ଉଇକିପିଡ଼ିଆ:IRC/05-03-2017

ଉଇକିପିଡ଼ିଆ‌ରୁ
ପୂର୍ବ ଅଲୋଚନା
WP:IRC/logs
IRC URL
http://webchat.freenode.net/?channels=#wikipedia-or

ଅଲୋଚନା ଲଗ (Log)[ସମ୍ପାଦନା]

[19:31] <Sailesh> ଜୟ ଜଗନ୍ନାଥ
[19:31] <Sailesh> :)
[19:31] <NIHAR> hii
[19:31] <pattaprateek> Heigala :)
[19:31] <NIHAR> Jay Jagannath
[19:31] <Sailesh> ଆମେ ଆଉ ୧୦ ମିନିଟ ଅପେକ୍ଷା କରିବା, ଓ ତାପରେ ଆରମ୍ଭ କରିବା ।
[19:31] <NIHAR> hmm
[19:32] <Sailesh> ଦିବ୍ୟ ସ୍ଵାଗତ
[19:34] <pattaprateek_> Hello
[19:35] <pattaprateek> Oh got it
[19:35] <Sailesh> ଏବେ ଆରମ୍ଭ କରିବା ତାହାଲେ ।
[19:35] <Abha> Topic kana
[19:35] <Sailesh> ଆଗାମୀ ବର୍ଷ ପାଇଁ କଣ କଣ କାମ କରିବା
[19:36] <Sailesh> ଓ କେଉଁ ପ୍ରକଳ୍ପ ଉପରେ ଧ୍ୟାନ ଦେବା
[19:37] <pattaprateek_> ?
[19:37] <Sailesh> ଏହି ବର୍ଷ CIS-A2K ଦ୍ୱାରା କରାଯାଇଥିବା କାର୍ଯ୍ୟ ଓଡ଼ିଆ ଉଇକିପିଡ଼ିଆ ସମୁଦାୟ ଉପରେ କିପରି ପ୍ରଭାବ ପକେଇଛି?
[19:37] <Dibya> join
[19:38] <Dibya> anyone here
[19:38] <Bikash> Namaskar
[19:38] <Sailesh> ମୁଁ କିଛି ପ୍ରଶ୍ନ ପଚାରିବି ଓ ଆମେ କିପରି ଆଗକୁ କାମ କରିବା ସମସ୍ତେ ମତ ଦେବେ
[19:38] <Abha> Wikikatha incubator re thila. Taku lunch kariba
[19:38] <Bikash> au kie sabu achhanti?
[19:38] <Dibya> ok bhai
[19:38] <pattaprateek_> Mun
[19:38] <Sailesh> ପ୍ରଥମେ ସମସ୍ତେ ନିଜର ପରିଚୟ ଦେଇଦେଲେ ଭଲ ହେବ
[19:39] <Sailesh> ମୁଁ ଶୈଲେଶ :)
[19:39] <Abha> ଆଭା
[19:39] <NIHAR> Nihar
[19:39] <Bikash> Mu Bikash
[19:39] <Bikash> odia lekhi hauni ebe
[19:39] <Dibya> Mu Dibya
[19:39] <pattaprateek_> ପ୍ରତୀକ ପଟ୍ଟନାୟକ (User:Shrijagannatha)
[19:39] <Sailesh> କିଛି ଅସୁବିଧା ନହିଁ
[19:40] <Sailesh> ମୋ ପ୍ରଥମ ପ୍ରଶ୍ନ
[19:40] <Sailesh> ଏହି ବର୍ଷ CIS-A2K ଦ୍ୱାରା କରାଯାଇଥିବା କାର୍ଯ୍ୟ ଓଡ଼ିଆ ଉଇକିପିଡ଼ିଆ ସମୁଦାୟ ଉପରେ କିପରି ପ୍ରଭାବ ପକେଇଛି?
