Jump to content

"ଜ୍ୟୋତି ରଞ୍ଜନ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୩୧ କ ଧାଡ଼ି: ୩୧ କ ଧାଡ଼ି:
ଏହାପରେ ସେ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର [[ଦିଲ୍ କା ରାଜା]]ରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ [[ପିଙ୍କି ପ୍ରିୟଦର୍ଶନୀ]] । ଦୀପିକା, [[ଉତ୍ତମ ମହାନ୍ତି]], [[ମିହିର ଦାସ]], [[ପ୍ରଦ୍ୟୁମ୍ନ ଲେଙ୍କା]], [[ପପୁ ପମ ପମ]] ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଫେବୃଆରୀ ମାସରେ ମୁକ୍ତିଲାଭ କରିଥିଲା । ଏହାପରେ ତାଙ୍କର ପ୍ରଥମ ଅଭିନୀତ ଚଳଚ୍ଚିତ୍ର [[ମିଠା ମିଠା]] ମଇ ମାସରେ ମୁକ୍ତିଲାଭ କରିଥିଲା ।
ଏହାପରେ ସେ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର [[ଦିଲ୍ କା ରାଜା]]ରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ [[ପିଙ୍କି ପ୍ରିୟଦର୍ଶନୀ]] । ଦୀପିକା, [[ଉତ୍ତମ ମହାନ୍ତି]], [[ମିହିର ଦାସ]], [[ପ୍ରଦ୍ୟୁମ୍ନ ଲେଙ୍କା]], [[ପପୁ ପମ ପମ]] ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଫେବୃଆରୀ ମାସରେ ମୁକ୍ତିଲାଭ କରିଥିଲା । ଏହାପରେ ତାଙ୍କର ପ୍ରଥମ ଅଭିନୀତ ଚଳଚ୍ଚିତ୍ର [[ମିଠା ମିଠା]] ମଇ ମାସରେ ମୁକ୍ତିଲାଭ କରିଥିଲା ।


