 |
ଉଇକିପ୍ରକଳ୍ପ
ପ୍ରତ୍ନତତ୍ତ୍ୱ |
ଉଇକିପିଡ଼ିଆରେ ପ୍ରାଚୀନ ଦେଉଳଗୁଡ଼ିକର ସମ୍ପୂର୍ଣ୍ଣ ତଥ୍ୟ ସଜାଡ଼ି ରଖିବା ଏହି ଉଇକିପ୍ରକଳ୍ପର ଲକ୍ଷ୍ୟ ।
|
ଓଡ଼ିଶାରେ ଥିବା ଐତିହାସିକ ସ୍ଥଳୀଗୁଡ଼ିକର ପୂର୍ଣ୍ଣାଙ୍ଗ ବିବରଣୀ ଉଇକିପିଡ଼ିଆରେ ରଖିବା ଏହି ଉଇକିପ୍ରକଳ୍ପର ଲକ୍ଷ୍ୟ ।
ନିୟମାବଳୀ
- ଏହି ଉଇକିପ୍ରକଳ୍ପରେ ପୁରୁଣା ପ୍ରସଙ୍ଗର ଆବଶ୍ୟକୀୟ ଉନ୍ନତି (ଉଇକିକରଣ, ଚିତ୍ର ଓ ଛାଞ୍ଚ ଇତ୍ୟାଦି ଯୋଡ଼ିବା) କିମ୍ବା ନୂଆ ପ୍ରସଙ୍ଗ ଗଢ଼ା ଉଭୟ କାମ କରାଯିବ ।
- ପ୍ରସଙ୍ଗଟି ପାଖାପାଖି ୨୦୦୦ ବାଇଟ ହୋଇଥିବା ଆବଶ୍ୟକ ।
- ଇନଫୋବାକ୍ସ ଯୋଡିବାକୁ ଚେଷ୍ଟା କରନ୍ତୁ ।
- ଚିତ୍ର ଯୋଡ଼ନ୍ତୁ ।
- ବିଶ୍ଵସନୀୟ ଆଧାର ଯୋଡ଼ନ୍ତୁ ।
- ଦରକାରୀ ଶ୍ରେଣୀ ଯୋଡ଼ନ୍ତୁ ।
- ପ୍ରସଙ୍ଗ ଶେଷ ହେବା ପରେ ପ୍ରସଙ୍ଗ ତାଲିକାରେ ପ୍ରସଙ୍ଗ ସହ ନିଜ ନାମ ଲେଖନ୍ତୁ ।
ଉଦାହରଣ ପ୍ରସଙ୍ଗ : ବାରାହୀ ଦେଉଳ, ଚଉରାଶି
|