Jump to content

"ରାମାନୁଜ ଆଚାର୍ଯ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
"'''ରାମାନୁଜ ଆଚାର୍ଯ୍ୟ''' (୧୦୧୭ - ୧୧୩୭ ଖ୍ରୀ.ଅ) ଜଣେ ହିନ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Ramanuja}}

{{Infobox Hindu leader
|name= ରାମାନୁଜ
|image = Ramanujacharya Idol in a temple.jpg
|caption = ରାମାନୁଜ
|birth_date= ୧୦୧୭ ଖ୍ରୀ.
|birth_place= ଶ୍ରୀପେରାମ୍ବୁଦୁର,[[ତାମିଲନାଡୁ]]
|birth_name= ଲକ୍ଷ୍ମଣ
|death_date= ୧୧୩୭ ଖ୍ରୀ.
|death_place= ଶ୍ରୀରଙ୍ଗମ,[[ତାମିଲନାଡୁ]]
|guru= ଯମୁନାଚାର୍ୟ
|philosophy=
|honors= श्रीवैष्णवतत्त्वशास्त्रस्य आचार्यः ।
|Literary works = वेदान्तसङ्ग्रहम्, श्रीभाष्यम्, गीताभाष्यम्, वेदन्तदीपम्, वेदान्तसारम्, शरणागतिगद्यम्,श्रीरङ्गगद्यम्, श्रीवैकुण्ठगद्यम्, नित्यग्रन्थम्,
|quote=
|footnotes=
}}
{{Hinduism}}

'''ରାମାନୁଜ ଆଚାର୍ଯ୍ୟ''' (୧୦୧୭ - ୧୧୩୭ ଖ୍ରୀ.ଅ) ଜଣେ [[ହିନ୍ଦୁ ଧର୍ମ|ହିନ୍ଦୁ]] ଧର୍ମବିତ, [[ଦାର୍ଶନିକ]] ଏବଂ [[ଶ୍ରୀବୈଷ୍ଣବ]] ପରମ୍ପରାର ସର୍ବପ୍ରଧାନ ବାଖ୍ୟାକାର ଥିଲେ । {{Sfn|C. J. Bartley|2013|pp=1–4, 52–53, 79}}<ref name="Sydnor2012p20"/> ସେ ଏକ [[ତାମିଲନାଡୁ|ତାମିଲ]] ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମସ୍ଥାନ [[ତାମିଲନାଡୁ|ତାମିଲନାଡୁର]] ଏକ ଗାଁ ଶ୍ରୀପେରୁମ୍ବୁଦୁର ରେ ।<ref name=mishraegr/> ତାଙ୍କ ଦାର୍ଶନିକ ମତବାଦ [[ଭକ୍ତି]]-[[ଭକ୍ତି|ଆନ୍ଦୋଳନ]] ପାଇଁ ପ୍ରଭାବଶାଳୀ ହୋଇଥିଲା । {{Sfn|C. J. Bartley|2013|pp=1–4, 52–53, 79}}<ref name="KulkeRothermund2004p149">{{cite book|author1=Hermann Kulke|author2=Dietmar Rothermund|title=A History of India|url=http://books.google.com/books?id=RoW9GuFJ9GIC&pg=PA149|year=2004|publisher=Routledge|isbn=978-0-415-32920-0|page=149}}</ref>

୮ କ ଧାଡ଼ି: ୩୦ କ ଧାଡ଼ି:
== ଜୀବନୀ ==
== ଜୀବନୀ ==
ଐତିହାସିକ ଦୃଷ୍ଟିରୁ ରାମାନୁଜଙ୍କ ଜୀବନୀ ସମ୍ପୁର୍ଣ୍ଣ ଜ୍ଞାତ ନୁହେଁ । ଶ୍ରୀ ବୈଷ୍ଣବ ସମ୍ପ୍ରଦାୟର ଅନୁଜାୟୀ ମାନେ ତାଙ୍କ ଜୀବନ ଉପରେ ଅନେକ ଭକ୍ତି ମୂଳକ ବାକ୍ଷ୍ୟାନ ଲେଖିଛନ୍ତି ଏବଂ ଏହାକୁ ସତ ଭାବରେ ଗ୍ରହଣ କରାଯାଏ । <ref name="Sydnor2012p20">{{cite book|author=Jon Paul Sydnor|title=Ramanuja and Schleiermacher: Toward a Constructive Comparative Theology|url=http://books.google.com/books?id=Ae4FBAAAQBAJ|year=2012|publisher=Casemate|isbn=978-0227680247|pages=20–22 with footnote 32}}</ref>{{Sfn|Keith E. Yandell | 2001| pp=7, 148}}

