ଫେବୃଆରୀ
ଦେଖଣା
(ଫେବୃୟାରୀରୁ ଲେଉଟି ଆସିଛି)
| << | ଫେବୃଆରୀ | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ୨ | ୩ | ୪ | ୫ | ୬ | ୭ |
| ୮ | ୯ | ୧୦ | ୧୧ | ୧୨ | ୧୩ | ୧୪ |
| ୧୫ | ୧୬ | ୧୭ | ୧୮ | ୧୯ | ୨୦ | ୨୧ |
| ୨୨ | ୨୩ | ୨୪ | ୨୫ | ୨୬ | ୨୭ | ୨୮ |
| ୨୦୨୬ | ||||||
ଫେବୃଆରୀ ଜୁଲିଆନ ଓ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ବର୍ଷର ଦ୍ୱିତୀୟ ମାସ । ସାଧାରଣତଃ ଫେବୃଆରୀ ମାସ ୨୮ ଦିନିଆ ହୋଇଥାଏ । ତେବେ ଅଧିବର୍ଷରେ ଏହା ୨୯ ଦିନିଆ ହୋଇଥାଏ । କ୍ୟାଲେଣ୍ଡର ବା ପଞ୍ଚାଙ୍ଗ ସହ ଖଗୋଳୀୟ ଘଟଣାବଳୀରେ ସାମ୍ୟତା ଆଣିବା ଉଦ୍ଦେଶ୍ୟରେ ଅଧିବର୍ଷ ବ୍ୟବସ୍ଥାକୁ ଫେବୃଆରୀ ମାସ ସହ ଯୋଡ଼ା ଯାଇଛି । ତେବେ ବାରମାସ ମଧ୍ୟରେ ଫେବୃଆରୀ ହେଉଛି ବର୍ଷର ସବୁଠାରୁ ଛୋଟ ମାସ । ଲାଟିନ ଶବ୍ଦ "februum" (ଲାଟିନ ମାସ-Februarius) ଆଧାରରେ ବର୍ଷର ଏହି ଦ୍ୱିତୀୟ ମାସ ନାମିତ ।[୧] ରୋମାନ କ୍ୟାଲେଣ୍ଡରରେ ଜାନୁଆରୀ ଏବଂ ଫେବୃଆରୀ ଏହି ଦୁଇ ମାସ ହିଁ ଶେଷରେ ଯୋଡ଼ା ଯାଇଥିଲା ।
ପାଳିତ ଦିବସ
[ସମ୍ପାଦନା]- ଫେବୃଆରୀ ୧୦:ଜାତୀୟ କୃମିନାଶ ଦିବସ
- ଫେବୃଆରୀ ୧୩: ବିଶ୍ୱ ରେଡ଼ିଓ ଦିବସ
- ଫେବୃଆରୀ ୧୪: ଭାଲେଣ୍ଟାଇନ ଦିବସ
- ଫେବୃଆରୀ ୪: ବିଶ୍ୱ କର୍କଟ ଦିବସ
- ଫେବୃଆରୀ ମାସର ଦ୍ୱିତୀୟ ରବିବାର: ବିଶ୍ୱ ବିବାହ ଦିବସ
ଆଧାର
[ସମ୍ପାଦନା]- ↑ DelhiSeptember 26, India Today Web Desk New. "How did the month names originate?". India Today (in ଇଂରାଜୀ). Retrieved 6 February 2022.
{{cite web}}: CS1 maint: numeric names: authors list (link)
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |