ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର
ଦେଖଣା
| ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର | ||||
|---|---|---|---|---|
ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର ଏବଂ ମନ୍ଦିର ପରିସରରେ ଥିବା ବୃଷଭ ମୂର୍ତ୍ତି | ||||
| Religion | ||||
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ | |||
| ଦେବାଦେବୀ | ଭଗବାନ ଶିବ | |||
| Location | ||||
| ସ୍ଥାନ | ଭୁବନେଶ୍ୱର | |||
| State | ଓଡ଼ିଶା | |||
| Country | ଭାରତ | |||
| Architecture | ||||
| Type | କଳିଙ୍ଗ ସ୍ଥାପତ୍ୟକଳା | |||
| Completed | ସପ୍ତମ ଶତାବ୍ଦୀ | |||
| Temple(s) | ୫ | |||
ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର ଭୁବନେଶ୍ୱରରେ ଥିବା ଏକ ହିନ୍ଦୁମନ୍ଦିର ଅଟେ । ଏହା ସପ୍ତମ ଶତାବ୍ଦୀରେ ନିର୍ମିତ ଏକ ଭଗ୍ନପ୍ରାୟ ମନ୍ଦିର ।
ସ୍ଥାପତ୍ୟ
[ସମ୍ପାଦନା]ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର କଳିଙ୍ଗ ସ୍ଥାପତ୍ୟକଳାର ପ୍ରାଥମିକସ୍ଥରର ଏକ ନିଦର୍ଶନ । ଏହି ମନ୍ଦିରଟି ଓଡ଼ିଶାର ସର୍ବପୁରାତନ ହିନ୍ଦୁ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ । ମନ୍ଦିରଟି ଅନ୍ୟଏକ ପୁରାତନ ମନ୍ଦିର ପର୍ଶୁରାମେଶ୍ୱର ମନ୍ଦିରର ପ୍ରତିରୂପ ବୋଲି ଗ୍ରହଣ କରାଯାଏ । ଏହି ମନ୍ଦିରର ଉତ୍ତରପାର୍ଶ୍ୱରେ ଶିବବିବାହର ଦୃଶ୍ୟ ଖୋଦିତ ହୋଇଛି, ଯାହାକି ପର୍ଶୁରାମେଶ୍ୱର ମନ୍ଦିରରେ ମଧ୍ୟ ଦେଖାଯାଏ । ମନ୍ଦିର ଭିତ୍ତିରେ ଏକ ସରୁ ଲମ୍ବର ପ୍ୟାନେଲରେ ମହାଭାରତ ଏବଂ ରାମାୟଣର ବିଭିନ୍ନ ଦୃଶ୍ୟ ଖୋଦିତ ହୋଇଛି ।[୧]
ଚିତ୍ରାବଳୀ
[ସମ୍ପାଦନା]- ଓଡ଼ିଶା ଟୁରିଜିମର ସାଇନବୋର୍ଡ
- ଶିବ ଆରାଧନା ଦୃଶ୍ୟ
- ଦେବୀମୂର୍ତ୍ତି
- ପାର୍ଶ୍ୱଦେବତାଙ୍କ ଆସ୍ଥାନ
- ମୁଖ୍ୟଦ୍ୱାର ସାମ୍ନାରେ ଥିବା ଭୃଷଭମୂର୍ତ୍ତି
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2018-02-10. Retrieved 2018-07-29.
{{cite web}}: Cite has empty unknown parameter:|1=(help)