ସେହି [[କିମ୍ବଦନ୍ତୀ]] ଅନୁସାରେ ରାମାନୁଜ ଆଧୁନିକ [[ଚେନ୍ନାଇ]] ନିକଟସ୍ଥ ଏକ ଗ୍ରାମରେ [[ବ୍ରାହ୍ମଣ]] ପରିବାରରେ ଜନ୍ମଗ୍ରହଣ କରିଥିଲେ । {{Sfn|Jones |Ryan |2006| p=352}} ତାଙ୍କ ଜୀବନ କାଳକୁ ଖୀ.ଅ. ୧୦୧୭ ରୁ ୧୧୩୭ ବୋଲି ଗ୍ରହଣ କରାଯାଏ । ଏହି ମତାନୁସାରେ ତାଙ୍କ ଜୀବନ କାଳ ୧୨୦ ବର୍ଷ ଥିଲା । ଆଧୁନିକ ମତବାଦ ତାଙ୍କ ଜୀବନ କାଳ ଖୀ.ଅ.୧୦୭୭ ରୁ ଖୀ.ଅ.୧୧୫୭ ମଧ୍ୟରେ ଗ୍ରହଣ କରେ । {{Sfn|Carman|1974|pp=27-28, 45}}<ref name=mishraegr>{{cite book|title=Ramanuja(ca. 1077–ca. 1157) in ''Encyclopedia of Global Religion'' (Editors: Mark Juergensmeyer & Wade Clark Roof) |last=Mishra |first =Patit Paban| year=2012|doi=10.4135/9781412997898.n598}}</ref>{{Sfn|Jones |Ryan |2006| p=352}}
ସେହି [[କିମ୍ବଦନ୍ତୀ]] ଅନୁସାରେ ରାମାନୁଜ ଆଧୁନିକ [[ଚେନ୍ନାଇ]] ନିକଟସ୍ଥ ଏକ ଗ୍ରାମରେ [[ବ୍ରାହ୍ମଣ]] ପରିବାରରେ ଜନ୍ମଗ୍ରହଣ କରିଥିଲେ । {{Sfn|Jones |Ryan |2006| p=352}} ତାଙ୍କ ଜୀବନ କାଳକୁ ଖ୍ରୀ.ଅ. ୧୦୧୭ ରୁ ୧୧୩୭ ବୋଲି ଗ୍ରହଣ କରାଯାଏ । ଏହି ମତାନୁସାରେ ତାଙ୍କ ଜୀବନ କାଳ ୧୨୦ ବର୍ଷ ଥିଲା । ଆଧୁନିକ ମତବାଦ ତାଙ୍କ ଜୀବନ କାଳ ଖ୍ରୀ.ଅ.୧୦୭୭ ରୁ ଖ୍ରୀ.ଅ.୧୧୫୭ ମଧ୍ୟରେ ଗ୍ରହଣ କରେ । {{Sfn|Carman|1974|pp=27-28, 45}}<ref name=mishraegr>{{cite book|title=Ramanuja(ca. 1077–ca. 1157) in ''Encyclopedia of Global Religion'' (Editors: Mark Juergensmeyer & Wade Clark Roof) |last=Mishra |first =Patit Paban| year=2012|doi=10.4135/9781412997898.n598}}</ref>{{Sfn|Jones |Ryan |2006| p=352}}

