ଦିଶାରୀ ସାନୁ
ଦେଖଣା
ଦିଶାରୀ ସାନୁ | |
---|---|
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୮ ମଇ ୧୯୭୬ | |
ନିର୍ବାଚନ ମଣ୍ଡଳୀ | ପଟ୍ଟାଙ୍ଗି |
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୩ | |
ପୂର୍ବ ଅଧିକାରୀ | ମୁସୁରୀ ଶାନ୍ତା ପାଙ୍ଗୀ |
ପର ଅଧିକାରୀ | ଜୟରାମ ପାଙ୍ଗୀ |
ନିର୍ବାଚନ ମଣ୍ଡଳୀ | ନନ୍ଦପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୭ ଡିସେମ୍ବର ୧୯୨୯ |
ମୃତ୍ୟୁ | ୧୮ ମଇ ୧୯୭୬ | (ବୟସ ୪୬)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଉତ୍କଳ କଂଗ୍ରେସ |
ଜୀବନ ସାଥୀ | ଦିଶାରୀ ବିମଳା |
ସନ୍ତାନ | ୧ |
ବାପା/ବୋଉ | ଦିଶାରୀ ମିଲୁ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଦିଶାରୀ ସାନୁ (୭ ଡିସେମ୍ବର ୧୯୨୯ - ୧୮ ମଇ ୧୯୭୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନନ୍ଦପୁର ଓ ପଟ୍ଟାଙ୍ଗି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଦିଶାରୀ ସାନୁ ୧୯୨୯ ମସିହାର ଡିସେମ୍ବର ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦିଶାରୀ ମିଲୁ ଓ ପତ୍ନୀଙ୍କ ନାମ ଦିଶାରୀ ବିମଳା ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଦିଶାରୀ ସାନୁ ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଦିଶାରୀ ସାନୁ ୧୯୭୬ ମସିହାର ଡିସେମ୍ବର ୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Dissari Sannu". odishaassembly.nic.in. Odisha Assembly. Retrieved 2 March 2022.