୨୦୧୭ ଦୀପାବଳୀ ସମୟରେ ଜ୍ୟୋତିଙ୍କର ୫ମ ଚଳଚ୍ଚିତ୍ର [[ତୁ ମୋ ହିରୋ]] ମୁକ୍ତିଲାଭ କରିଥିଲା ।<ref>{{cite news|title=ଆଜି ପରଦାକୁ ଆସୁଛି ‘ତୁ ମୋ ହିରୋ’|url=http://sambad.in/entertainment/tu-mo-hero-releases-12755/|accessdate=25 October 2017|newspaper=sambad.in|date=20 October 2017}}</ref> ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଦିଲୀପ ପଣ୍ଡା । ଏହି ଚଳଚ୍ଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ [[ଝିଲିକ୍ ଭଟ୍ଟାଚାର୍ଯ୍ୟ]] ।<ref>{{cite news|title=ଚୁଲ୍‌ବୁଲି ଝିଅ, ପତ୍ନୀ ଓ ଶେଷରେ ସ୍ନେହମୟୀ ମାଆ ଭୂମିକାରେ ଝିଲିକ୍‌!|url=http://sambad.in/entertainment/jhilik-13912/|accessdate=24 October 2017|newspaper=sambad.in|date=22 October 2017}}</ref> ଏହି କଥାଚିତ୍ରଟିଏ ଜ୍ୟୋତିଙ୍କ ସ‌ହ [[ସୁବାଶିଷ ଶର୍ମା]], [[ମିହିର ଦାସ]], [[ସରୋଜ ଦାସ]] ଆଦି କଳାକାମାନେ ଅଭିନୟ କରିଥିଲେ ।<ref>{{cite news|title=ଦୀପାବଳି ବା କାଳୀ ପୂଜା ବଜାରରେ ହଇଚଇ ମଚେଇବାକୁ ଅପେକ୍ଷା କରିଛି ଓଡିଆ ଚଳଚ୍ଚିତ୍ର ତୁ ମୋ ହିରୋ|url=http://enewsodia.com/odia-film-tu-mo-hero/|accessdate=25 October 2017|newspaper=E News ଓଡ଼ିଆ|date=18 October 2017}}</ref>
୨୦୧୭ ଦୀପାବଳୀ ସମୟରେ ଜ୍ୟୋତିଙ୍କର ୫ମ ଚଳଚ୍ଚିତ୍ର [[ତୁ ମୋ ହିରୋ]] ମୁକ୍ତିଲାଭ କରିଥିଲା ।<ref>{{cite news|title=ଆଜି ପରଦାକୁ ଆସୁଛି ‘ତୁ ମୋ ହିରୋ’|url=http://sambad.in/entertainment/tu-mo-hero-releases-12755/|accessdate=25 October 2017|newspaper=sambad.in|date=20 October 2017}}</ref> ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଦିଲୀପ ପଣ୍ଡା । ଏହି ଚଳଚ୍ଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ [[ଝିଲିକ୍ ଭଟ୍ଟାଚାର୍ଯ୍ୟ]] ।<ref name="ଝିଲିକ୍‌ ଓ ଜ୍ୟୋତି ରଞ୍ଜନ ଙ୍କ ଆଗାମୀ ଓଡ଼ିଆ ଛବି ‘ତୁ ମୋ ହିରୋ’">{{cite news|title=ଝିଲିକ୍‌ ଓ ଜ୍ୟୋତି ରଞ୍ଜନ ଙ୍କ ଆଗାମୀ ଓଡ଼ିଆ ଛବି ‘ତୁ ମୋ ହିରୋ’|url=http://enewsodia.com/jhilik-jyoti-odia-movie-tu-mo-hero/|accessdate=3 October 2017|newspaper=E News Odia|date=19 July 2017}}</ref><ref>{{cite news|title=ଚୁଲ୍‌ବୁଲି ଝିଅ, ପତ୍ନୀ ଓ ଶେଷରେ ସ୍ନେହମୟୀ ମାଆ ଭୂମିକାରେ ଝିଲିକ୍‌!|url=http://sambad.in/entertainment/jhilik-13912/|accessdate=24 October 2017|newspaper=sambad.in|date=22 October 2017}}</ref> ଏହି କଥାଚିତ୍ରଟିଏ ଜ୍ୟୋତିଙ୍କ ସ‌ହ [[ସୁବାଶିଷ ଶର୍ମା]], [[ମିହିର ଦାସ]], [[ସରୋଜ ଦାସ]] ଆଦି କଳାକାମାନେ ଅଭିନୟ କରିଥିଲେ ।<ref>{{cite news|title=ଦୀପାବଳି ବା କାଳୀ ପୂଜା ବଜାରରେ ହଇଚଇ ମଚେଇବାକୁ ଅପେକ୍ଷା କରିଛି ଓଡିଆ ଚଳଚ୍ଚିତ୍ର ତୁ ମୋ ହିରୋ|url=http://enewsodia.com/odia-film-tu-mo-hero/|accessdate=25 October 2017|newspaper=E News ଓଡ଼ିଆ|date=18 October 2017}}</ref>


==ଅଭିନୀତ କଥାଚିତ୍ର==
==ଅଭିନୀତ କଥାଚିତ୍ର==

୧୧:୪୩, ୨୫ ଅକ୍ଟୋବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଜ୍ୟୋତି ରଞ୍ଜନ ନାୟକ
ଜନ୍ମ
ଜ୍ୟୋତିରଞ୍ଜନ ନାୟକ

୨୪ ଅକ୍ଟୋବର[]
ବୃତ୍ତି(ଓଡ଼ିଆ) ଅଭିନେତା
ସକ୍ରିୟ ବର୍ଷ୨୦୧୬ରୁ-ଏବେଯାଏଁ

ଜ୍ୟୋତି ରଞ୍ଜନ ନାୟକ ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ୨୦୧୬ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଶ୍ରୀକାନ୍ତ ଗୌତମ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ମିଠା ମିଠା ଯୋଡ଼ିରେ ଭାଗ ନେଇ ବିଜେତା ହେବା ପରେ ଜ୍ୟୋତି ଓଡ଼ିଆ କଥାଚିତ୍ର ମିଠା ମିଠାରେ ନାୟକ ଭାବରେ ଅଭିନୟ କରିଥିଲେ, ମାତ୍ର ଏହି କଥାଚିତ୍ରଟି ମୁକ୍ତିଲାଭରେ ବିଳମ୍ବ ହୋଇଥିଲା । ଓଡ଼ିଆ କଥାଚିତ୍ର ଜଗତରେ ଜ୍ୟୋତିଙ୍କର ପ୍ରଥମ ମୁକ୍ତିଲାଭ ଚଳଚ୍ଚିତ୍ର ହେଉଛି ଦେଲେ ଧରା କଥା ସରେ । ଏହାପରେ ସେ ନିଝୁମ ରାତିର ସାଥୀ, ଦିଲ୍ କା ରାଜା, ତୁ ମୋ ହିରୋ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