ତାଙ୍କ ବିବାହ ପରେ ସେ କାଞ୍ଚିପୁରମ୍ ଯାଇ [[ଯାଦବ ପ୍ରକାଶ]] ନାମକ ଏକ ଅଦ୍ଵୈତ [[ବେଦାନ୍ତୀ]]<nowiki/>ଙ୍କ ନିକଟରେ ଅଧ୍ୟୟନ କରିଥିଲେ । <ref name=olivellehsarp10/><ref name=jabvanbuirhtp>J.A.B. van Buitenen (2008), [http://www.britannica.com/biography/Ramanuja Ramanuja - Hindu theologian and Philosopher], Encyclopedia Britannica</ref> ଅନେକ ବିଷୟରେ ଦୁହିଙ୍କ ମଧ୍ୟରେ ମତଭେଦ ହେଉଥିଲା । ପରେ ରାମାନୁଜ ତାଙ୍କୁ ତ୍ୟାଗ କରି ନିଜେ ଅଧ୍ୟୟନ କରିଥିଲେ । <ref name="Sydnor2012p20"/><ref name=jabvanbuirhtp/> ରାମାନୁଜ ଶ୍ରୀ [[ବୈଷ୍ଣବ]] ପରମ୍ପରାରେ ଦିକ୍ଷୀତ ହୋଇଥିଲେ ଓ ଗୃହ ତ୍ୟାଗ କରି [[ସନ୍ନ୍ୟାସ]] ଗ୍ରହଣ କରିଥିଲେ । <ref>{{cite book|author=Alkandavilli Govindāchārya|title=The Life of Râmânujâchârya: The Exponent of the Viśistâdvaita Philosophy|url=http://books.google.com/books?id=DOAoAAAAYAAJ |year=1906 |publisher=S. Murthy|pages=62–70}}</ref>

୨୬ କ ଧାଡ଼ି: ୪୮ କ ଧାଡ଼ି:
== ଆଧାର ==
== ଆଧାର ==
{{ଆଧାର}}
{{ଆଧାର}}
== ବାହାର ତଥ୍ୟ ==
=== ଜୀବନୀ ===
* [http://www.iep.utm.edu/r/ramanuja.htm Biography and works], The Internet encyclopedia of Philosophy.
* [http://www.sanskrit.org/www/Ramanuja/Ramanuja&vaishna.html Biography of Ramanuja], ''Sanskrit.org''
* [http://www.dlshq.org/saints/ramanuja.htm Divine Life Society Biography of Ramanuja], by Swami Sivananda
* [http://www.rangavilasam.com/Sri_Ramanuja_DOB.html Reckoning the date of birth of Ramanuja], ''rangavilasam.com'

=== ରଚନାବଳୀ ===
* [http://sites.google.com/site/vaedhaarthasangraham/quick-translation Vedanta Sangraha: A quick translation], as per the book "Vedantha Sangraha", by S.S.Raghavachar.
* [http://www.bharatadesam.com/spiritual/brahma_sutra/sribhashya_ramanuja/vedanta_sutra_commentary_ramanujaindex.php Sri Bhashya: Ramanuja's commentary on Vedanta Sutras], translated By George Thibaut (1904)

=== ଦର୍ଶନ ===
* [http://www.vedics.org/index.php?option=com_content&view=category&id=152:the-philosophy-of-sri-ramanuja&Itemid=104&layout=default A collection of articles on the philosophy of Sri Ramanuja]
* [http://acharya.org/ Srivaishnava Sampradayam - Information on various aspects of Srivaishnavite philosophy, culture, literature and history]
* [http://www.dlshq.org/download/hinduismbk.htm#_VPID_96 Divine Life Society Discussion of Ramanuja's philosophy.]
* [http://www.ramanuja.org/ Ramanuja.org]
* [http://www.sundarasimham.org A collection of e-books on Ramanuja Sampradayam]

=== ହସ୍ତାକ୍ଷର ===
* [http://radhekrishnasatsangam.com/vedhanaadham/may06.html Ramanuja's signature as found on a palm leaf manuscript at Melkottai Thirunarayanapuram]

