ମୁଳୁ ଶାନ୍ତା
Appearance
ମୁଳୁ ଶାନ୍ତା | |
---|---|
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ନିର୍ବାଚନ ମଣ୍ଡଳୀ | ନନ୍ଦପୁର |
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପର ଅଧିକାରୀ | ମୁସୁରୀ ଶାନ୍ତା ପାଙ୍ଗୀ |
ନିର୍ବାଚନ ମଣ୍ଡଳୀ | ପଟ୍ଟାଙ୍ଗି |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୧୨ ସେପ୍ଟେମ୍ବର ୧୯୮୨ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଚନ୍ଦ୍ରମା ଶାନ୍ତା |
ସନ୍ତାନ | ୨ |
ବାପା/ବୋଉ | ନନ୍ଦ ଶାନ୍ତା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ମୁଳୁ ଶାନ୍ତା (ମୃତ୍ୟୁ: ୧୨ ସେପ୍ଟେମ୍ବର ୧୯୮୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଟ୍ଟାଙ୍ଗି ଓ ନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ମୁଳୁ ଶାନ୍ତାଙ୍କ ବାପାଙ୍କ ନାମ ନନ୍ଦ ଶାନ୍ତା ଓ ପତ୍ନୀଙ୍କ ନାମ ଚନ୍ଦ୍ରମା ଶାନ୍ତା ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ମୁଳୁ ଶାନ୍ତା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ମୁଳୁ ଶାନ୍ତା ୧୯୮୨ ମସିହାର ସେପ୍ଟେମ୍ବର ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Mulu Shanta". odishaassembly.nic.in. Odisha Assembly. Retrieved 1 March 2022.