[19:42] <Sailesh> ଏଇଟା ପୂର୍ବ ବର୍ଷର ୱର୍କ ପ୍ଳାନ ଆମେ ଏହି ବର୍ଷ ମଧ୍ୟ ଏହିପରି ଏକ ପ୍ଳାନ ତିଆରି କରୁଛୁ ଓ କଣ କଣ ପ୍ରକଳ୍ପ ନେଇହେବ ଓଡିଆ wiki ପାଇଁ ଶେଠୀ ପାଇଁ ଆପଣଙ୍କ ପରାମର୍ଶ ଦରକାର
[19:42] <Sailesh> https://meta.wikimedia.org/wiki/CIS-A2K/Work_plan_July_2016_-_June_2017/Odia
[19:42] <Bikash> Mu tike kam janichi.. anyamane kahile bhala heba
[19:43] <Sailesh> କିଛି ଅସୁବିଧା nahin
[19:43] <Sailesh> ତେବେ କେଉଁ ପ୍ରକଳ୍ପ ଉପରେ ଧ୍ୟାନ ଦେଲେ ଭଲ ହୁଆନ୍ତା ?
[19:44] <Prateek> Wikitionary
[19:44] <Sailesh> Digitisation, Workshops, Small city outreach, Tool developement
[19:44] <Sailesh> o anya kichi
[19:45] <Sailesh> ଅଧିକ କର୍ମଶାଳା, ଗଣସମ୍ପାଦନା, GLAM ପ୍ରକଳ୍ପ, ନୁଆ ଟୁଲ ତିଆରି କରିବା ଇତ୍ୟାଦି
[19:45] <Abha> Glam project adhika darkar
[19:46] <Abha> Edit-a-thon, wirkshop mo mata re thik achi
[19:46] <Bikash> mu bhabuchi majhire majhire small training workshop kariheba.. sakriya wikimedians nku nei
[19:46] <Sailesh> ଠିକ ଅଛି ଆଭା ଦିଦି
[19:46] <Abha> Wikikatha ku lunch kale bhala huanta
[19:46] <susant> ଅଧିକ କାର୍ମଶାଳା କରିବା ସମୟ ରେ ତାହାକୁ ବିଭିନ୍ନ ସ୍ଥାନ ରେ କରାଯିବାର ବ୍ୟବସ୍ଥା କରାଯାଉ ଓ ସେଥିପାଇଁ କିଛି ପ୍ରଚାର ମଧ୍ୟ କରାଯାଉ
[19:46] <NIHAR> small city outrich,more partnership with Educational institutes,follow up
[19:47] <Prateek> Wikitionary-Kathabhidhana upare tike focus loda
[19:47] <Sailesh> ସୁଶାନ୍ତ sir ପ୍ରଚାର ପାଇଁ କଣ ମାଧ୍ୟମ ରଖିବା?
[19:47] <Bikash> han
[19:47] <susant> ପଶ୍ଚିମ ଓଡିଶା ରେ ସମ୍ବଲପୁର , ଝାରସୁଗୁଡା ଆଦି ସ୍ଥାନ ରେ ଯଦି କରା ଜୀବ ତାହେଲେ ମୁ ନିଶ୍ଚିତ ଭାବରେ ପୂର୍ଣା ସହଯୋଗ ଦେଇ ପାରିବି
[19:47] <susant> ଏହା ଦ୍ଵାରା ଆମେ ନୂଆ ଶିକ୍ଷିତ ସଦସ୍ୟ ନିଶ୍ଚୟ ପାଇ ପାରିବା
[19:48] <NIHAR> emphasis on mobile editing
[19:48] <Sailesh> ଠିକ ଅଛି SIr
[19:48] <Sailesh> ନିହାର ମୋବାଇଲ ସମ୍ପାଦନ ପାଇଁ କଣ କରିହେବ ?
[19:48] <Prateek> Han, mobile re Lekhani input method hei parile badhia huanta
[19:48] <susant> ଆମେ ପ୍ରଚାର ପାଇଁ ଖବର କାଗଜ ବାଲା ଙ୍କୁ approach କରିପାରିବା
[19:49] <Sailesh> ନୂଆ tutorial ତିଆରି କରିବା ନା କଣ?
[19:49] <susant> ହଁ
[19:49] <Sailesh> ପ୍ରତୀକ pointଟି ନୋଟ କରିଲି
[19:49] <Prateek> Au android
[19:49] <NIHAR> Sailesh mobile sampadana upare adhika gurutwa dele adhika wikiali edit kariparibe
[19:49] <Sailesh> କଣ କଣ କରିବା ମତେ କୁହ
[19:50] <susant> ଲୋକଙ୍କୁ କିଛିଟା ଧାରଣା ଏ ବିଷୟ ରେ ନ ଦେଲେ ନୂଆ ସଭ୍ଯ ପାଇବା ସହଜ ହେବ ନହିଁ
[19:50] <Sailesh> @ପ୍ରତୀକ
[19:50] <Prateek> Han
[19:50] <Sailesh> Android ପାଇଁ କଣ କରିବା?
