ରାମଚନ୍ଦ୍ର ମଲ୍ଲିକ

ଉଇକିପିଡ଼ିଆ‌ରୁ
ରାମଚନ୍ଦ୍ର ମଲ୍ଲିକ
ସାଂସଦ: ୧୨ଶ ଲୋକ ସଭା
କାର୍ଯ୍ୟକାଳ
୧୯୯୮ – ୧୯୯୯
ପୂର୍ବ ଅଧିକାରୀଆଞ୍ଚଲ ଦାସ
ପର ଅଧିକାରୀଜଗନ୍ନାଥ ମଲ୍ଲିକ
ନିର୍ବାଚନ ମଣ୍ଡଳୀଯାଜପୁର
ସାଂସଦ: ୬ଷ୍ଠ ଲୋକ ସଭା
କାର୍ଯ୍ୟକାଳ
୧୯୭୭ – ୧୯୭୯
ପୂର୍ବ ଅଧିକାରୀଅନାଦି ଚରଣ ଦାସ
ପର ଅଧିକାରୀଅନାଦି ଚରଣ ଦାସ
ନିର୍ବାଚନ ମଣ୍ଡଳୀଯାଜପୁର
ସାଂସଦ: ୩ୟ ଲୋକ ସଭା
କାର୍ଯ୍ୟକାଳ
୧୯୬୨ – ୧୯୬୭
ପୂର୍ବ ଅଧିକାରୀଲକ୍ଷ୍ମୀଧର ଜେନା, ଭୂବନାନନ୍ଦ ଦାସ
ପର ଅଧିକାରୀବାଇଧର ବେହେରା
ନିର୍ବାଚନ ମଣ୍ଡଳୀଯାଜପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1933-08-02) ୨ ଅଗଷ୍ଟ ୧୯୩୩ (ବୟସ ୯୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଲୋକ ଦଳ
ଜୀବନ ସାଥୀକମଳା ମଞ୍ଜରୀ ମଲ୍ଲିକ
ବାପା/ବୋଉଦୁର୍ଯ୍ୟୋଧନ ମଲ୍ଲିକ (ବାପା)
ବୃତ୍ତିରାଜନୀତିଜ୍ଞ

ରାମଚନ୍ଦ୍ର ମଲ୍ଲିକ (ଜନ୍ମ: ୨ ଅଗଷ୍ଟ ୧୯୩୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ରାମଚନ୍ଦ୍ର ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୧୯୬୨, ୧୯୭୭ ଓ ୧୯୯୮ ଭାରତୀୟ ସାଧାରଣ ନିର୍ବାଚନରେ ସେ ଯାଜପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ, ୬ଷ୍ଠ ଓ ୧୨ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରାମଚନ୍ଦ୍ର ମଲ୍ଲିକ ୧୯୩୩ ମସିହାର ଅଗଷ୍ଟ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଦୁର୍ଯ୍ୟୋଧନ ମଲ୍ଲିକ ଏବଂ ପତ୍ନୀଙ୍କ ନାମ କମଳା ମଞ୍ଜରୀ ମଲ୍ଲିକ ।[୧] ରାମଚନ୍ଦ୍ରଙ୍କର ଶିକ୍ଷାଗତ ଯୋଗ୍ୟତା ହିନ୍ଦୀରେ ରତ୍ନ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରାମଚନ୍ଦ୍ର ମଲ୍ଲିକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ ୩ଥର କାର୍ଯ୍ୟ କରିଛନ୍ତି ।[୧]

ଲୋକ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୬୨ ୧୯୬୭ ସଭ୍ୟ, ୩ୟ ଲୋକ ସଭା ଯାଜପୁର ଭାରତୀୟ ଜାତୀୟ କଂଗ୍ରେସ
୧୯୭୭ ୧୯୭୯ ସଭ୍ୟ, ୬ଷ୍ଠ ଲୋକ ସଭା ଯାଜପୁର ଭାରତୀୟ ଲୋକ ଦଳ
୧୯୯୯ ୧୯୯୯ ସଭ୍ୟ, ୧୨ଶ ଲୋକ ସଭା ଯାଜପୁର ଭାରତୀୟ ଜାତୀୟ କଂଗ୍ରେସ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Rama Chandra Mallick". odishaassembly.nic.in. Odisha Assembly. Retrieved 23 November 2019.