ଚିତ୍ରକାରିଣୀ ମନ୍ଦିର
ଦେଖଣା
| ଚିତ୍ରକାରିଣୀ ମନ୍ଦିର | |
|---|---|
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| ଦେବାଦେବୀ | ଭଗବାନ ଶିବ |
| Location | |
| ସ୍ଥାନ | ଭୁବନେଶ୍ୱର |
| State | ଓଡ଼ିଶା |
| Country | ଭାରତ |
| Architecture | |
| Type | କଳିଙ୍ଗ ସ୍ଥାପତ୍ୟକଳା |
| Completed | ତ୍ରୟୋଦଶ ଶତାବ୍ଦୀ |
| Specifications | |
| Temple(s) | ୫ |
| Elevation | 33 m (108 ft) |
ଚିତ୍ରକାରିଣୀ ମନ୍ଦିର ଭୁବନେଶ୍ୱରରେ ଥିବା ଏକ ହିନ୍ଦୁ ମନ୍ଦିର ଅଟେ । ଏହା ମୁଖ୍ୟ ମନ୍ଦିର ଏବଂ ତା'ର ଚତୁଃପାର୍ଶ୍ୱରେ ଥିବା ଚାରୋଟି ମନ୍ଦିରର ସମୂହ ।[୧] ମନ୍ଦିରଟିର ଇଷ୍ଟଦେବୀ ହେଉଛନ୍ତି ଚାମୁଣ୍ଡା ।
ମନ୍ଦିର ସ୍ଥାପତ୍ୟ
[ସମ୍ପାଦନା]ଚିତ୍ରକାରିଣୀ ମନ୍ଦିର କଳିଙ୍ଗ ସ୍ଥାପତ୍ୟ ଶୈଳୀ ନାଗରା ଅନୁସରଣରେ ନିର୍ମିତ । ଏତଦବ୍ୟତୀତ ଏଥିରେ ପଞ୍ଚାୟତନ ଶୈଳୀର ଅନୁଶୀଳନରେ ମୁଖ୍ୟ ମନ୍ଦିର ଚାରିପଟେ ଚାରୋଟି ସାନ ମନ୍ଦିରମାନ ରହିଛି ।
ମୁଖ୍ୟ ମନ୍ଦିରଟି ଦୁଇ ଭାଗରେ ବିଭକ୍ତ: ଗର୍ଭଗୃହ ଏବଂ ଜଗମୋହନ । ଜଗମୋହନର ଉପରଭାଗ ପିରାମିଡ଼ ଆକାରରେ ଗଠିତ, ଯାହାକୁ ପିଢ଼ା କୁହାଯାଏ । ଅନ୍ୟ ଚାରୋଟି ମନ୍ଦିରରେ କେବଳ ଗର୍ଭଗୃହ ରହିଛି । ପ୍ରତ୍ୟେକ ମନ୍ଦିରରେ ଥିବା ଲମ୍ବା ରେଖା ଦେଉଳ(ବିମାନ) ଦ୍ରାବିଡ଼ ଶୈଳୀରେ ନିର୍ମିତ ମନ୍ଦିରମାନଙ୍କଠାରୁ ଅପେକ୍ଷାକୃତ ବଡ଼ ।
ମୁଖ୍ୟ ମନ୍ଦିରର ଗର୍ଭଗୃହରେ ଚାମୁଣ୍ଡା ଦେବୀଙ୍କ ପ୍ରତିମା ଉପସ୍ଥିତ ।[୨] ଏହା ଏକ ନାଲିରଙ୍ଗର ପ୍ରତିମା । ଜଗମୋହନରେ ଥିବା ହନୁମାନ ଏବଂ ନବଗ୍ରହଙ୍କ ପ୍ରତିମା ସିଧାସଳଖ ପଥରରେ ଖୋଦିତ ।
ଚିତ୍ରାବଳୀ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2018-10-15. Retrieved 2018-07-28.
{{cite web}}: Cite has empty unknown parameter:|1=(help) - ↑ "ଆର୍କାଇଭ୍ କପି" (PDF). Archived from the original (PDF) on 2021-01-27. Retrieved 2018-07-28.
{{cite web}}: Cite has empty unknown parameter:|1=(help)