ବ୍ୟବହାରକାରୀଙ୍କ ଆଲୋଚନା:Lingarajsahoo raj
ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।
ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।
ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?
|
|
ଆପଣ କିପରି ସାହାଯ୍ୟ କରିପାରିବେ:
|
|
ଅଧିକ ଜାଣିବା କଥା...
|
ଆପଣଙ୍କ ବ୍ୟକ୍ତିଗତ ବ୍ୟବହାରକାରୀ ଆଲୋଚନା ପୃଷ୍ଠା ବାବଦରେ
[ସମ୍ପାଦନା]ଆପଣ ନିଜ ବ୍ୟକ୍ତିଗତ ବ୍ୟବହାରକାରୀ ଆଲୋଚନା ପୃଷ୍ଠାରେ ଲେଖିଥିବା ସୁନ୍ଦର ପିଚାଇ ପ୍ରସଙ୍ଗଟି ଲିଭାଇ ଦିଆ ଯାଇଛି । ଆପଣଙ୍କ ଏ ପୃଷ୍ଠାଟି ବରଂ ଆପଣଙ୍କ ନିମନ୍ତେ ସନ୍ଦେସ ଲେଖିବା ପାଇଁ । ପ୍ରସଙ୍ଗ ଲେଖିବା ପାଇଁ ନୁହେଁ । -- T3knikalteenager (ମୋ ଆଲୋଚନା) ୦୧:୦୨, ୨୦ ଜାନୁଆରୀ ୨୦୧୬ (IST)