ଜ୍ୟୋତି ରଞ୍ଜନ ଚେନ୍ନାଇରେ ଇଞ୍ଜିନିୟରିଂ ପଢ଼ୁଥିଲେ ।[] ଏହି ସମୟେର ସେ ତାମିଲ କଥାଚିତ୍ରରେ ଅଭିନୟ କରିବାର ପ୍ରଚେଷ୍ଟା କରିଥିଲେ ମାତ୍ର ସଫଳ ହୋଇପାରିନଥିଲେ ।

ଅଭିନୟ ଜୀବନ

ଜ୍ୟୋତି ରଞ୍ଜନ ଚେନ୍ନାଇରେ ଇଞ୍ଜିନିୟରିଂ ପଢ଼ୁଥିଲାବେଳେ ଏକ ତାମିଲ ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ପାଇଁ ମନୋନୀତ ହୋଇଥିଲେ, ମାତ୍ର ତାଙ୍କ ତାମିଲ ଭାଷା ଜଣ ନଥିବାରୁ ସେ ସେହି ଚଳଚ୍ଚିତ୍ରରୁ ଓହରିଯାଇଥିଲେ ।[] ପରବର୍ତ୍ତୀ ସମୟରେ ସେ ଓଡ଼ିଶା ଆସିବା ପରେ କଲର୍ସ ଓଡ଼ିଆରେ ପ୍ରସାରିତ କାର୍ଯ୍ୟକ୍ରମ ମିଠା ମିଠା ଯୋଡ଼ିରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମଟିରେ ବିଜୟୀ ଯୋଡ଼ିଙ୍କୁ ନେଇ ଓଡ଼ିଆ କଥାଚିତ୍ର ମିଠା ମିଠା ନିର୍ମାଣ କରାଯାଇଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶ୍ରୀକାନ୍ତ ଗୌତମ । ଏହି କଥାଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ଅମ୍ରିତା, ସମ୍ଭବ, ଶ୍ରଦ୍ଧା, ରାଜେଶ, ପ୍ରକୃତି ମିଶ୍ର ଆଦି କଳାକାରମାନେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ମୁକ୍ତିଲାଭରେ ବିଳମ୍ବ ହୋଇଥିଲା । ଏହି ଚଳଚ୍ଚିତ୍ରଟିର ମୁକ୍ତିଲାଭ ପୂର୍ବରୁ ତାଙ୍କର ଅନ୍ୟ ତିନୋଟି ଓଡ଼ିଆ କଥାଚିତ୍ର ମୁକ୍ତିଲାଭ କରିସାରିଥିଲା ।

ଓଡ଼ିଆ କଥାଚିତ୍ର ଜଗତରେ ଜ୍ୟୋତିଙ୍କର ପ୍ରଥମ ମୁକ୍ତିଲାଭ ଚଳଚ୍ଚିତ୍ର ହେଉଛି ଦେଲେ ଧରା କଥା ସରେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶ୍ରୈଳେନ୍ଦ୍ର ମିଶ୍ର । ଏହି କଥାଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ମାଳବିକା ବାନାର୍ଜୀ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରିଟିରେ ଜ୍ୟୋତିଙ୍କ ସ‌ହ ଅଜିତ ଦାସ, ମହାଶ୍ୱେତା ରାୟ, ମୀନକେତନ, ବବି ମିଶ୍ର, ପୃଥୀରାଜ, ପ୍ରିୟଙ୍କା ମହାପାତ୍ର ପ୍ରମୁଖ ଅଭିନୟ କରିଥିଲେ ।