[[ଶ୍ରେଣୀ:ଭାରତୀୟ ଧର୍ମ ପ୍ରଚାରକ]]
[[ଶ୍ରେଣୀ:୧୦୧୭ ଜନ୍ମ]]
[[ଶ୍ରେଣୀ:୧୧୩୭ ମୃତ୍ୟୁ]]
[[ଶ୍ରେଣୀ:୨୦୧୬ ରଥଯାତ୍ରା ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]

୧୮:୦୯, ୨୧ ଜୁଲାଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ରାମାନୁଜ
ରାମାନୁଜ
ଜନ୍ମଲକ୍ଷ୍ମଣ
୧୦୧୭ ଖ୍ରୀ.
ଶ୍ରୀପେରାମ୍ବୁଦୁର,ତାମିଲନାଡୁ
ମୃତ୍ୟୁ୧୧୩୭ ଖ୍ରୀ.
ଶ୍ରୀରଙ୍ଗମ,ତାମିଲନାଡୁ
ଉପାଧି/ ସମ୍ମାନश्रीवैष्णवतत्त्वशास्त्रस्य आचार्यः ।
ଗୁରୁଯମୁନାଚାର୍ୟ
ସାହିତ୍ୟ କୃତିवेदान्तसङ्ग्रहम्, श्रीभाष्यम्, गीताभाष्यम्, वेदन्तदीपम्, वेदान्तसारम्, शरणागतिगद्यम्,श्रीरङ्गगद्यम्, श्रीवैकुण्ठगद्यम्, नित्यग्रन्थम्,

An article related to
ହିନ୍ଦୁ ଧର୍ମ

Hinduism

Hinduଇତିହାସ

Portal:Hinduism

Hinduism Portal
Hindu Mythology Portal

ରାମାନୁଜ ଆଚାର୍ଯ୍ୟ (୧୦୧୭ - ୧୧୩୭ ଖ୍ରୀ.ଅ) ଜଣେ ହିନ୍ଦୁ ଧର୍ମବିତ, ଦାର୍ଶନିକ ଏବଂ ଶ୍ରୀବୈଷ୍ଣବ ପରମ୍ପରାର ସର୍ବପ୍ରଧାନ ବାଖ୍ୟାକାର ଥିଲେ । [୧][୨] ସେ ଏକ ତାମିଲ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମସ୍ଥାନ ତାମିଲନାଡୁର ଏକ ଗାଁ ଶ୍ରୀପେରୁମ୍ବୁଦୁର ରେ ।[୩] ତାଙ୍କ ଦାର୍ଶନିକ ମତବାଦ ଭକ୍ତି-ଆନ୍ଦୋଳନ ପାଇଁ ପ୍ରଭାବଶାଳୀ ହୋଇଥିଲା । [୧][୪]

ରାମାନୁଜଙ୍କ ଗୁରୁ ଯାଦବ ପ୍ରକାଶ ଅଦ୍ଵୈତ ବେଦାନ୍ତ ପରମ୍ପରା ର ପଣ୍ଡିତ ଥିଲେ । [୫] ଶ୍ରୀ ବୈଷ୍ଣବ ପରମ୍ପରା ମତାନୁସାରେ ରାମାନୁଜ ନିଜ ଗୁରୁଙ୍କ ସହ ଏକମତ ନହୋଇ ନାଥମୁନୀଯମୁନାଚାର୍ଯ୍ୟଙ୍କ ଭଲି ଅଲ୍ଵାର ସନ୍ଥ ମାନଙ୍କୁ ଅନୁସରଣ କରିଥିଲେ । [୧]ବିଶିଷ୍ଟାଦ୍ଵୈତବାଦ ବେଦାନ୍ତ ପରମ୍ପରାର ରାମାନୁଜ ସର୍ବପ୍ରଧାନ ବାଖ୍ୟାକାର ଭାବେ ପ୍ରସିଦ୍ଧ । [୬][୭] ସେ ବ୍ରହ୍ମସୂତ୍ରଭଗବତ-ଗୀତାର ବାଖ୍ୟା ଏହି ମତାନୁସାରେ କରିଥିଲେ । [୮]

