"ପିଙ୍କି ପ୍ରିୟଦର୍ଶିନୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
୨୪ କ ଧାଡ଼ି: | ୨୪ କ ଧାଡ଼ି: | ||
୨୦୧୨ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ପିଙ୍କି ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର [[ତୁ ମୋ ଆରମ୍ଭ ତୁ ମୋ ଶେଷ]] ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରରେ ଅଭିନେତା [[ଶୁଭାଶିଷ ଶର୍ମା]] ମଧ୍ୟ ନାୟକ ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।<ref>[http://movies.fullorissa.com/oriya-films/tu-mo-armbha-tu-mo-sesha-oriya-film/ movies.fullorissa.com: Tu Mo Armbha Tu Mo Sesha Oriya Film]</ref> ଶୁଭାଶିଷ ପୂର୍ବରୁ ଓଡ଼ିଆ କଥାଚିତ୍ର ଜଗତରେ ଚରିତ୍ର ଅଭିନେତା ଭାବରେ କାର୍ଯ୍ୟ କରିଥିଲେ । ନିଶିକାନ୍ତ ଦଳବେହେରା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । [[ମିହିର ଦାସ]], [[ପୁଷ୍ପା ପଣ୍ଡା]], [[ସଲିଲ ମିତ୍ର]], [[ପ୍ରଜ୍ଞା ଖଟୁଆ]] ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । |

||
୨୦୧୪ ମସିହାରେ ପିଙ୍କି ଓଡ଼ିଆ କଥାଚିତ୍ର [[ଖାସ୍ ତୁମରି ପାଇଁ]]ରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ [[ଦୁଷ୍ମନ୍ତ ପଣ୍ଡା]] ନାୟକ ଭୂମିକରେ ଅଭିନୟ କରିଥିଲେ ଏବଂ [[ଦେବଯାନୀ]] ସମାନ୍ତରଳ ନାୟିକା ଭାବରେ ଅଭିନୟ କରିଥିଲେ । ଜର୍ଜ ତିଆଡ଼ି, ଦେବୁ ବୋଷ, ଦେବୁ ବ୍ରହ୍ମା, ଦେବୀ ବାରିକ, ମାମାଲି ଆଦି କଳାକାରମାନେ ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ସୁଶାନ୍ତ ରଥ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । |
୨୦୧୪ ମସିହାରେ ପିଙ୍କି ଓଡ଼ିଆ କଥାଚିତ୍ର [[ଖାସ୍ ତୁମରି ପାଇଁ]]ରେ ଅଭିନୟ କରିଥିଲେ ।<ref>{{cite news|title=ଛଅମାସ ହେବ ପରଦାକୁ ଆସିନାହାନ୍ତି ଏହି ଓଲିଉଡ ନାୟିକା !|url=http://sambad.in/news/entertainment/pinky-priyadarshini-not-in-new-movie/72995.html|accessdate=6 September 2017|newspaper=ସମ୍ବାଦ|date=26 August 2017}}</ref><ref>{{cite news|title=ପ୍ରତିଥର ନୂଆ ନାୟକଙ୍କ ସହ ପିଙ୍କି ପ୍ରିୟଦର୍ଶିନୀ|url=http://sambad.in/news/entertainment/pinky-pridarshini-with-these-heroes/66031.html|accessdate=6 September 2017|newspaper=ସମ୍ବାଦ|date=20 July 2017}}</ref> ।<ref>{{cite news|last=ପାଣିଗ୍ରାହୀ|first=ସତ୍ୟ|title=ଫିଲ୍ମ ରେଡି, ହଲ୍ କାହିଁ!|url=http://archive.is/GltPO|accessdate=6 September 2017|newspaper=ଦ ସନ୍ଡେ ଇଣ୍ଡିଆନ|date=2 October 2011}}</ref><ref name="Khas Tumari Pain">{{cite web|title= Khaas Tumari Paain ( ଖାସ୍ ତୁମରି ପାଇଁ )|url=http://odishafile.com/Entertainment/MovieDetails/587|accessdate=6 September 2017|publisher=Odisha File}}</ref> ଏହି କଥାଚିତ୍ରଟିରେ [[ଦୁଷ୍ମନ୍ତ ପଣ୍ଡା]]<ref>{{cite news|title=ଓଲିଉଡର ତିନି ଟପ୍ ନାୟିକାଙ୍କ ନାୟକ ହୋଇଛନ୍ତି ଦୁଷ୍ମନ୍ତ|url=http://sambad.in/news/entertainment/ollywood-actor-dushmant-acted-with-top-three-heroines/66939.html|accessdate=6 September 2017|newspaper=ସମ୍ୱାଦ|date=25 July 2017}}</ref> ନାୟକ ଭୂମିକରେ ଅଭିନୟ କରିଥିଲେ ଏବଂ [[ଦେବଯାନୀ]]<ref>{{cite news|title=ଦେବଯାନୀଙ୍କ ନୂଆ ଓଡ଼ିଆ ସିନେମା “ଅଜାତଶତ୍ରୁ” ଖୁବ ଶୀଘ୍ର ପରଦାକୁ ଆସୁଛି|url=http://enewsodia.com/debjani-new-odia-movie/|accessdate=6 September 2017|newspaper=E News ଓଡ଼ିଆ|date=12 July 2017}}</ref> ସମାନ୍ତରଳ ନାୟିକା ଭାବରେ ଅଭିନୟ କରିଥିଲେ । ଜର୍ଜ ତିଆଡ଼ି, ଦେବୁ ବୋଷ, ଦେବୁ ବ୍ରହ୍ମା, ଦେବୀ ବାରିକ, ମାମାଲି ଆଦି କଳାକାରମାନେ ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ସୁଶାନ୍ତ ରଥ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।<ref>{{cite web|title= Khaas Tumari Paain|url=http://www.odiahits.com/odia-film/khas-tumari-pain/|accessdate=6 September 2017|publisher=OdiaHits.com}}</ref> |
||
୨୦୧୩ ମସିହାରେ [[ସପନର ନାୟିକା]] କଥାଚିତ୍ରରେ ପିଙ୍କି [[ଦୀପକ ବାରିକ]]ଙ୍କ ସହ ଅଭିନୟ କରିଥିଲେ ।<ref>{{cite news|title=ଓଲିଉଡ ନାୟକ ଦୀପକଙ୍କ ଅପେକ୍ଷା !|url=https://m.dailyhunt.in/news/india/oriya/sambad-epaper-samba/oliuda+nayaka+dipakanka+apeksha-newsid-72403702|accessdate=21 October 2017|newspaper=sambad.in|date=28 August 2017}}</ref><ref>{{cite news|title=ଛଅମାସ ହେବ ପରଦାକୁ ଆସିନାହାନ୍ତି ଏହି ଓଲିଉଡ ନାୟିକା !|url=http://archive.sambad.in/news/entertainment/pinky-priyadarshini-not-in-new-movie/72995.html|accessdate=21 October 2017|newspaper=sambad.in|date=26 August 2017}}</ref><ref name="Sapanara Nayika Odia Movie">{{cite news|first=Ardhendu|title=Sapanara Nayika|url=http://www.newodisha.in/sapanara-nayika-oriya-film-cast-crew-wallpaper-songs-download-free/|accessdate=21 October 2017|newspaper=NewOdisha.in|date=19 Feberuary 2013}}</ref> ରାଜ୍ ପ୍ରଦୀପ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । [[ଦୈତାରି ପଣ୍ଡା]], [[ମନୋଜ ମିଶ୍ର]], [[ଶ୍ରୀତମ ଦାସ]], [[ଲରେନ୍ସ ବେହେରା]], ଚିନ୍ମୟୀ ପ୍ରିୟଦର୍ଶିନୀ, ଗୁଡ୍ଡୁ, ବାଦଲ ମହାନ୍ତି, ଅନନ୍ତ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।<ref name="SapanaraNayika">{{cite news|title=Sapanara Nayika new Oriya Film|url=http://incredibleorissa.com/oriyafilms/sapanara-nayika-oriya-movie-songs-videos-wallpapers/|accessdate=21 October 2017|newspaper=Incredible Orissa|date=23 January 2013}}</ref><ref name="Sapanara Nayika 1st Look">{{cite news|last=MOHAPATRA|first=MRUDU M.|title=Sapanara Nayika 1st Look|url=https://odialive.com/sapanara-nayika-1st-look/sapana-ra-nayika/|accessdate=21 October 2017|newspaper=odia live|date=4 March 2013}}</ref> |

୨୩:୨୮, ୨୮ ମାର୍ଚ୍ଚ ୨୦୧୮ ଅନୁସାରେ କରାଯାଇଥିବା ବଦଳ
ପିଙ୍କି ପ୍ରିୟଦର୍ଶିନୀ | |
---|---|
ଜନ୍ମ | ପିଙ୍କି ପ୍ରିୟଦର୍ଶିନୀ |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୨ରୁ-ଏବେଯାଏଁ |
