perform exceptionally well, may be given an Indic Geographical Indication product or object. However, please note, nothing other than the barnstar has been finalized or guaranteed. We'll keep you informed.
- Questions?
Feel free to ask question(s) here. -- User:Titodutta (talk) sent using MediaWiki message delivery (ମୋ ଆଲୋଚନା) ୧୬:୩୮, ୨ ଫେବୃଆରୀ ୨୦୧୬ (IST)
GI edit-a-thon updates
[ସମ୍ପାଦନା]Thank you for participating in the Geographical Indications in India edit-a-thon. The review of the articles have started and we hope that it'll finish in next 2-3 weeks.
- Report articles: Please report all the articles you have created or expanded during the edit-a-thon here before 22 February.
- Become an ambassador You are also encouraged to become an ambassador and review the articles submitted by your community.
- Prizes/Awards
Prizes/awards have not been finalized still. These are the current ideas:
- A special barnstar will be given to all the participants who will create or expand articles during this edit-a-thon;
- GI special postcards may be sent to successful participants;
- A selected number of Book voucher/Flipkart/Amazon coupons will be given to the editors who performed exceptionally during this edit-a-thon.
We'll keep you informed.
- Train-a-Wikipedian
We also want to inform you about the program Train-a-Wikipedian. It is an empowerment program where groom Wikipedians and help them to become better editors. This trainings will mostly be online, we may conduct offline workshops/sessions as well. More than 10 editors from 5 Indic-language Wikipedias have already joined the program. We request you to have a look and consider joining. -- Titodutta (CIS-A2K) using MediaWiki message delivery (ମୋ ଆଲୋଚନା) ୦୧:୩୧, ୧୮ ଫେବୃଆରୀ ୨୦୧୬ (IST)
ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ
[ସମ୍ପାଦନା]
ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"। ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk |
Rio Olympics Edit-a-thon
[ସମ୍ପାଦନା]Dear Friends & Wikipedians, Celebrate the world's biggest sporting festival on Wikipedia. The Rio Olympics Edit-a-thon aims to pay tribute to Indian athletes and sportsperson who represent India at Olympics. Please find more details here. The Athlete who represent their country at Olympics, often fail to attain their due recognition. They bring glory to the nation. Let's write articles on them, as a mark of tribute.
For every 20 articles created collectively, a tree will be planted. Similarly, when an editor completes 20 articles, a book will be awarded to him/her. Check the main page for more details. Thank you. Abhinav619 (sent using MediaWiki message delivery (ମୋ ଆଲୋଚନା) ୨୨:୨୪, ୧୬ ଅଗଷ୍ଟ ୨୦୧୬ (IST), subscribe/unsubscribe)
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧ
[ସମ୍ପାଦନା]ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ | |
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। --ଶୈଳେଶ (ପଚାରିବେ କିଛି?) |
ପ୍ରସଙ୍ଗ ସମ୍ପୂର୍ଣ କରିବା ବାବଦରେ
[ସମ୍ପାଦନା]ତୁମ ଅବଦାନ ପାଇଁ ଧନ୍ୟବାଦ । ସବୁ ପ୍ରସଙ୍ଗରେ ତିଆରି ଚାଲିଛି ବୋଲି ପକାଉଛ । ଯଦି ପ୍ରସଙ୍ଗ ସରିଯାଉଛି ତ ସେ ଟାଗ କାଢି ଦିଅ । ନହେଲେ ଗୋଟେ ପ୍ରସଙ୍ଗ ସାରିବା ପରେ ଆଉ ଗୋଟେ ଲେଖିଲେ ଭଲ ହେବ । କିଛି ନିୟମ ନ ଥିଲେ ବି ଏମିତି କଲେ ଭଲ ହେବ ବୋଲି ମତାମତ ଦେଉଛି ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୩:୩୯, ୨୦ ଅଗଷ୍ଟ ୨୦୧୭ (IST)
ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧ
[ସମ୍ପାଦନା]ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ | |
ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST) |
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ରେ ଭାଗ ନେବାକୁ ନିମନ୍ତ୍ରଣ
[ସମ୍ପାଦନା]ନମସ୍କାର, ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ ଆସନ୍ତା ଫେବୃଆରୀ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଗଣ-ସମ୍ପାଦନାରେ ଆମେ ଓଡ଼ିଆ ଭାଷା ଏବଂ ତଦ୍ସମ୍ବନ୍ଧୀୟ ପ୍ରସଙ୍ଗମାନ ଉନ୍ନତ କରିବା ତଥା ଅତ୍ୟାବଶ୍ୟକୀୟ ପ୍ରସଙ୍ଗ ତିଆରି କରିବା । ଆଗରୁ ବହୁତ ପ୍ରସଙ୍ଗ ରହିଛି, ଯାହାକି ସେତେ ଉନ୍ନତମାନର ନାହିଁ, ତେଣୁ ତାକୁ ଉନ୍ନତ କରିବାକୁ ଏହି ଗଣ-ସମ୍ପାଦନାର ଆୟୋଜନ କରାଯାଇଛି । ଏହି ଗଣ-ସମ୍ପାଦନା ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିବ । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସହାଯ୍ୟ ପାଇଁ ଆଲୋଚନା ପୃଷ୍ଠାରେ ଲେଖିପାରିବେ । |
ସିଗନାଲ (ସଫ୍ଟୱେର) ପ୍ରସଙ୍ଗ ବାବଦରେ
[ସମ୍ପାଦନା]@AskSnehasish: ଅନେକ ଦିନ ପରେ ଉଇକିପିଡ଼ିଆକୁ ଫେରିଥିବା ଦେଖି ଖୁସି ଲାଗିଲା ଆଉ ସିଗନାଲ (ସଫ୍ଟୱେର) ପ୍ରସଙ୍ଗ ତିଆରି ମଧ୍ୟ ଭାରି ସମୟ ଉପଯୋଗୀ । ହେଲେ ଲେଖାଟି ଗୁଗୁଲ ଟ୍ରାନ୍ସଲେଟ କି ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଅନୁବାଦ କରି ତାକୁ ଆଉ ନ ସୁଧାରି ଲେଖିବା ଭଳି ଲାଗୁଛି ଟିକେ । ଆଉ ଲେଖା ତିଆରି ପରଠୁ ଆଧାର ନାହିଁ । ବିନା ଆଧାରରେ ବେଶୀ ଦିନ ରହିଲେ ହୁଏତ କେହି ସେଥିରେ {{Tl:ଲିଭାନ୍ତୁ}} ଛାଞ୍ଚ ପକାଇବ ଆଉ ଲିଭାଇ ବି ଦିଆଯାଇପାରେ । ଆଶା ତମେ ଲେଖାଟିକୁ ଆରମ୍ଭ କରିଥିବାରୁ ଆଉ କିଛି ବାଟ ଆଗକୁ ନେବ ଫଳରେ ବାକିମାନେ ମଧ୍ୟ ସେଥିରେ ଅଧିକ ଯୋଡ଼ିବେ । --ସୁଭ (ଆଳାପ) ୧୪:୩୧, ୨୪ ଜାନୁଆରୀ ୨୦୨୧ (IST)
ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩ରେ ଭାଗ ନେବାକୁ ଅନୁରୋଧ
[ସମ୍ପାଦନା]ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩ | |
ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୪ ଅଗଷ୍ଟ ୨୦୨୩ରୁ ୧୬ ଅଗଷ୍ଟ ୨୦୨୩ ଯାଏଁ ତିନିଦିନ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବ । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । |
ପରମ ବୀର ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ
[ସମ୍ପାଦନା]ପରମ ବୀର ଚକ୍ର ଗଣସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ
୨୦୨୩ ସେପ୍ଟେମ୍ବର ୧୫ - ୨୦
ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)