[19:50] <Prateek> Mo matare Lekhani/Transliteration besi byabahara heba input method. E duitiku mobile editing interface ku jadi ani huanta bahut bhala huanta.
[19:50] <NIHAR> Tutorial kariheba ki
[19:50] <susant> ଯଦି କିଛି ବନ୍ଧୁ ସମୟ ଦେବେ , ଆମେ ଝାରସୁଗୁଡା ରେ କଲେଜ ରେ ଏକ ମିଟିଂ କରିବା
[19:51] <Bikash> mobile re browser edit kari hauchi
[19:51] <Sailesh> ବିକାଶ ଭାଇ "majhire majhire small training workshop kariheba." ଏଇଟା ଆମ ଉଇକିଟୁଙ୍ଗି ପ୍ରକଳ୍ପ
[19:51] <susant> ସେଥିରେ ଆଖ ପାଖ କଲେଜ ର ସମସ୍ତ ଅଧ୍ୟାପକ ତଥା ସହର ର ଲୋକ ଙ୍କୁ ଡାକି ପାରିବା
[19:51] <Bikash> ok
[19:51] <susant> ମୁ ଏଥିପାଇଁ ଯଥେଷ୍ଟ ସହଯୋଗ କରିବି
[19:51] <Prateek> Han Bikash Bhai, android re sina Google ra transliteration bala keyboard achi je Odia sahajare type kari hauchi, iOS bala nka pain bahut kashta
[19:52] <Prateek> Se iterative copy paste kari ki type karibaku paduchi Odia
[19:52] <Bikash> han.. bujhili
[19:52] <Sailesh> ବୁଝିଲି
[19:52] <Bikash> @Prateek
[19:53] <Sailesh> ସୁଶାନ୍ତ sir ଆମେ ପଶ୍ଚିମ ଓଡିଶାରେ ଗୋଟେ ଟ୍ରେନିଂ କାର୍ମଶାଳା ଟେ କରିବା
[19:53] <Prateek> Best haba je ame gote mobile-compatible site kariba jeunthire OS independent bhabe Lekhani/other input methods byabahara kari heba
[19:53] <Prateek> Jemiti TypeOdia achi desktop pain
[19:53] <Sailesh> ଏଇଟା iOS ପାଇଁ ?
[19:54] <Prateek> Kouta?
[19:54] <Sailesh> @ନିହାର ଭାଇ ହଁ tutorial ଉପରେ focus କରିବା ।
[19:54] <Sailesh> ସାର ନମସ୍କାର :)
[19:54] <Sailesh> Best haba je ame gote mobile-compatible site kariba jeunthire OS independent bhabe Lekhani/other input methods byabahara kari heba
[19:54] <Sailesh> ଏଇଟା
[19:55] <Sailesh> @ପ୍ରତୀକ
[19:55] <subas> ନମସ୍କାର
[19:55] <Prateek> bitly.com/typeinodia jemiti platform independent bhabe Odia ra samasta input method re type karihauchi
[19:55] <Bikash> Namaskar Sir
[19:55] <Prateek> Mo matare semiti gote website kale haba Android/iOS ubhaya pain
[19:56] <Sailesh> ଠିକ ଅଛି ପ୍ରତୀକ
[19:56] <subas> ନମସ୍କାର, ବିକାଶ
[19:56] <Sailesh> Sir, ଏହି IRCଟି CIS ର ଆଗାମୀ Workplan ପାଇଁ
[19:56] <Abha> Sabu clg student nka fb group achi. Sethire online tutorial post kale, online workshop hei pariba. Offline sabu thi kari habani. Because sabu clg re computer nahi ki sabuthi pila b interested nuha
[19:57] <Sailesh> Digitisation, Small city outreach,କର୍ମଶାଳା, ଗଣସମ୍ପାଦନା, GLAM ପ୍ରକଳ୍ପ, ନୁଆ ଟୁଲ ତିଆରି କରିବା
[19:57] <Prateek> @Sailesh Bhai : Hele mane rakhibaku haba je Lekhani re shift key bahut use hue computer re type kalabele. Seia physical keyboard re sahaja kintu virtual keyboard re shift key press karile flow interfere hei jae.
[19:57] <susant> ମୁଁ ଟିକେ ଜରୁରୀ କାର୍ଯ୍ୟ ରେ ବାହାର କୁ ଯାଉଛି । ସମସ୍ତଙ୍କୁ କ୍ଷ୍ୟମା ମାଗୁଛି ଅନୁପସ୍ଥିତି ପାଇଁ ।
[19:57] <Sailesh> ଆଛା
[19:58] <Sailesh> ସୁବାସ sir, ଆମେ ଏହି ବର୍ଷ କେଉଁ ସବୁ ପ୍ରକଳ୍ପରେ କାମ କରିଲେ ହେବ ?
[19:58] <Sailesh> Digitisation, Small city outreach,କର୍ମଶାଳା, ଗଣସମ୍ପାଦନା, GLAM ପ୍ରକଳ୍ପ, ନୁଆ ଟୁଲ ତିଆରି କରିବା
[19:58] <Sailesh> ଓ ଉଇକିଟୁଙ୍ଗିର ଉନ୍ନତି କିପରି କରି ହେବ
[19:59] <Sailesh> ତାହା ବିଷୟରେ କହିବାକୁ ଅନୁରୋଧ
[19:59] <Sailesh> ଆଭା ଦିଦି, ବିକାଶ ଭାଇ ଓ ନିହାର ଭାଇ ଆପଣବି ଟୁଙ୍ଗି ବିଷୟରେ କୁହନ୍ତୁ
[20:00] <Prateek> Facebook Messenger madhyamare ama Facebook page ra follower mananku regular updates patheile bhala huanta bhabuchi
[20:00] <subas> ତୁମେ ତ ସବୁ ଦିଗରେ କାମ କରୁଛ, ଆଉ ଅଧିକ କଅଣ?:)
[20:00] <Bikash> @Bahut asampurna prasanga sabu rahichi .. sesabu sampurna kariba pain catagorize kari gana sampadana mana kari heba ki?
[20:00] <Prateek> Jemiti ki email re pathauche
[20:00] <Bikash> @Sailesh
[20:00] <NIHAR> Ethara ra fungi meetup re kan heba Sailesh
[20:01] <Sailesh> ହଁ ବିକାଶ ଭାଇ , ହେଲେ ଏହି ସବୁ କମ୍ଯୁନିଟି କରିପାରିବ :)
[20:01] <Abha> Tungi meet up re jou prakalpa re participant kam sethire 1 hr edit kale improvement haba
[20:01] <Sailesh> ଆମେ ଗୋଟେ ସଂସ୍ଥା ଭାବେ କଣ କରିପାରିବୁ
[20:02] <Sailesh> ବଢିଆ ଆଭା ଦିଦି
[20:02] <Bikash> Centuriun University bala kan kahile? Space miliba?
[20:02] <subas> ଅସମ୍ପୂର୍ଣ୍ଣ କାମ ନିମନ୍ତେ ଗୋଟେ special କାମ ଦରକାର , ଏହି ମହିଳାଙ୍କ ଲେଖା ଭଳି ।
[20:02] <Bikash> ama tungi meet up pain?
[20:02] <Sailesh> ବୁଝାନ୍ତୁ ଟିକେ sir
[20:03] <Bikash> @Sailesh bujhili
[20:03] <Sailesh> ବିକାଶ ଭାଇ, ସେଇଟା ବହୁତ ଦୁର
[20:03] <Bikash> oh!
[20:03] <Abha> @subash sir kou mahila nka lekha
[20:04] <Sailesh> ଟୁଙ୍ଗି ବିଷୟରେ କିଛି କହିଲେନି sir
[20:04] <Sailesh> !!
