ବିଶ୍ୱ ବିବାହ ଦିବସ
Jump to navigation
Jump to search
ଫେବୃଆରୀ ମାସ ଦ୍ୱିତୀୟ ରବିବାର ଦିନ ବିଶ୍ୱ ବିବାହ ଦିବସ ପାଳନ କରାଯାଏ [୧] ବିବାହକୁ ମର୍ଯ୍ୟାଦା ପ୍ରଦାନ କରିବାର ମହତ ଉଦ୍ଦେଶ୍ୟ ରଖି ପାଳନ କରାଯାଉଛି ବିଶ୍ୱ ବିବାହ ଦିବସ ସ୍ୱାମୀ ସ୍ତ୍ରୀ ହେଉଛନ୍ତି ପରିବାରର ମୁଖ୍ୟ ସେମାନଙ୍କଠାରୁ ହିଁ ଆରମ୍ଭ ହୁଏ ପାରିବାରିକ ଶୃଙ୍ଖଳା ପରିବାରରୁ ସମାଜ ପୁଣି ସମାଜରୁ ରାଷ୍ଟ୍ର ପରିବାରର ମୁଖ୍ୟ ଭାବେ ସ୍ୱାମୀ ସ୍ତ୍ରୀଙ୍କୁ ସମ୍ମାନ ଦେବା ଅର୍ଥ ଏକ ମମୃଦ୍ଧ ରାଷ୍ଟ୍ରର ପହିଲି ସର୍ଜନାକୁ ମମ୍ମାନିତ କରିବା ବିଶ୍ୱ ବିବାହ ଦିବସର ସ୍ଲୋଗାନ ହେଉଛି ‘ଜଣେ ଜଣକୁ ଭଲପାଇବା’ ଏହି ସ୍ଲୋଗାନର ଅବତାରଣା ବିଶ୍ୱ ଶୃଙ୍ଖଳା ପାଇଁ ଉଦ୍ଦିଷ୍ଟ ପରସ୍ପର ପ୍ରତି ପ୍ରେମରେ ଅନୁବନ୍ଧିତ ହେବାଦ୍ୱାରା ହିଁ ଜୀବନର ବାସ୍ତବ ଦିଗକୁ ଆଲୋକିତ କରିହୁଏ