ଦିଶାରୀ ସାନୁ

ଉଇକିପିଡ଼ିଆ‌ରୁ
ଦିଶାରୀ ସାନୁ
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୮ ମଇ ୧୯୭୬
ନିର୍ବାଚନ ମଣ୍ଡଳୀପଟ୍ଟାଙ୍ଗି
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀମୁସୁରୀ ଶାନ୍ତା ପାଙ୍ଗୀ
ପର ଅଧିକାରୀଜୟରାମ ପାଙ୍ଗୀ
ନିର୍ବାଚନ ମଣ୍ଡଳୀନନ୍ଦପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1929-12-07)୭ ଡିସେମ୍ବର ୧୯୨୯
ମୃତ୍ୟୁ୧୮ ମଇ ୧୯୭୬(1976-05-18) (ବୟସ ୪୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଉତ୍କଳ କଂଗ୍ରେସ
ଜୀବନ ସାଥୀଦିଶାରୀ ବିମଳା
ସନ୍ତାନ
ବାପା/ବୋଉଦିଶାରୀ ମିଲୁ (ବାପା)
ବୃତ୍ତିରାଜନୀତିଜ୍ଞ

ଦିଶାରୀ ସାନୁ (୭ ଡିସେମ୍ବର ୧୯୨୯ - ୧୮ ମଇ ୧୯୭୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନନ୍ଦପୁରପଟ୍ଟାଙ୍ଗି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଦିଶାରୀ ସାନୁ ୧୯୨୯ ମସିହାର ଡିସେମ୍ବର ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦିଶାରୀ ମିଲୁ ଓ ପତ୍ନୀଙ୍କ ନାମ ଦିଶାରୀ ବିମଳା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଦିଶାରୀ ସାନୁ ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଦିଶାରୀ ସାନୁ ୧୯୭୬ ମସିହାର ଡିସେମ୍ବର ୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Dissari Sannu". odishaassembly.nic.in. Odisha Assembly. Retrieved 2 March 2022.