ମୁଳୁ ଶାନ୍ତା

ଉଇକିପିଡ଼ିଆ‌ରୁ
ମୁଳୁ ଶାନ୍ତା
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ନିର୍ବାଚନ ମଣ୍ଡଳୀନନ୍ଦପୁର
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପର ଅଧିକାରୀମୁସୁରୀ ଶାନ୍ତା ପାଙ୍ଗୀ
ନିର୍ବାଚନ ମଣ୍ଡଳୀପଟ୍ଟାଙ୍ଗି
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧୨ ସେପ୍ଟେମ୍ବର ୧୯୮୨(୧୯୮୨-୦୯-୧୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଚନ୍ଦ୍ରମା ଶାନ୍ତା
ସନ୍ତାନ
ବାପା/ବୋଉନନ୍ଦ ଶାନ୍ତା (ବାପା)
ବୃତ୍ତିରାଜନୀତିଜ୍ଞ

ମୁଳୁ ଶାନ୍ତା (ମୃତ୍ୟୁ: ୧୨ ସେପ୍ଟେମ୍ବର ୧୯୮୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଟ୍ଟାଙ୍ଗିନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ମୁଳୁ ଶାନ୍ତାଙ୍କ ବାପାଙ୍କ ନାମ ନନ୍ଦ ଶାନ୍ତା ଓ ପତ୍ନୀଙ୍କ ନାମ ଚନ୍ଦ୍ରମା ଶାନ୍ତା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ମୁଳୁ ଶାନ୍ତା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ମୁଳୁ ଶାନ୍ତା ୧୯୮୨ ମସିହାର ସେପ୍ଟେମ୍ବର ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Mulu Shanta". odishaassembly.nic.in. Odisha Assembly. Retrieved 1 March 2022.