ବ୍ୟବହାରକାରୀ:ଓଡିଆ

ଉଇକିପିଡ଼ିଆ‌ରୁ

ମୋ ବାବଦରେ ଜଣେ ଭାଷା ବିଶେଷଜ୍ଞ ଭାବେ ‌‌କାର୍ଯ୍ୟରତ ।ବାଲ୍ୟକାଳରୁ ମାତୃଭାଷା ପ୍ରତି ଯଥେଷ୍ଟ ଋଚି ଅଛି । ବୃତ୍ତିଗତ କାର୍ଯ୍ୟ ବ୍ୟତୀତ ଓଡ଼ିଆ ଭାଷାପାଇଁ ସବୁ ସମୟ ପ୍ରଦାନ କରେ।

ମୋ କାମ ଵିକିପିଡ଼ିଆରେ ଲେଖାଲେଖି ଅାରମ୍ଭ କରିଛି। ଅସୁବିଧା ହେଉଛି, ମାତ୍ର ଭଲ ଲାଗୁଛି।