ବ୍ୟବହାରକାରୀ:T3knikalteenager

ଉଇକିପିଡ଼ିଆ‌ରୁ


ସତ୍ୟବ୍ରତ ସାହୁଙ୍କ ବ୍ୟବହାରକାରୀ ପୃଷ୍ଠାରେ ଅପଣମାନଙ୍କୁ ସ୍ୱାଗତ!


ସତ୍ୟବ୍ରତ ସାହୁ
ଏହି ସଭ୍ୟଙ୍କ ଘର ପୁରୀ ବା ସେଠାରେ ରହୁଅଛନ୍ତି



ଓଡିଆ ଉଇକିପିଡିଆର ଜଣେ ସମ୍ପାଦକ ଓ ଉଇକିଟୁଙ୍ଗି ପୁରୀର ସଦସ୍ୟ।

ମୁଁ ବ୍ଲେସଡ୍ ସାକ୍ରାମେଣ୍ଟ ହାଇ ସ୍କୁଲ୍ ର ଦଶମ ଶ୍ରେଣୀ ରେ ପଢୁଥିବା ଛାତ୍ର । ମୁଁ ୨୯ ଡିସେମ୍ବର୍ ୨୦୧୫ ରେ ଓଡିଆ ଉଇକିପିଡିଆରେ ସାମିଲ୍ ହେଲି । ମୁଁ ଓଡିଶା ଲୋକାଲ୍ ଗାଇଡ୍ସର ମଧ୍ୟ ଏକ ସଦସ୍ୟ ।

ମୁଁ ଏବେ ପାଠ ପଢା ସହିତ ଓଡିଆ ଉଇକିପିଡିଆ ପାଇଁ ସମ୍ପାଦନ କରୁଛି । ଏହା ସହିତ ମୁଁ ନିଜର କମ୍ପୁଟର୍ ବିଗ୍ୟାନ ଓ ଟେକନୋଲୋଜି ପ୍ରତି ଆଗ୍ରହ ପାଇଁ ନିଜର ବ୍ଲଗ୍ ମଧ୍ୟ ପରିଚାଳିତ କରୁଛି ।


ଯୋଗାଯୋଗ

T3knikalteenager (ମୋ ଆଲୋଚନା) ୧୫:୪୧, ୫ ଜୁନ ୨୦୧୬ (IST)