[20:05] <Sailesh> ଶ୍ରୀକାନ୍ତ ଭାଇ ନମସ୍କାର
[20:05] <subas> ସବୁ ଅସମ୍ପୂର୍ଣ୍ଣର ଗୋଟେ ଲିଷ୍ଟ ଦରକାର , କିଏ କରିବା ଏତେ କାମ । ଆମର ତ ଲୋକ ବଳ ଅଭାବ, ମନ ଥିଲେ ବି ହେଇ ପାରୁନି । ଉଇକିପାଠାଗାରରେ ତ ଅସଂଖ୍ୟ ଭୁଲ ଭାଲ ରହୁଛି ।
[20:05] <Prateek> Han Wikipathagara katha ru mane padila
[20:05] <Sailesh> Sir, ଏହି ପାଳିକ quality improvement ପାଇଁ ଧ୍ୟାନ ଦେବୁ ।
[20:06] <Sailesh> ପ୍ରତୀକ କୁହ
[20:06] <subas> ଟୁଙ୍ଗୀରେ କଣ ହେବ , ସମସ୍ତେ କଅଣ ଲାପଟପ ଆଣି କରିପାରିବେ ।
[20:06] <Sailesh> sir, ଆପଣ ଭାଗ ନିଅନ୍ତୁ , ସଜେଇବା ପାଇଁ ଆମେ ଅଛୁ :)
[20:06] <Prateek> Wikisource re type samaste karuchanti je sanshodhana kama bahut pachare rahijauchi. Gana sampadana bhala Gana Sanshodhana session guda kale bhala huanta.
[20:06] <Sailesh> Done ପ୍ରତୀକ
[20:06] <Prateek> Hele amara gote gote bahi sariba. Nahele adha gadha heiki rahi jauchi.
[20:07] <Nistha> 👍
[20:07] <Sailesh> ନିଶ୍ଚୟ ପ୍ରତୀକ
[20:07] <Bikash> @Prateek bahut sundar prastaba
[20:07] <subas> ମୁଁ ତ ଭୁଲ ଠିକ ହିଁ କରୁଛି ।
[20:07] <Prateek> :)
[20:07] <Sailesh> ନିଶ୍ଚୟ ପ୍ରତୀକ
[20:07] <Nistha> Cis ପ୍ରକଳ୍ପ ପାଇଁ ଆଲୋଚନା ହେଉଛି ବୋଧେ
[20:08] <Prateek> E barsha 3-4 ta gana sanshodhana rakhiki dekhiba
[20:08] <Sailesh> ନିଷ୍ଠା ଭାଇ ଆମେ ଏହି ବର୍ଷ କେଉଁ ସବୁ ପ୍ରକଳ୍ପରେ କାମ କରିଲେ ହେବ ? Digitisation, Small city outreach,କର୍ମଶାଳା, ଗଣସମ୍ପାଦନା, GLAM ପ୍ରକଳ୍ପ, ନୁଆ ଟୁଲ ତିଆରି କରିବା ଓ ଉଇକିଟୁଙ୍ଗିର ଉନ୍ନତି କିପରି କରି ହେବ
[20:08] <Sailesh> ହଁ ନିଷ୍ଠା ଭାଇ
[20:08] <Prateek> @Subas Sir : han sir, kintu bahut kam loka se kama karuchanti. Samastanku miseiba pain mora seiti abedana thila
[20:09] <Sailesh> ଆପଣ ଏହି ପାଳିକ TTTରେ ମଧ୍ୟ ଭାଗ ନେଇଛନ୍ତି ଓ ଅନ୍ୟ କମ୍ଯୁନିଟିର ପ୍ରକଳ୍ପ ମଧ୍ୟ ଦେଖିଥିବେ ଆମେ କଣ କଣ କରିପାରିବା?
[20:10] <Nistha> Digitisation ପ୍ରତୀକ ଆଗ୍ରହର ସହ ଆରମ୍ଭ କରିଥିବାରୁ ସମସ୍ତେ ସହଯୋଗ କରିବାକୁ ହେବ ।
[20:10] <Prateek> + Wikipathagara re community interaction badheiba pain kichi gote karibaku heba. Nahele Wikipedia tulanare Wikipathagara ra alochana sabha, alochana prustha sabu phanka phanka rahuchi.
[20:10] <Nistha> Wiki15 ହେଉଛି ଆଉଟ ରିଚ ପାଇଁ । ସେତିକି ଯଥେଷ୍ଟ ।
[20:10] <Sailesh> ଶ୍ରୀକାନ୍ତ ଭାଇ , ଆପଣଙ୍କୁ କହିବାକୁ ଅନୁରୋଧ
[20:10] <Sailesh> ଆଉ କିଛି ?
