ବୈଷ୍ଣବ ଚରଣ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ବୈଷ୍ଣବ ଚରଣ ପଟ୍ଟନାୟକ
ସଭ୍ୟ: ତୃତୀୟ ଲୋକ ସଭା
କାର୍ଯ୍ୟକାଳ
୧୯୬୨ – ୧୯୬୭
ପୂର୍ବ ଅଧିକାରୀସୁରେନ୍ଦ୍ର ମହାନ୍ତି
ପର ଅଧିକାରୀକାମାକ୍ଷା ପ୍ରସାଦ ସିଂଦେଓ
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
ସଭ୍ୟ: ପ୍ରଥମ ବିଧାନ ସଭା
କାର୍ଯ୍ୟକାଳ
୨୦ ଫେବୃଆରୀ ୧୯୫୨ – ୧୪ ମାର୍ଚ୍ଚ ୧୯୫୭
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ
ବୈଷ୍ଣବ ଚରଣ ପଟ୍ଟନାୟକ

(1914-04-29)୨୯ ଅପ୍ରେଲ ୧୯୧୪
ଢେଙ୍କାନାଳ, ଭାରତ
ମୃତ୍ୟୁ୧ ଜାନୁଆରୀ ୨୦୧୩(2013-01-01) (ବୟସ ୯୮)
ରାଜନୀତିକ ଦଳକଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କମ୍ୟୁନିଷ୍ଟ
ପୁରସ୍କାରକପିଳାସ ସମ୍ମାନ

ବୈଷ୍ଣବ ଚରଣ ପଟ୍ଟନାୟକ (୨୯ ଅପ୍ରେଲ ୧୯୧୪ - ୦୧ ଜାନୁଆରୀ ୨୦୧୩) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞ ଥିଲେ ।

ଜୀବନୀ[ସମ୍ପାଦନା]

ଯୂବ ଅବସ୍ଥାରୁ ସେ ବୈପ୍ଳବିକ ଚିନ୍ତାଧାରାରେ ବିଶ୍ୱାସ ରଖୁଥିଲେ । ୧୯୩୮ରେ ଭୁବନ, ନୀଳକଣ୍ଠପୁର, କଦାରସୁଙ୍ଘା, ଅଳସୁଆହାଟ ଇତ୍ୟାଦି ଗ୍ରାମରେ ଯୁବକମାନଙ୍କୁ ଏକାଠି କରି ପ୍ରଜା ଆନ୍ଦୋଳନର ନେତୃତ୍ୱ ନେଇଥିଲେ । [୧] ସେ ଓଡ଼ିଶାର ପ୍ରଥମ ବିଧାନ ସଭାକୁ ୧୯୫୨-୫୭ ପର୍ଯ୍ୟନ୍ତ[୨] ଏବଂ ଢେଙ୍କାନାଳ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ରୁ ତୃତୀୟ ଲୋକ ସଭାକୁ ୧୯୬୨-୬୭ ପର୍ଯ୍ୟନ୍ତ ନିର୍ବାଚିତ ହୋଇଥିଲେ ।[୩]

ସମ୍ମାନ[ସମ୍ପାଦନା]

୨୦୦୫ ମସିହାରେ ତାଙ୍କୁ କପିଳାସ ସମ୍ମାନ ପ୍ରଦାନ କରାଯାଇଥିଲା ।[୪]

ଆଧାର[ସମ୍ପାଦନା]

  1. "Baishnab Charan Patnaik". Retrieved 29 April 2013.[permanent dead link]
  2. "MLA Late Baisnab Charan Patnaik Profile - DHENKANAL Constituency". Retrieved 30 April 2016.
  3. "Dhenkanal(Orissa) Lok Sabha Election Results 2014 with Sitting MP and Party Name". Retrieved 30 April 2016.
  4. "Kapilas Samman". Retrieved 29 April 2013.

ଭିଡ଼ିଓ[ସମ୍ପାଦନା]