ତାଙ୍କ ଦ୍ଵାରା ପ୍ରଣୀତ ବିଶିଷ୍ଟାଦ୍ଵୈତବାଦ, ମାଧବାଚାର୍ଯ୍ୟଙ୍କ ଦ୍ଵୈତବାଦ ଓ ଆଦି ଶଙ୍କରାଚାର୍ଯ୍ୟଙ୍କ ଅଦ୍ଵୈତ ବେଦାନ୍ତ ସହ ଅନ୍ୟତମ ପ୍ରଭାବଶାଳୀ ଭାରତୀୟ ଦାର୍ଶନିକ ଚିନ୍ତାଧାରା ଅଟେ । ସେ ଜ୍ଞାନମୋକ୍ଷ ପାଇଁ ଭକ୍ତିର ଆବଶ୍ୟକତା ପ୍ରତିପାଦନ କରିଥିଲେ । ତାଙ୍କ ମତାନୁସାରେ ଜୀବାତ୍ମାବ୍ରହ୍ମ ମଧ୍ୟରେ ବିଭେଦ ରହିଛି ଏବଂ ଜୀବାତ୍ମା ଓ ଜଗତ ବ୍ରହ୍ମଙ୍କ ଉପରେ ନିର୍ଭରଶୀଳ । ମାତ୍ର ଜୀବାତ୍ମା ଏକ ଅଟେ ଓ ଏହା ମୋକ୍ଷ ଦ୍ଵାରା ପରମାତ୍ମାଙ୍କ ସହ ଏକ ହେବାକୁ ଯୋଗ୍ୟ । [୯] [୧୦]

ଜୀବନୀ

ଐତିହାସିକ ଦୃଷ୍ଟିରୁ ରାମାନୁଜଙ୍କ ଜୀବନୀ ସମ୍ପୁର୍ଣ୍ଣ ଜ୍ଞାତ ନୁହେଁ । ଶ୍ରୀ ବୈଷ୍ଣବ ସମ୍ପ୍ରଦାୟର ଅନୁଜାୟୀ ମାନେ ତାଙ୍କ ଜୀବନ ଉପରେ ଅନେକ ଭକ୍ତି ମୂଳକ ବାକ୍ଷ୍ୟାନ ଲେଖିଛନ୍ତି ଏବଂ ଏହାକୁ ସତ ଭାବରେ ଗ୍ରହଣ କରାଯାଏ । [୨][୧୧] ସେହି କିମ୍ବଦନ୍ତୀ ଅନୁସାରେ ରାମାନୁଜ ଆଧୁନିକ ଚେନ୍ନାଇ ନିକଟସ୍ଥ ଏକ ଗ୍ରାମରେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । [୧୨] ତାଙ୍କ ଜୀବନ କାଳକୁ ଖ୍ରୀ.ଅ. ୧୦୧୭ ରୁ ୧୧୩୭ ବୋଲି ଗ୍ରହଣ କରାଯାଏ । ଏହି ମତାନୁସାରେ ତାଙ୍କ ଜୀବନ କାଳ ୧୨୦ ବର୍ଷ ଥିଲା । ଆଧୁନିକ ମତବାଦ ତାଙ୍କ ଜୀବନ କାଳ ଖ୍ରୀ.ଅ.୧୦୭୭ ରୁ ଖ୍ରୀ.ଅ.୧୧୫୭ ମଧ୍ୟରେ ଗ୍ରହଣ କରେ । [୧୩][୩][୧୨]

ତାଙ୍କ ବିବାହ ପରେ ସେ କାଞ୍ଚିପୁରମ୍ ଯାଇ ଯାଦବ ପ୍ରକାଶ ନାମକ ଏକ ଅଦ୍ଵୈତ ବେଦାନ୍ତୀଙ୍କ ନିକଟରେ ଅଧ୍ୟୟନ କରିଥିଲେ । [୫][୧୪] ଅନେକ ବିଷୟରେ ଦୁହିଙ୍କ ମଧ୍ୟରେ ମତଭେଦ ହେଉଥିଲା । ପରେ ରାମାନୁଜ ତାଙ୍କୁ ତ୍ୟାଗ କରି ନିଜେ ଅଧ୍ୟୟନ କରିଥିଲେ । [୨][୧୪] ରାମାନୁଜ ଶ୍ରୀ ବୈଷ୍ଣବ ପରମ୍ପରାରେ ଦିକ୍ଷୀତ ହୋଇଥିଲେ ଓ ଗୃହ ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରିଥିଲେ । [୧୫]

