ପଞ୍ଜାବ, ଭାରତ
ପଞ୍ଜାବ
ਪੰਜਾਬ | |
---|---|
ଦେଶ | ଭାରତ |
ସ୍ଥାପନ | ୧ ଜାନୁଆରୀ ୧୯୬୬ |
ରାଜଧାନୀ | ଚଣ୍ଡୀଗଡ଼ |
ବୃହତ୍ତମ ନଗର | ଲୁଧିଆନା |
ଜିଲ୍ଲା ସଂଖ୍ୟା | ୨୨ |
Government | |
• ରାଜ୍ୟପାଳ | ଜି. ନିଶ |
• ମୁଖ୍ୟମନ୍ତ୍ରୀ | captain amerandra singh |
• ନ୍ୟାୟପାଳିକା | ଏକ ନ୍ୟାୟପାଳିକା (୧୧୭ ଆସନ) |
Area | |
• ସମୁଦାୟ | 50362 km2 (19,445 sq mi) |
• Rank | ୧୯ଶ |
Population (୨୦୧୧) | |
• Total | ୨୭୭୦୪୨୩୬ |
• Density | 550/km2 (1,400/sq mi) |
Time zone | UTC+୦୫:୩୦ (IST) |
ISO 3166 code | IN-PB |
HDI | ୦.୬୭୯ (ମଧ୍ୟମ) |
HDI କ୍ରମାଙ୍କ | ୯ମ(୨୦୦୫) |
ସାକ୍ଷରତା | ୭୬.୬୮% |
ସରକାରୀ ଭାଷା | ପଞ୍ଜାବୀ |
Website | punjabgovt.nic.in |
ପଞ୍ଜାବ ଭାରତର ଉତ୍ତର-ପଶ୍ଚିମରେ ଥିବା ଏକ ରାଜ୍ୟ ।
ଭୂଗୋଳ
[ସମ୍ପାଦନା]ଇତିହାସ
[ସମ୍ପାଦନା]ଭାଷା ଓ ସାହିତ୍ୟ
[ସମ୍ପାଦନା]ଖେଳ
[ସମ୍ପାଦନା]କବାଡି (ବୃତ୍ତ ଶୈଳୀ), ପଞ୍ଜାବର ଗ୍ରାମାଞ୍ଚଳରୁ ଆରମ୍ଭ ହୋଇଥିବା ଏକ ଖେଳ, ଯାହା ପରେ ରାଜ୍ୟ ଖେଳର ସମ୍ମାନ ପାଇଥିଲା ।[୧][୨] ହକି ମଧ୍ୟ ରାଜ୍ଯର ଏକ ଲୋକପ୍ରିୟ ଖେଳ ।[୩] କିଲ୍ଲା ରାୟପୁର ଖେଳ ଉତ୍ସବ,ଯାହା ଗ୍ରାମ ଅଲିମ୍ପିକ୍ସ ଭାବେ ଜଣାଶୁଣା, ବର୍ଷକେ ଥରେ ଲୁଧିଆନା ନିକଟରେ କିଲ୍ଲା ରାୟପୁରଠାରେ ଅନିଷ୍ଠିତ ହୁଏ । ଏଠାରେ ମୁଖ୍ୟତଃ ପଞ୍ଜାବୀ ଗ୍ରାମାଞ୍ଚଳ ଖେଳ ଅନୁଷ୍ଠିତ ହୁଏ, ଯଥା; ବଳଦ ଟଣା, ଦୁଡି ଭିଦା, ପ୍ରଭୃତି । ପଞ୍ଜାବ ସରକାର ବିଶ୍ୱ କବାଡି ଲିଗର ଆୟୋଜନ କର୍ତ୍ତା ।[୪][୫] ଏଥିରେ ଆର୍ଜେଣ୍ଟିନା, କାନାଡା, ଡେନମାର୍କ]], ଇଂଲଣ୍ଡ, ଭାରତ, କେନିଆ, ପାକିସ୍ତାନ, ସ୍କଟଲ୍ୟାଣ୍ଡ, ସିଏରା ଲିଓନ୍, ସ୍ପେନ ଓ ଆମେରିକା, ପ୍ରଭୃତି ଦେଶ ଅଂଶଗ୍ରହଣ କରିଥିଲେ ।
ପଞ୍ଜାବରେ ମଧ୍ୟ ଗୁରୁ ଗୋବିନ୍ଦ ସିଂହ ଷ୍ଟାଡ଼ିୟମ, ଗୁରୁ ନାନକ ଷ୍ତାଡ଼ିୟମ, ପଞ୍ଜାବ କ୍ରିକେଟ ଆସୋସିଏସନ ଆଇ ଏସ୍ ବିନ୍ଦ୍ରା ଷ୍ଟାଡ଼ିୟମ, ଆନ୍ତର୍ଜାତୀୟ ହକି ଷ୍ଟାଡ଼ିୟମ, ଗାନ୍ଧି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଷ୍ଟାଡ଼ିୟମ ଓ ସୁରଜିତ ହକି ଷ୍ଟାଡ଼ିୟମ, ପ୍ରଭୃତି ରହିଛି ।
ପର୍ଯ୍ୟଟନ
[ସମ୍ପାଦନା]ପଞ୍ଜାବରେ ପର୍ଯ୍ୟଟନ କହିଲେ, ଐତିହାସିକ ପ୍ରାସାଦ, ଯୁଦ୍ଧ କ୍ଷେତ୍ର, ଶିଖ ନିର୍ମାଣ ପ୍ରଭୃତିକୁ ବୁଝାଏ ।[୬] ଉଦାହରଣ ସ୍ୱରୂପ ସିନ୍ଧୁ ଉପତ୍ୟାକା ସଭ୍ୟତାର ବିଭିନ୍ନ ସ୍ଥାନ, ବାଥିଣ୍ଡର ଦୁର୍ଗ, କାପୁରଥାଲା, ପଟିଆଲା ଓ ଚଣ୍ରଡିଗଡର କୀର୍ତ୍ତି, ଓ ଆଧୁନିକ ରାଜଧାନୀ ଲି କୋର୍ବୁସିଅର ।[୭] ଅମୃତସରର ହରମନ୍ଦିର ସାହିବ ମନ୍ଦିର ବା ସ୍ୱର୍ଣ୍ଣ ମନ୍ଦିର ପର୍ଯ୍ୟଟନର ମୁଖ୍ୟ ଆକର୍ଷଣ ।୨୦୦୮ର ଲୋନ୍ଲି ପ୍ଲାନେଟର ବ୍ଲୁ ଲିଷ୍ଟ ହରମନ୍ଦିର ସାହିବ ମନ୍ଦିରକୁ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିଲା ।[୮] ଅଧିକନ୍ତୁ ଏଠାରେ ବିଦେଶୀ ହୋଟେଲମାନ ବହୁତ ଶିଘ୍ର ସେମାନଙ୍କ ହୋଟେଲ ରାତି ରହଣି ପାଇଁ ଖୋଲୁଛନ୍ତି । ଅନ୍ୟ ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ହେଉଛି ଧାର୍ମିକ ଓ ଐତିହାସିକ ସହର ଶ୍ରୀ ଆନନ୍ଦପୁର ସାହିବ, ଯେଉଁଠିକୁ ବହୁ ପର୍ଯ୍ୟଟକ ବୀରାସତ-ଇ-ଖାଲ୍ସା ଓ ହୋଲା ମୋହଲା ଉତ୍ସବରେ ଯୋଗ ଦେବା ପାଇଁ ଆସନ୍ତି । ଲୁଧିଆନା ନିକଟରେ କିଲ୍ଲା ରାୟପୁରଠାରେ କିଲ୍ଲା ଋୟପୁର ଖେଳ ଉତ୍ସବ ପାଇଁ ଆସନ୍ତି ।[୯][୧୦][୧୧] ପଠାଙ୍କୋଟର ଶାହପୁର କାଣ୍ଡି ଦୁର୍ଗ, ରଣଜିତ ସାଗର ହ୍ରଦ ଓ ମୁକ୍ତସାର ମନ୍ଦିର ମଧ୍ୟ ଲୋକପ୍ରିୟ ସ୍ଥାନ ।
ଆଧାର
[ସମ୍ପାଦନା]- ↑ "Circle Style Kabaddi in a new avatar - World-wide Kabaddi League". Archived from the original on 2016-01-28. Retrieved 2016-08-02.
- ↑ "Kabaddi player alleges Punjab Police pushed him into drugs". Archived from the original on 2015-08-19. Retrieved 2016-08-02.
- ↑ "Punjab women enter semifinals of National Hockey Championship". Archived from the original on 2015-05-02. Retrieved 2016-08-02.
- ↑ "World Kabaddi League announces team franchise names and logos".
- ↑ "the World Kabaddi League (WKL) was launched with the promoters — Punjab Deputy Chief Minister Sukhbir Singh Badal is the president of the league while former India hockey captain Pargat Singh is the league commissioner — unveiling the eight teams, their owners and marquee players".
- ↑ "World Heritage Day: 8 places to visit in Punjab". Archived from the original on 2015-07-17. Retrieved 2016-08-02.
- ↑ Punjab. Mapsofindia.com. Retrieved on 2012-01-18.
- ↑ Lonely Planet tips Mumbai as a must-see destination in 2008. ptinews.com. 9 November 2007
- ↑ "Pictures displayed at media centre attract visitors to 'Kila Raipur' games". Archived from the original on 2016-07-29. Retrieved 2016-08-02.
- ↑ "Kila Raipur sports festival begins today".
- ↑ "Kila Raipur sports festival concludes". Archived from the original on 2016-01-28. Retrieved 2016-08-02.
ଅଧିକ ତଥ୍ୟ
[ସମ୍ପାଦନା]- Official website
- Punjab travel guide from Wikivoyage
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |