ବ୍ୟବହାରକାରୀ:T3knikalteenager

ଉଇକିପିଡ଼ିଆ ରୁ
Jump to navigation Jump to search


ସତ୍ୟବ୍ରତ ସାହୁଙ୍କ ବ୍ୟବହାରକାରୀ ପୃଷ୍ଠାରେ ଅପଣମାନଙ୍କୁ ସ୍ୱାଗତ!


ସତ୍ୟବ୍ରତ ସାହୁ
Sri Jagannath Temple Puri, Orissa.jpegଏହି ସଭ୍ୟଙ୍କ ଘର ପୁରୀ ବା ସେଠାରେ ରହୁଅଛନ୍ତି



ଓଡିଆ ଉଇକିପିଡିଆର ଜଣେ ସମ୍ପାଦକ ଓ ଉଇକିଟୁଙ୍ଗି ପୁରୀର ସଦସ୍ୟ।

ମୁଁ ବ୍ଲେସଡ୍ ସାକ୍ରାମେଣ୍ଟ ହାଇ ସ୍କୁଲ୍ ର ଦଶମ ଶ୍ରେଣୀ ରେ ପଢୁଥିବା ଛାତ୍ର । ମୁଁ ୨୯ ଡିସେମ୍ବର୍ ୨୦୧୫ ରେ ଓଡିଆ ଉଇକିପିଡିଆରେ ସାମିଲ୍ ହେଲି । ମୁଁ ଓଡିଶା ଲୋକାଲ୍ ଗାଇଡ୍ସର ମଧ୍ୟ ଏକ ସଦସ୍ୟ ।

ମୁଁ ଏବେ ପାଠ ପଢା ସହିତ ଓଡିଆ ଉଇକିପିଡିଆ ପାଇଁ ସମ୍ପାଦନ କରୁଛି । ଏହା ସହିତ ମୁଁ ନିଜର କମ୍ପୁଟର୍ ବିଗ୍ୟାନ ଓ ଟେକନୋଲୋଜି ପ୍ରତି ଆଗ୍ରହ ପାଇଁ ନିଜର ବ୍ଲଗ୍ ମଧ୍ୟ ପରିଚାଳିତ କରୁଛି ।


ଯୋଗାଯୋଗ

T3knikalteenager (ମୋ ଆଲୋଚନା) ୧୫:୪୧, ୫ ଜୁନ ୨୦୧୬ (IST)