ରାମାନୁଜ ଶ୍ରୀରଙ୍ଗମର ବରଦରାଜ ବିଷ୍ଣୁ ମନ୍ଦିରରେ ପୂଜକ କାର୍ଯ୍ୟ କଲେ ଓ ବେଦାନ୍ତ ଉପରେ ଶିକ୍ଷା ପ୍ରଦାନ କଲେ । ସେ ନିର୍ଗୁଣ ବ୍ରହ୍ମଙ୍କ ଉପାସନା ପରିବର୍ତ୍ତେ ସଗୁଣ ବ୍ରହ୍ମଙ୍କ (ନାରାୟଣ) ଉପାସନା ମୋକ୍ଷର ମାର୍ଗ ବୋଲି ଶିକ୍ଷା ଦେଇଥିଲେ ।[୧୪][୧୬] ସେ ଶ୍ରୀରଙ୍ଗମ ମନ୍ଦିରର ବିଭିନ୍ନ ସଂସ୍କାର କରାଇଥିଲେ ଓ ଭାରତ ସାରା ବୁଲି ତାଙ୍କ ମତବାଦର ପ୍ରଚାର କରିଥିଲେ ।

ପୁରୀକୁ ଯାତ୍ରା

ରାମାନୁଜ ପୁରୀକୁ ଆସିବା ସମୟରେ ଚୋଡଗଙ୍ଗ ଦେବ ଉତ୍କଳର ରାଜା ଥିଲେ । ପ୍ରପନ୍ନାମୃତ ନାମକ ଏକ ଗ୍ରନ୍ଥ ଅନୁସାରେ ସେ ଶୈବ ଚୋଡଗଙ୍ଗ ଦେବଙ୍କୁ ପ୍ରଭାବିତ କରି ବୈଷ୍ଣବ କରାଇଥିଲେ । ସେ ପୁରୀରେ ଦୁଇଟି ମଠ ସ୍ଥାପନ କରିଥିଲେ ଯାହା ମଧ୍ୟରୁ ଏମାର ମଠ ଅନ୍ୟତମ । ବ୍ରହ୍ମଗିରିର ଅଲାରନାଥ ମନ୍ଦିର ମଧ୍ୟ ଅଲ୍ଵାର ସମ୍ପ୍ରଦାୟ ରାମାନୁଜଙ୍କ ଦ୍ଵାରା ପ୍ରଭାବିତ ହୋଇଥିବାର ଗ୍ରହଣ କରାଯାଏ । [୧୭]

ରଚନା

ରାମାନୁଜ ବେଦାନ୍ତ ଦର୍ଶନ ଉପରେ ଅନେକ ଗ୍ରନ୍ଥ ରଚନା କରିଥିଲେ । ସେସବୁ ମଧ୍ୟରୁ ପ୍ରଧାନ ରଚନା ବ୍ରହ୍ମସୂତ୍ର ଉପରେ ରଚିତ "ଶ୍ରୀ ଭାଷ୍ୟ", "ଭଗବତ ଗୀତା ଭାଷ୍ୟ" ଓ "ବେଦାର୍ଥସଂଗ୍ରହ" । ତାଙ୍କର ଅନ୍ୟ କେତେକ ରଚନା ମଧ୍ୟ ରହିଛି ।