[20:11] <subas> ଏହି ବିଷୟରେ ଗୋଟେ କଥା କହିବି ସମସ୍ତେ ମନ ଧ୍ୟାନ ଦିଅନ୍ତୁ ।
[20:11] <Sailesh> ନିଶ୍ଚୟ
[20:11] <Prateek> Han sir
[20:12] <Bikash> kuhantu sir
[20:12] <Nistha> ନୂଆ ପିଲାଙ୍କ ପାଇଁ କେବଳ କର୍ମଶାଳା ହେଉ । ପୁରୁଣା ମାନଙ୍କ ପାଇଁ online ସହାୟତା ହେଉ ।
[20:12] <subas> ଡାହାଣ ପାଖର ଲେଖା ଦେଖି ବାମ ପାଖରେ ଲେଖିବା ହେଲେ ଟିକିଏ ଧ୍ୟାନ ଦିଅନ୍ତୁ, ସେ ପଟରେ ବି ଅନେକ ଭୁଲ ରହୁଛି । ତାକୁ ବି ଠିକ କରିବାକୁ ପଡିବ ।
[20:12] <Prateek> Han manji katha te kahichanti sir
[20:14] <Sailesh> ସୁବାସ Sir, ଟୁଙ୍ଗି ପାଇଁ ଲୋକଙ୍କ ରୁଚି ବଢେଇବା ପାଇଁ କଣ କରିବା ?
[20:14] <Prateek> Ethipain ame gote gote bahira multiple edition naba boli mo mata. Ebe Uikipathagara kaunasi bahira ekadhika scanned sanskarana rahu nahi. Ekadhika rahile segudiku misei sanshodhita rupa deihaba. (E katha bishes kari puruna lekha upare applicable)
[20:14] <Sailesh> ଅଧିକରୁ ଅଧିକ ଉଇକିଆଳିମାନେ ଯେମିତି ଭାଗ ନେବେ ।
[20:15] <Prateek> @Sailesh Bhai : Apananka jou masika online hangout taku WikiTungi onlnine naa dele kemiti haba? Same concept, khali madhyama ta online
[20:15] <Sailesh> nischaya :)
[20:16] <subas> ଏକଦା ଯେ ଯମୁନା ତଟର ନିକୁଞ୍ଜବନରେ ସୁଲଳିତ ସଙ୍ଗୀତ ଗାନ କରି ଆନନ୍ଦ ମନରେ ଭ୍ରମର ତୁଲ୍ୟ ଗୋପାଙ୍ଗନା ମାନଙ୍କର ମୁଖ-ପଦ୍ମର ଆସ୍ୱାଦ ଗ୍ରହଣ କରିଥିଲେ, ଏହି ଧାଡିରେ ଦେଖ, ଆସ୍ଵାଦ ସ୍ଥାନରେ ଅସ୍ଵାଦ à
[20:16] <Prateek> Sethire ama puruna loka mane topic resolve kariba sange sange nua pilamananku guide bi karipariba :)
[20:16] <Sailesh> Nistha Bhai kahila bhalia, sakriya mananka pai training
[20:16] <Prateek> Semiti guide kale besi pila agrahi hebe
[20:16] <subas> ଗୋପାଙ୍ଗନା ମାନଙ୍କୁ ଦେଖିଲେ ସ୍ଵାଦହୀନ ହେବ କି ?