ପିଙ୍କି ପ୍ରିୟଦର୍ଶିନୀ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଏବଂ ଦୂରଦର୍ଶନ ଉପସ୍ଥାପିକା । ସେ ୨୦୧୨ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷ ଜରିଆରେ ତାଙ୍କର କଥାଚିତ୍ର ଜୀବନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ସେ ଦୂରଦର୍ଶନରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।
ପ୍ରାରମ୍ଭିକ ଜୀବନ
ଅଭିନୟ ଜୀବନ
୨୦୧୨ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ପିଙ୍କି ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷ ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରରେ ଅଭିନେତା ଶୁଭାଶିଷ ଶର୍ମା ମଧ୍ୟ ନାୟକ ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧] ଶୁଭାଶିଷ ପୂର୍ବରୁ ଓଡ଼ିଆ କଥାଚିତ୍ର ଜଗତରେ ଚରିତ୍ର ଅଭିନେତା ଭାବରେ କାର୍ଯ୍ୟ କରିଥିଲେ । ନିଶିକାନ୍ତ ଦଳବେହେରା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ମିହିର ଦାସ, ପୁଷ୍ପା ପଣ୍ଡା, ସଲିଲ ମିତ୍ର, ପ୍ରଜ୍ଞା ଖଟୁଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
୨୦୧୪ ମସିହାରେ ପିଙ୍କି ଓଡ଼ିଆ କଥାଚିତ୍ର ଖାସ୍ ତୁମରି ପାଇଁରେ ଅଭିନୟ କରିଥିଲେ ।[୨][୩] ।[୪][୫] ଏହି କଥାଚିତ୍ରଟିରେ ଦୁଷ୍ମନ୍ତ ପଣ୍ଡା[୬] ନାୟକ ଭୂମିକରେ ଅଭିନୟ କରିଥିଲେ ଏବଂ ଦେବଯାନୀ[୭] ସମାନ୍ତରଳ ନାୟିକା ଭାବରେ ଅଭିନୟ କରିଥିଲେ । ଜର୍ଜ ତିଆଡ଼ି, ଦେବୁ ବୋଷ, ଦେବୁ ବ୍ରହ୍ମା, ଦେବୀ ବାରିକ, ମାମାଲି ଆଦି କଳାକାରମାନେ ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ସୁଶାନ୍ତ ରଥ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୮]
୨୦୧୩ ମସିହାରେ ସପନର ନାୟିକା କଥାଚିତ୍ରରେ ପିଙ୍କି ଦୀପକ ବାରିକଙ୍କ ସହ ଅଭିନୟ କରିଥିଲେ ।[୯][୧୦][୧୧] ରାଜ୍ ପ୍ରଦୀପ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଦୈତାରି ପଣ୍ଡା, ମନୋଜ ମିଶ୍ର, ଶ୍ରୀତମ ଦାସ, ଲରେନ୍ସ ବେହେରା, ଚିନ୍ମୟୀ ପ୍ରିୟଦର୍ଶିନୀ, ଗୁଡ୍ଡୁ, ବାଦଲ ମହାନ୍ତି, ଅନନ୍ତ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୨][୧୩]
୨୦୧୫ ମସିହାରେ ପିଙ୍କି ଓଡ଼ିଆ କଥାଚିତ୍ର ଲେଖିଚି ନାଁ ତୋରରେ ନାୟକ ସମ୍ବିତ ଆଚାର୍ଯ୍ୟଙ୍କ[୧୪] ସହ ଅଭିନୟ କରିଥିଲେ ।[୧୫] ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧୬] କେକେ, ହରିହର ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୭][୧୮]
୨୦୧୬ ମସିହାରେ ଆସିଲୁ ଯେବେ ତୁ ଯାଆନା ଫେରି ଚଳଚ୍ଚିତ୍ରରେ ଦୀପକ ବାରିକଙ୍କ ସହ ଅଭିନୟ କରିଥିଲେ ।[୧୯][୨୦] । ନିର୍ଦ୍ଦେଶକ ବାବୁଦା ଏବଂ ଦିପୁନ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨୧] ପୀୟୁଷ, କୁନା ତ୍ରିପାଠୀ, ଅସୀତ ପତି, ଜୀବନ ପଣ୍ଡା, ସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨୨]
ଅଭିନୀତ କଥାଚିତ୍ର
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୨ | ତୁ ମୋ ଆରମ୍ଭ ତୁ ମୋ ଶେଷ | ପ୍ରଥମ ଓଡ଼ିଆ କଥାଚିତ୍ର | |
୨୦୧୩ | ସପନର ନାୟିକା | ||
୨୦୧୪ | ଖାସ୍ ତୁମରି ପାଇଁ | ||
୨୦୧୫ | ଲେଖିଚି ନାଁ ତୋର | ||
୨୦୧୬ | ଆସିଲୁ ଯେବେ ତୁ ଯାଆନା ଫେରି |
ଆଧାର
- ↑ movies.fullorissa.com: Tu Mo Armbha Tu Mo Sesha Oriya Film
- ↑ "ଛଅମାସ ହେବ ପରଦାକୁ ଆସିନାହାନ୍ତି ଏହି ଓଲିଉଡ ନାୟିକା !". ସମ୍ବାଦ. 26 August 2017. Retrieved 6 September 2017.