ଦର୍ଶନ

ରାମାନୁଜଙ୍କ ଦର୍ଶନ ବିଶିଷ୍ଟାଦ୍ଵୈତବାଦ ନାମରେ ପ୍ରସିଦ୍ଧ । ଏହା ବେଦାନ୍ତ ଦର୍ଶନର ଏକ ମତବାଦ । [୧୮] ଏହି ମତବାଦ ଅନୁସାରେ ବ୍ରହ୍ମ, ଜଗତ ଓ ଜୀବାତ୍ମା ସବୁ ସତ୍ୟ ଓ ଏକ ଅଟନ୍ତି । ଜଗତ ଓ ଜୀବାତ୍ମା ବ୍ରହ୍ମ ଉପରେ ନିର୍ଭରଶୀଳ । ଏହି ମତବାଦ ଭକ୍ତିକୁ ପ୍ରାଧାନ୍ୟ ଦେଇଥାଏ ଏବଂ ଭକ୍ତି ଦ୍ଵାରା ମୋକ୍ଷ ସମ୍ଭବ ବୋଲି ଗ୍ରହଣ କରିଥାଏ । ଏହି ମତରେ ଭଗବାନ ବିଷ୍ଣୁ ସର୍ବୋଚ୍ଚ ତତ୍ତ୍ଵ ବ୍ରହ୍ମ ଅଟନ୍ତି । ଅଦ୍ଵୈତ ମତ ପରି ଏହା ଜଗତକୁ ମାୟା ଭାବରେ ଗ୍ରହଣ କରେ ନାହିଁ । ବରଂ ଜଗତକୁ ବ୍ରହ୍ମଙ୍କର ମହିମା ଭାବେ ଗ୍ରହଣ କରେ ।

ଆଧାର

  1. ୧.୦ ୧.୧ ୧.୨ C. J. Bartley 2013, pp. 1–4, 52–53, 79.
  2. ୨.୦ ୨.୧ ୨.୨ Jon Paul Sydnor (2012). Ramanuja and Schleiermacher: Toward a Constructive Comparative Theology. Casemate. pp. 20–22 with footnote 32. ISBN 978-0227680247.
  3. ୩.୦ ୩.୧ Mishra, Patit Paban (2012). Ramanuja(ca. 1077–ca. 1157) in Encyclopedia of Global Religion (Editors: Mark Juergensmeyer & Wade Clark Roof). doi:10.4135/9781412997898.n598.
  4. Hermann Kulke; Dietmar Rothermund (2004). A History of India. Routledge. p. 149. ISBN 978-0-415-32920-0.
  5. ୫.୦ ୫.୧ Patrick Olivelle (1992). The Samnyasa Upanisads : Hindu Scriptures on Asceticism and Renunciation: Hindu Scriptures on Asceticism and Renunciation. Oxford University Press. pp. 10–11, 17–18. ISBN 978-0-19-536137-7.
  6. C. J. Bartley 2013, pp. 1–2.
  7. Carman 1974, p. 24.
  8. Carman 1994, pp. 82-87 with footnotes.
  9. C. J. Bartley 2013, pp. 1–2, 9–10, 76–79, 87–98.
  10. Sean Doyle (2006). Synthesizing the Vedanta: The Theology of Pierre Johanns, S.J. Peter Lang. pp. 59–62. ISBN 978-3-03910-708-7.
  11. Keith E. Yandell 2001, pp. 7, 148.
  12. ୧୨.୦ ୧୨.୧ Jones & Ryan 2006, p. 352.
  13. Carman 1974, pp. 27–28, 45.
  14. ୧୪.୦ ୧୪.୧ ୧୪.୨ J.A.B. van Buitenen (2008), Ramanuja - Hindu theologian and Philosopher, Encyclopedia Britannica
  15. Alkandavilli Govindāchārya (1906). The Life of Râmânujâchârya: The Exponent of the Viśistâdvaita Philosophy. S. Murthy. pp. 62–70.
  16. Jon Paul Sydnor (2012). Ramanuja and Schleiermacher: Toward a Constructive Comparative Theology. Casemate. pp. 84–87. ISBN 978-0227680247.
  17. Prabhat Mukherjee (1981). The History of Medieval Vaishnavism in Orissa. Asian Educational Services. pp. 27–. ISBN 978-81-206-0229-8.
  18. Joseph P. Schultz (1981). Judaism and the Gentile Faiths: Comparative Studies in Religion. Fairleigh Dickinson University Press. pp. 81–84. ISBN 978-0-8386-1707-6.

ବାହାର ତଥ୍ୟ

ଜୀବନୀ

ରଚନାବଳୀ

ଦର୍ଶନ

ହସ୍ତାକ୍ଷର