[20:17] <Prateek> Sir eita ehi prasanga re kichi bujha padilani, dayakari tike bujhei diantu
[20:18] <subas> ଅସ୍ଵାଦ ମାନେ ସ୍ଵାଦହୀନ । ଗୋପାଙ୍ଗନା କଅଣ ସ୍ଵାଦହୀନ/
[20:18] <subas> ତେଣୁ ମୁଁ ଆସ୍ଵାଦ ଲେଖିଲି ।
[20:18] <subas> ଏହି ଭଳି ଭୁଲ ସଂଶୋଧନ କରିବାକୁ ପଡିବ ।
[20:18] <Sailesh> ଆଛା
[20:19] <Prateek> Oho
[20:19] <Sailesh> sir , ଟୁଙ୍ଗି ବିଷୟରେ କହିଲେନି :(
[20:19] <Prateek> Han
[20:19] <Nistha> ସିଆଇଏସ ପ୍ରୋଜେକ୍ଟ ସବୁ କଣ ହେବ ସେ ବାବଦରେ ସ୍ୱତନ୍ତ୍ର ପୃଷ୍ଠାମାନ ତିଆରି କରାଯାଉ ।ସେଥିରେ ବିସ୍ତୃତ ରହୁ । ଏବର୍ଷ ଡିଜିଟାଇଜେସନ କାମକୁ ଧ୍ୟାନ ଦେବାକୁ ପଡ଼ିବ ।
[20:20] <Prateek> Sir emiti kala bele * mark dei tale karana ta lekhile bhala huanta, hele pathaka mane source refer kale kounasi confusion jemiti rahibani
[20:20] <subas> ଟୁଙ୍ଗୀ କଥା ଲେଖିଲି ଉପରେ
[20:20] <Sailesh> ଲ୍ଯାପଟପ କଥା?
[20:20] <subas> ହଁ
[20:21] <Sailesh> ନୋଟ କରିଲି
[20:21] <Sailesh> ଅନ୍ୟ କିଛି କରିହେବ ଉଇକିଆଲିଙ୍କୁ ଆଣିବା ପାଇଁ ?
[20:21] <subas> ମୁଁ ତ ସେଇକଥା ଅନେକ ସମୟରେ କହିଛି, ଟୁଙ୍ଗୀରେ ଅର୍ଥପୂର୍ଣ୍ଣ କାମ ହେଉନି ।
[20:22] <Bikash> Tungi re nua pilanku miseiba pain nije chesta karibaku padiba... jeunmane agrahi hebe
[20:22] <Sailesh> ସେଇୟା, କଣ କରିପାରିବ CIS ଏଥିପାଇଁ ଆପଣ ଟିକେ ମତ ଦିଅନ୍ତୁ
[20:23] <subas> sincere ହେଲେ ଅଳ୍ପ ଲୋକ ମଧ୍ୟ ଅନେକ କାମ କରିପାରିବେ ।
[20:23] <Sailesh> ଆଛା !!
[20:24] <Sailesh> ଆମେ ଟୁଙ୍ଗି ପାଇଁ ଆଉ କଣ ସବୁ କରିହେବ ?
[20:24] <subas> ଏଠାକୁ ଆସି କାମ କରିପାରିଲେ ବହୁତ କିଛି ହୋଇପାରିବ ।
[20:24] <Sailesh> ଏବେ ସମସ୍ତେ ଟୁଙ୍ଗି concept ଶୁଣି ବହୁତ ଏକ୍ଷ୍କିଟେଡ ରହୁଛନ୍ତି
[20:25] <Prateek> Jeun sabu nua bahi guda Wikipathagara ku dana kara heichi seguda scan karibare samaste sahajya karantu please
[20:25] <Prateek> Ebe sabu kama kebala jane Chinu Didi nka upare padichi
[20:25] <Prateek> Ja hau sie karuchanti nahele ama hataru kete kana birala bahi asi chali jaithanta
[20:26] <subas> ଦଶ ଜଣ ଆସି କାମ ବିଷୟରେ କଥା ହେଲେ ନିଶ୍ଚୟ ହେବ । ଖାଲି ଗପ ଶପ କଲେ କିଛି ହେବନି
[20:26] <Sailesh> thik katha
[20:27] <Sailesh> Sir
[20:28] <subas> ବହୁତ କଥା କହି ହେବନି, କାହା ମନକୁ ଆଘାତ ହୋଇଯିବ । ଅନେକ କେବଳ ଉଇକିପିଡିଆକୁ ଟାଇମ ପାସ ଭାବୁଛନ୍ତି । ଏମିତି ହେଲେ ବଡ କାମ ହେବନି ।
[20:28] <Sailesh> ନିଷ୍ଠା ଭାଇ , ବିକାଶ ଭାଇ , ନିହାର ଭାଇ , ପ୍ରତୀକ ଆଉ କିଛି କହିବେ କି CIS ର କାମ ପାଇଁ
[20:28] <Sailesh> ଯେଉଁଟା ଆମେ ଏହି ବର୍ଷ କରିବୁ ।?