- ↑ "ପ୍ରତିଥର ନୂଆ ନାୟକଙ୍କ ସହ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 20 July 2017. Retrieved 6 September 2017.
- ↑ ପାଣିଗ୍ରାହୀ, ସତ୍ୟ (2 October 2011). "ଫିଲ୍ମ ରେଡି, ହଲ୍ କାହିଁ!". ଦ ସନ୍ଡେ ଇଣ୍ଡିଆନ. Retrieved 6 September 2017.
- ↑ "Khaas Tumari Paain ( ଖାସ୍ ତୁମରି ପାଇଁ )". Odisha File. Retrieved 6 September 2017.
- ↑ "ଓଲିଉଡର ତିନି ଟପ୍ ନାୟିକାଙ୍କ ନାୟକ ହୋଇଛନ୍ତି ଦୁଷ୍ମନ୍ତ". ସମ୍ୱାଦ. 25 July 2017. Retrieved 6 September 2017.
- ↑ "ଦେବଯାନୀଙ୍କ ନୂଆ ଓଡ଼ିଆ ସିନେମା "ଅଜାତଶତ୍ରୁ" ଖୁବ ଶୀଘ୍ର ପରଦାକୁ ଆସୁଛି". E News ଓଡ଼ିଆ. 12 July 2017. Retrieved 6 September 2017.
- ↑ "Khaas Tumari Paain". OdiaHits.com. Retrieved 6 September 2017.
- ↑ "ଓଲିଉଡ ନାୟକ ଦୀପକଙ୍କ ଅପେକ୍ଷା !". sambad.in. 28 August 2017. Retrieved 21 October 2017.
- ↑ "ଛଅମାସ ହେବ ପରଦାକୁ ଆସିନାହାନ୍ତି ଏହି ଓଲିଉଡ ନାୟିକା !". sambad.in. 26 August 2017. Retrieved 21 October 2017.
- ↑ "Sapanara Nayika". NewOdisha.in. 19 Feberuary 2013. Retrieved 21 October 2017.
{{cite news}}
:|first=
missing|last=
(help); Check date values in:|date=
(help) - ↑ "Sapanara Nayika new Oriya Film". Incredible Orissa. 23 January 2013. Retrieved 21 October 2017.
- ↑ MOHAPATRA, MRUDU M. (4 March 2013). "Sapanara Nayika 1st Look". odia live. Retrieved 21 October 2017.
- ↑ "'ଛାତି ତଳେ ଡିଂ ଡଙ୍ଗ୍'ରେ ସମ୍ବିତ୍". ସମ୍ବାଦ. 22 September 2016. Retrieved 20 August 2017.
- ↑ Mohapatra, Mrudu M. (2 April 2015). "Lekhichi naa Tora Odia film cast and crew". Odia Live. Retrieved 20 August 2017.
- ↑ "Lekhichi Naa Tora (ଲେଖିଛି ନାଁ ତୋର) - 2015 Romantic Odia Film". ଓଡ଼ିଆପୋର୍ଟଲ.ଇନ୍. Retrieved 20 August 2017.
- ↑ Mohapatra, Mrudu M. (1 April 2015). "Lekhichi na Tora Odia Film". Odia Live. Retrieved 20 August 2017.
- ↑ ମିଶ୍ର, ରୋଜାଲିନ (29 December 2015). "ଓଲିଉଡ୍ @୨୦୧୫". Odisha Reporter. Retrieved 20 August 2017.
- ↑ "ପରଦାକୁ ଫେରିଲେ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 26 September 2016. Retrieved 22 July 2017.
- ↑ "ପ୍ରତିଥର ନୂଆ ନାୟକଙ୍କ ସହ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 20 July 2017. Retrieved 22 July 2017.
- ↑ "ଷୋହଳର ଛାପ : ବହୁ ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାର ଓଲିଉଡ୍ରେ କ୍ୟାରିଅର୍ର ଶୁଭାରମ୍ଭ କରିଛନ୍ତି". ସମ୍ବାଦ. 30 December 2016. Retrieved 22 July 2017.
- ↑ "Aasilu Jebe Tu Jaana Pheri". Odia Movie Database. Retrieved 22 July 2017.
ବାହାର ଆଧାର
ଇଣ୍ଟରନେଟ ମୁଭି ଡାଟାବେସରେ ପିଙ୍କି ପ୍ରିୟଦର୍ଶିନୀ