୨୦୧୭ ନବବର୍ଷ ସମୟରେ ଜ୍ୟୋତିଙ୍କର ନିଝୁମ ରାତିର ସାଥୀ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ । ଏହି ଚଳଚ୍ଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ତମନ୍ନା । ଚନ୍ଦନ, ସତ୍ୟବ୍ରତ ତ୍ରିପାଠୀ, ପ୍ରେମାନନ୍ଦ ପରିଡ଼ା, ପଲ୍ଲବୀ, ସୋନାଲୀ, ସୁମନ, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଏହାପରେ ସେ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର ଦିଲ୍ କା ରାଜାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ପିଙ୍କି ପ୍ରିୟଦର୍ଶନୀ । ଦୀପିକା, ଉତ୍ତମ ମହାନ୍ତି, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପପୁ ପମ ପମ ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଫେବୃଆରୀ ମାସରେ ମୁକ୍ତିଲାଭ କରିଥିଲା । ଏହାପରେ ତାଙ୍କର ପ୍ରଥମ ଅଭିନୀତ ଚଳଚ୍ଚିତ୍ର ମିଠା ମିଠା ମଇ ମାସରେ ମୁକ୍ତିଲାଭ କରିଥିଲା ।

୨୦୧୭ ଦୀପାବଳୀ ସମୟରେ ଜ୍ୟୋତିଙ୍କର ୫ମ ଚଳଚ୍ଚିତ୍ର ତୁ ମୋ ହିରୋ ମୁକ୍ତିଲାଭ କରିଥିଲା ।[] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଦିଲୀପ ପଣ୍ଡା । ଏହି ଚଳଚ୍ଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ଝିଲିକ୍ ଭଟ୍ଟାଚାର୍ଯ୍ୟ[][] ଏହି କଥାଚିତ୍ରଟିଏ ଜ୍ୟୋତିଙ୍କ ସ‌ହ ସୁବାଶିଷ ଶର୍ମା, ମିହିର ଦାସ, ସରୋଜ ଦାସ ଆଦି କଳାକାମାନେ ଅଭିନୟ କରିଥିଲେ ।[]

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭୂମିକା ମନ୍ତବ୍ୟ
୨୦୧୬ ଦେଲେ ଧରା କଥା ସରେ ଶ୍ରୈଳେନ୍ଦ୍ର ମିଶ୍ର ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୧୭ ନିଝୁମ ରାତିର ସାଥୀ ସଞ୍ଜୟ ନାୟକ
ଦିଲ୍ କା ରାଜା ଦିଲ୍ଲୀପ ପଣ୍ଡା
ମିଠା ମିଠା ଶ୍ରୀକାନ୍ତ ଗୌତମ
ତୁ ମୋ ହିରୋ ଦିଲୀପ ପଣ୍ଡା

ଆଧାର

  1. ୧.୦ ୧.୧ "ତାମିଲ ସିନେମାରେ ହିରୋ ହୋଇଥାନ୍ତେ ଏହି ଓଲିଉଡ଼ ନାୟକ !". sambad.in. 24 October 2017. Retrieved 25 October 2017.
  2. "A Very Happy Birth Day To Jyoti Ranjan Nayak". E news ଓଡ଼ିଆ. 24 October 2016. Retrieved 25 October 2017.
  3. "ଆଜି ପରଦାକୁ ଆସୁଛି 'ତୁ ମୋ ହିରୋ'". sambad.in. 20 October 2017. Retrieved 25 October 2017.
  4. "ଝିଲିକ୍‌ ଓ ଜ୍ୟୋତି ରଞ୍ଜନ ଙ୍କ ଆଗାମୀ ଓଡ଼ିଆ ଛବି 'ତୁ ମୋ ହିରୋ'". E News Odia. 19 July 2017. Retrieved 3 October 2017.
  5. "ଚୁଲ୍‌ବୁଲି ଝିଅ, ପତ୍ନୀ ଓ ଶେଷରେ ସ୍ନେହମୟୀ ମାଆ ଭୂମିକାରେ ଝିଲିକ୍‌!". sambad.in. 22 October 2017. Retrieved 24 October 2017.
  6. "ଦୀପାବଳି ବା କାଳୀ ପୂଜା ବଜାରରେ ହଇଚଇ ମଚେଇବାକୁ ଅପେକ୍ଷା କରିଛି ଓଡିଆ ଚଳଚ୍ଚିତ୍ର ତୁ ମୋ ହିରୋ". E News ଓଡ଼ିଆ. 18 October 2017. Retrieved 25 October 2017.

ବାହାର ଆଧାର