[20:29] <Prateek> Digitisation training session au masaka scanning target*
[20:29] <Sailesh> OK
[20:29] <Prateek> Jemiti ame article target rakhuche semiti gote minimum bahi scanning target rakhile se kama ta besi bega re huanta. Bahi paiba kashta nuhe, scanning kama ta kashta. Samaste help kale jaldi huanta.
[20:31] <Sailesh> Sir ?
[20:31] <subas> ପାଠାଗାରର କେଉଁ ବିଷୟ ଲେଖାହୋଇନି ତାର ସୂଚୀ ନାହିଁ । ଆଗରୁ ଅନେକ ଲେଖା ଅଛି, ଲେଖିବାକୁ ଲୋକ କାହିଁ।
[20:33] <Sailesh> ସୁବାସ sir , ମୁଁ KISS ସହ କଥା ହେଉଛି ପାଠାଗାର ପାଇଁ, ଯେହେତୁ ଏବେ ଭୁବନେଶ୍ବରରେ ଭଲ କମ୍ଯୁନିଟି ଟେ ଅଛି ଆମେ ସେ ଛୁଆଙ୍କ ହାତ ଧରି ତାଙ୍କୁ ଶିଖେଇପାରିବା
[20:33] <subas> ସ୍କାନ ଅପେକ୍ଷା ଲେଖିବା ବେଶି ଜରୁରୀ । ଅନେକ ବାକିଆ ରହିଲାଣି ।
[20:33] <Sailesh> ନିଶ୍ଚୟ Sir
[20:34] <subas> ଓସିଆର କରି ରହିଗଲେ ଅଜସ୍ର ଭୁଲ ରହୁଛି , କେହି ଦେଖୁ ନାହାନ୍ତି
[20:34] <Sailesh> ସେଥିପାଇଁ ମୁଁ kiss କଥା କହୁଥିଲି
[20:35] <Sailesh> ମାସକୁ ମାସ ତାଙ୍କ ସହ follow କରିବାକୁ ଚେଷ୍ଟା କରିବା
[20:35] <subas> ଅତି କାମରେ କିଏ କଅଣ ଲେଖିବା ବା ସଂଶୋଧନ କରିବ ତାହା ନିର୍ଦ୍ଦିଷ୍ଟ କରାଯାଉ ।
[20:36] <Bikash> @Sailesh pray sabu thik achhi.. institutional partnership ta tike jaruri ebe
[20:37] <Sailesh> ନିଶ୍ଚୟ ଭାଇ :) ପୁରା ଚେଷ୍ଟା କରିବୁ
[20:37] <subas> kissରେ ଭୁଲ ଲେଖା ବେଶୀ ଠିକ ଲେଖା କମ , କଅଣ କରାଯିବ ବୁଝିହେଉନି
[20:37] <Bikash> nua editor pain heu ba library pain heu
[20:37] <Sailesh> Sir, ଆମେ ନିଜେ ସେଇଠି ରହି ଶିଖେଇବା
[20:37] <Bikash> seita bhala heba
[20:37] <Sailesh> ଏବେ ତ କିଛି final ହେଇନି ହେଲେ ଜଣେଇବି :)
[20:38] <subas> ଚେଷ୍ଟା କର ।
[20:38] <Sailesh> ନିଶ୍ଚୟ :)
[20:38] <Sailesh> ଆଉ କିଛି କହିବାର ଅଛି ନ ସାଙ୍ଗ କରିବା ଏବେ ?
[20:39] <Bikash> na .. au kichhi nahin ebe kahibara
[20:39] <subas> କିସ ଗଲେ ଗେଟରେ ଅଟକାଉଛନ୍ତି , ମୋତେ ବହୁତ ଖରାପ ଲାଗିଥିଲା ।
[20:39] <Sailesh> ଆଉ ହେବନି sir
[20:40] <subas> ok
[20:40] <Sailesh> ସବୁ final ହେଲେ କିଛି କରିବା, ମୁଁ ଏହି ଭିତରେ registrar ମ୍ଯାଡାମ ଙ୍କୁ ଭେଟିବି ଓ ଜଣେଇବି
[20:40] <subas> ଯିବା
[20:41] <Bikash> samastanku dhanyabad
[20:42] <Sailesh> ସମସ୍ତେ ଭାଗ ନେଇଥିବାରୁ ଧନ୍ୟବାଦ