କିଟ୍ ବିଶ୍ୱବିଦ୍ୟାଳୟ
ଦେଖଣା
(କଳିଙ୍ଗ ଇନଷ୍ଟିଚୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକନୋଲୋଜିରୁ ଲେଉଟି ଆସିଛି)
| କିଟ୍ ବିଶ୍ୱବିଦ୍ୟାଳୟ | |
|---|---|
| ଲକ୍ଷ୍ୟ | सा विद्या या विमुक्तये (sā vidyā yā vimuktayē) (Sanskrit) ବିଦ୍ୟା ଯାହାକି ମୁକ୍ତି ପ୍ରଦାନ କରେ (Odia) |
| ସ୍ଥାପିତ | ୨୦୦୪ |
| ପ୍ରକାର | ସ୍ୱୟଂଶାସିତ |
| କୁଳାଧିପତି | ନ. ଲ. ମିତ୍ର |
| କୁଳପତି | ପି. ପି. ମାଥୁର୍ |
| Founder | ଅଚ୍ୟୁତ ସାମନ୍ତ |
| ଶିକ୍ଷାସମ୍ବନ୍ଧୀୟ ସଦସ୍ୟ | ୧୫୦୦ |
| ପ୍ରଶାସନୀକ ସଦସ୍ୟ | ୨୫୦୦ |
| ଛାତ୍ର ଛାତ୍ରୀ ସଂଖ୍ୟା | ୩୦୦୦୦ରୁ ଅଧିକ |
| ଅବସ୍ଥାନ | ଭୁବନେଶ୍ୱର, ଓଡ଼ିଶା, ଭାରତ 20°21′10″N 85°49′10″E / 20.35278°N 85.81944°E |
| ପରିସର | Urban, 400 acres (1.6 km2), 20 independent distributed campuses,23 constituent schools |
| ଅନୁବନ୍ଧନ | UGC, AICTE, NAAC, BCI |
| ୱେବସାଇଟ | www.kiit.ac.in |
କିଟ୍ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରେ ଅବସ୍ଥିତ ଏକ ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟ ଅଟେ ।
ଆହୁରି ଦେଖନ୍ତୁ
ଇତିହାସ
୧୯୯୨ ମସିହାରେ ୧୨ଟି ବିଦ୍ଯାର୍ଥି ଓ ୨ଟି ଶିକ୍ଷ୍ୟକଙ୍କୁ ନେଇ ଗଠିତ ହୋଇଥିଲା କିଟ୍ ବିଶ୍ୱବିଦ୍ୟାଳୟ।[୧]
- ↑ "Overview". KIIT University. Archived from the original on 2011-08-30. Retrieved 2009-05-01.